ଆଣ୍ଠୁଗଣ୍ଠି ବାତ ରୋଗ - କାରଣ, ଚିକିତ୍ସା, ଆଣ୍ଠୁ ପ୍ରତିରୋପଣ | Dr PC Dey on Arthritis & Knee Replacement
#Arthritis #KneeReplacement #DoctorAdvice ବୟସ ବଢ଼ିଲେ ଆମ ଶରୀରର ହାଡ଼ଗୁଡ଼ିକ ଦୁର୍ବଳ ହୋଇପଡ଼ନ୍ତି। ଫଳରେ ବିଭିନ୍ନ ଗଣ୍ଠି ଜନିତ ସମସ୍ୟା ଦେଖାଯାଏ। ଆଣ୍ଠୁଗଣ୍ଠି ବାତ, ଅଷ୍ଟିଓପୋରସିସ୍, ଅଷ୍ଟିଓଆର୍ଥ୍ରାଇଟିସ୍ ଇତ୍ୟାଦି। ତେବେ କେମିତି କରିବେ ଆଣ୍ଠୁଗଣ୍ଠି ବାତ ରୋଗର ଚିକିତ୍ସା? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ’ଙ୍କଠାରୁ ଆଣ୍ଠୁଗଣ୍ଠି ବାତ ରୋଗର ଚିକିତ୍ସା, ସଫଳ ଆଣ୍ଠୁ ପ୍ରତିରୋପଣ ବିଷୟରେ ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଆଣ୍ଠୁଗଣ୍ଠି ବାତ ରୋଗ କ’ଣ? (0:00) ଆଣ୍ଠୁଗଣ୍ଠି ବାତ ରୋଗ କାହିଁକି ହୁଏ? (0:51) ଗଣ୍ଠିବାତ ଜନିତ ବିଭିନ୍ନ ରୋଗ (3:21) ଗଣ୍ଠିବାତ ରୋଗକୁ ଚିହ୍ନିବେ କେମିତି? (5:21) ଗଣ୍ଠିବାତ ରୋଗର ନିରାକରଣ (6:24) ଆଣ୍ଠୁଗଣ୍ଠି ବାତ ରୋଗର ଚିକିତ୍ସା (9:58) ଆଣ୍ଠୁ ପ୍ରତିରୋପଣକୁ ଡରନ୍ତୁ ନାହିଁ (15:50) ଡାକ୍ତର ପରେଶ ଚନ୍ଦ୍ର ଦେ ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ଏଣ୍ଡୋସ୍ପାଇନ ଆଣ୍ଡ ସ୍ପୋର୍ଟସ ଇଞ୍ଜୁରୀ ସର୍ଜନ। ଗଣ୍ଠିବାତ ରୋଗ, ଆଣ୍ଡୁ ପ୍ରତିରୋପଣ ତଥା ସ୍ପୋଷ୍ଟ୍ସ ଇଞ୍ଜୁରୀର ଅତ୍ୟାଧୁନିକ ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ଦେ’ ଭୁବନେଶ୍ଵରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 9438800020 ନମ୍ବରରେ କଲ୍ କରିପାରିବେ। Dr PC Dey is a well-known Endospine & Joint Replacement Surgeon in Odisha. He has deep experience in the advanced treatment of arthritis, Knee Replacement, Endospine & Sports injury. Dr Dey currently resides in Bhubaneswar. You can contact him on 9438800020. As we grow older, our bones become weaker. It results in a variety of joint problems. Arthritis, Osteoporosis, Osteoarthritis, and so on. So how to treat Arthritis? Let's find out what Dr PC Dey, an Endospine & Joint Replacement Surgeon, has to say about the treatment of Arthritis & Knee Replacement. In this video, What is Joint Arthritis? (0:00) Causes of Joint Arthritis (0:51) Various diseases associated with Arthritis (3:21) Diagnose of Joint Arthritis (5:21) Prevention of Joint Arthritis (6:24) Treatment of Joint Arthritis (9:58) Don’t be afraid of Knee Replacement (15:50) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ଆଣ୍ଠୁଗଣ୍ଠି ବାତ ରୋଗୀ କରନ୍ତୁ ଏହି ଏକ୍ସରସାଇଜ୍ | Knee Pain Relief Exercises in Odia | Rashmita Pandab

ଆଣ୍ଠୁ ଗଣ୍ଠି ବିନ୍ଧାର ଭିତିରି କଥା କହିଦେଲେ ଡାକ୍ତର... Podcast With DR Sunil Kumar Dash ।Odia News N18P

ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? | Dr Manas Ranjan Pradhan on Urinary Tract Infection | Prevent UTI

ଆଣ୍ଠୁଗଣ୍ଠି ବ୍ୟଥାର କାରଣ ଓ ଚିକିତ୍ସା | Dr Smarajit Patnaik on Joint Pain Causes & treatment in Odia

ଆର୍ଥ୍ରାଇଟିସ୍ ଯନ୍ତ୍ରଣାରୁ ମିଳିବ ମୁକ୍ତି ମିଳିଗଲା ଶେଷ ସମାଧାନ STOP Arthritis Pain | Dr Jyoti Ranjan Parida

ଜାଣନ୍ତୁ କେମିତି ବଦଳିଲା ଜୀବନ। Tirupati Panigrahi interview | Hi-Tech Medical College and Hospital

ଆଣ୍ଠୁଗଣ୍ଠି ବ୍ୟଥାର କାରଣ ଓ ଚିକିତ୍ସା | Dr Smarajit Patnaik on Joint Pain Causes & treatment in Odia

My Doctor on News18 Odisha | Varicose Veins, DVT & Blood Vessel Diseases with Dr. Laxmikant Gupta

Doctor Doctor | Know more about waist pain & modern tech for treatment from Dr Paresh Chandra Dey

ହାର୍ଟ ସମସ୍ୟା ସହଜରେ ହେବ ନାହିଁ | Prevent Heart Attack - Lifestyle, Food & Treatment | Dr. MP Tripathy

ଆଣ୍ଠୁ ଗଣ୍ଠି ବିନ୍ଧାର ଭିତିରି କଥା କହିଦେଲେ ଡାକ୍ତର... Podcast With DR Jyoti Ranjan Parida।Odia News N18P

What is knee replacement surgery - In Odia || Knee Replacement Benefit || Dr. P.C Dey

ଆଣ୍ଠୁ ରୋଗର ଚିକିତ୍ସା Knee Pain Treatment Bhubaneswar | Dr. Sandeep Singh | News18 Podcast Manas Dash

AROGYAM | ହାର୍ଟଆଟାକରୁ କେମିତି ମିଳିବ ମୁକ୍ତି ? | Heart Attack : Food Vs Medicine | Dr. Manabhanjan Jena

Diet for #Arthritis Patients Foods to Eat and Avoid - Explained in Odia || Dr. Rajendra Sahoo

ହାଡ଼ ସଂକ୍ରମଣ – କାହିଁକି ହୁଏ? | Bone Infections/ Osteomyelitis in Odia | Dr Bhagyashree Singh

Test Tube Baby କିପରି ହୁଏ, କେତେ ଟଙ୍କା ଖର୍ଚ୍ଚ ହୁଏ? | PCOD | IVF Treatment | News18 Podcast | N18P

ଆଣ୍ଠୁ ରୋଗର ଚିକିତ୍ସା Knee Pain Treatment Bhubaneswar | Dr. Sandeep Singh | News18 Podcast Manas Dash

ଜାଣନ୍ତୁ କେମିତି ଆଣ୍ଠୁ ଗଣ୍ଠି ବାତରୁ ମୁକ୍ତି ପାଇବେ | Symptoms, Causes & Treatment of Arthritis

