ଜଣେ ଓଡ଼ିଆ ନ୍ୟୁରୋସର୍ଜନଙ୍କ କାହାଣୀ | The Story of an Odia Neurosurgeon | Dr. Ashok Ku. Mahapatra
#କେତେକଥା #Ketekatha - An Open Conversation #AshokKumarMahapatra #Neurosurgeon #ExclusiveInterview ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଭାରତର ଜଣେ ପ୍ରଖ୍ୟାତ ନ୍ୟୁରୋସର୍ଜନ ଏବଂ ଚିକିତ୍ସା କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିତ୍ୱ। ଚାରି ଦଶକରୁ ଅଧିକ ସମୟ ଧରି ସେ ଅସଂଖ୍ୟ ରୋଗୀଙ୍କୁ ନୂଆ ଜୀବନ ଦେବା ସହ ଏମ୍ସ ଭୁବନେଶ୍ୱରର ସ୍ଥାପନା ଓ ବିକାଶରେ ଅଗ୍ରଣୀ ଭୂମିକା ନିଭାଇଛନ୍ତି। ତାଙ୍କର ଦୂରଦୃଷ୍ଟି ଓ ପରିଶ୍ରମ ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି। ୨୦୨୪ ମସିହାରେ ଚିକିତ୍ସା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାର ‘କେତେକଥା’ରେ ସେ ନିଜର ଚିକିତ୍ସା ଯାତ୍ରା, ନ୍ୟୁରୋସର୍ଜରୀ କ୍ଷେତ୍ରର ଅନୁଭବ, ଏମ୍ସ ଭୁବନେଶ୍ୱର ଗଢ଼ିଉଠିବାର କାହାଣୀ, ଜଗା-କାଳିଆଙ୍କ ବିରଳ ଅପରେସନର ଅନୁଭବ, ରୋଗୀ ସେବା ଏବଂ ଡାକ୍ତରୀ ପେଶାର ଚ୍ୟାଲେଞ୍ଜ ସମ୍ପର୍କରେ ଆଲୋଚନା କରିଛନ୍ତି। ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର। Join this channel to get access to perks: / @odishalive L I K E || S H A R E || S U B S C R I B E News Website: https://www.odisha.live Facebook: / odishalive YouTube: / odishalive Twitter: / odishalive Instagram: / odishalive Click the 'bell' icon and Subscribe! The Event/production is a creation of OdishaLIVE. --- An OdishaLIVE Web Production. www.odisha.live (A Web Initiative of Academy for Media Learning Private Limited) A/23, (Ground Floor) Surya Nagar, Near Hotel Venus, Governor House Road, Bhubaneswar - 751003 (Odisha). Produced and broadcast in public interest. Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.

ଡ଼ିଜିଙ୍କ ଫିଟନେସ ମନ୍ତ୍ର ! Health Tips | Fitness Tips | Dr. Sudhanshu Sarangi | Yoga | Odia News |

ଓଡ଼ିଶା ରାଜନୀତିର ଭବିଷ୍ୟତ କ'ଣ? - ପ୍ରସାଦ ହରିଚନ୍ଦନ | The Future of Odisha Politics | Prasad Harichandan

ଦୁଃଖୀର ଆହାଃରେ ସାହା – ଗୋପବନ୍ଧୁ ଦାସ | Gopabandhu Das | Voice of the People

ଅଶ୍ୱିନୀ ହସ୍ପିଟାଲର ସତ...News18 Odia Podcast with Renowned Neurologist Dr. Maya Gantayet | Manash Das

‘ମୋତେ ଜଗନ୍ନାଥ ମନ୍ଦିର ବ୍ୟାନ୍ କରିଥିଲେ’ | Ama Atithi Podcast | Dr. Bibudharanjan, Author and Researcher

ହାର୍ଟ ସମସ୍ୟା ସହଜରେ ହେବ ନାହିଁ | Prevent Heart Attack - Lifestyle, Food & Treatment | Dr. MP Tripathy

ବାପାଙ୍କ ସମ୍ପତିରୁ ଝିଅର କେତେ ଏବଂ ପୁଅର କେତେ ? | EP- 37 | Property | Family relation | Dharitri

AROGYAM | ହାର୍ଟଆଟାକରୁ କେମିତି ମିଳିବ ମୁକ୍ତି ? | Heart Attack : Food Vs Medicine | Dr. Manabhanjan Jena

କାହିଁକି ଅଭିନୟ ଓ ଓଡ଼ିଶା ଛାଡିଲେ ମିଠି ? | EP-168 | Podcast With Popular Actress Lipsa Satpathy

🔴 MASTER STROKE |🎙️ ଡ଼ ଜଗନ୍ନାଥ ପଟ୍ଟନାୟକ (କୁଳପତି, ICFAI ବିଶ୍ୱବିଦ୍ୟାଳୟ, ସିକିମ୍) | 📺 MBCTV

ଡାକ୍ତରଙ୍କ ସତର୍କବାଣୀ ! Health Tips | liver disease symptom | fatty liver treatment | Dr Manoj Sahu

ରାତିରେ ଶୋଇବା ପୂର୍ବରୁ ନିଶ୍ଚିତ ଦେଖନ୍ତୁ | Dr. Niroj Mishra Exclusive Interview With Manash Dash | N18P

‘Dream Girl’ Hema Malini’s Totally Candid Interview With Arnab On The LEGENDS | Unmissable

ଏମିତି ଡାକ୍ତର କେବେ ଦେଖିନଥିବେ |Health Summit|News18 Odia Health Care Summit 2025| Dr. Bidyut Kumar Das

What Happens After Death? | Does Aatma really Exist? | Dhruv Rathee

News Desk Interview :ସ୍ରୁତି ମହାପାତ୍ରଙ୍କ ଲୁହଭିଜା କାହାଣୀ |Sruti Mohapatra| Disability Inclusion Expert

Hello Doctor||ମାନସିକ ରୋଗରୁ କିପରି ପାଇବେ ମୁକ୍ତି || Dr.Samrat Kar (PSYCHIATRIST)|| MBCTv

ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନଙ୍କ ସହ ସୁନୀଲ ଜେନାଙ୍କ ରୋକଠୋକ କଥା | Political Drive | The Politics Odia

ଠିକ୍ ଅଛି ତ ଲିଭର ? Gastric problem solution | Dr Manoj Sahu | Manas Dash | Odia News | N18P
![When it's Swami's Call | Shri Bejoy Kumar Mishra | A Divine Journey with Sri Sathya Sai.[Ep:62]](https://i.ytimg.com/vi/sBTc_YEpE5g/hqdefault.jpg?sqp=-oaymwEjCNACELwBSFryq4qpAxUIARUAAAAAGAElAADIQj0AgKJDeAE=&rs=AOn4CLD4E1fXpKWACOtO-TuQ2TVY8Px3rw)
