ଉତ୍କଳର ମଣି ଗୋପବନ୍ଧୁ | Pranam Gopabandhu | Remembering Utkalamani
#PranamGopabandhu #UtkalamaniGopabandhu #GopabandhuDas ତତ୍କାଳୀନ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ଓ ସେବାକାର୍ଯ୍ୟ ସହ ସାହିତ୍ୟ, ଶିକ୍ଷା ଓ ସାମ୍ବାଦିକତା ଭଳି ପ୍ରମୁଖ କ୍ଷେତ୍ରରେ ନୂତନ ଜାଗରଣ ଆଣିଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ତାଙ୍କ ଜୀବନ ଥିଲା ସେବା, ତ୍ୟାଗ, ସମର୍ପଣ ଓ ଆଦର୍ଶର ଅନନ୍ୟ ଉଦାହରଣ। ଗାନ୍ଧୀ ଆଦର୍ଶର ଅଗ୍ରଦୂତ ଜନସେବାକୁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରି ଦୁଃଖୀରଙ୍କିଙ୍କ ପାଇଁ ନିରନ୍ତର କାର୍ଯ୍ୟ କରୁଥିଲେ। ଏହି ମହାପୁରୁଷଙ୍କ ଜୀବନ ଆଜିର ପିଢ଼ି ଏବଂ ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣା ଯୋଗାଇବ। ଉତ୍କଳର ମଣି ଗୋପବନ୍ଧୁଙ୍କ ସ୍ମୃତିରେ ଓଡ଼ିଶାଲାଇଭ ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର ସିରିଜ – ‘ପ୍ରଣାମ ଗୋପବନ୍ଧୁ’ ଶୀର୍ଷକରେ ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ। ଉପସ୍ଥାପନା: ଟିମ୍ ଓଡ଼ିଶାଲାଇଭ୍ ପରିକଳ୍ପନା ଓ ପ୍ରଯୋଜନା: ନୀଳାମ୍ବର ରଥ କୃତଜ୍ଞତା: ଏହି ସ୍ଵତନ୍ତ୍ର ଫିଚର ପ୍ରସ୍ତୁତ କରିବା ପାଇଁ ସହଯୋଗ କରିଥିବା ସମସ୍ତଙ୍କ ନିକଟରେ ଓଡ଼ିଶାଲାଇଭ୍ ଟିମ୍ କୃତଜ୍ଞ। ସେହିପରି ଯେଉଁସବୁ ସୂତ୍ରରୁ ପୁରୁଣା ଫଟୋ, ଭିଡିଓ, ନଥିପତ୍ର ଓ ସଙ୍ଗୀତ ଆଦି ନିଆଯାଇଛି ସେ ସମସ୍ତ ବ୍ୟକ୍ତି ଓ ଅନୁଷ୍ଠାନକୁ ଧନ୍ୟବାଦ ଜଣାଉଛୁ। Join this channel to get access to perks: / @odishalive L I K E || S H A R E || S U B S C R I B E News Website: https://www.odisha.live Facebook: / odishalive YouTube: / odishalive Twitter: / odishalive Instagram: / odishalive Click the 'bell' icon and Subscribe! The Event/production is a creation of OdishaLIVE. --- An OdishaLIVE Web Production. www.odisha.live (A Web Initiative of Academy for Media Learning Private Limited) A/23, (Ground Floor) Surya Nagar, Near Hotel Venus, Governor House Road, Bhubaneswar - 751003 (Odisha). Produced and broadcast in public interest. Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.

ଓଡ଼ିଶା ରାଜନୀତିର ଭବିଷ୍ୟତ କ'ଣ? - ପ୍ରସାଦ ହରିଚନ୍ଦନ | The Future of Odisha Politics | Prasad Harichandan

Press Meet Shock: Will Santarupta Betray Naveen? | Nirbhay Gumar Katha

Gajapati Maharaj Shares His First Chhera Pahanra Experience | EP 20 | Podcast With Gajapati Maharaj

The Engineering Marvels Of Sri Lanka's Ancient Kingdom Anuradhapura | The Mark Of Empire

Top 10 Coolest Moments in Westerns | MGM

‘ମୋତେ ଜଗନ୍ନାଥ ମନ୍ଦିର ବ୍ୟାନ୍ କରିଥିଲେ’ | Ama Atithi Podcast | Dr. Bibudharanjan, Author and Researcher

14. Vijayanagara - The Last Emperors of South India

Satluj Film कितनी Jaswant Singh Khalra की कहानी है और कितनी Punjab की? (BBC Hindi)

Exclusive Interview with Pramila Mallick || Big Remarks on BJD, Naveen Patnaik & Odisha Politics

The Great Odisha Political Circus || EP 864 || ପୁରୁଣା vs ନୂଆ ଲକ୍ଷ୍ମୀପୁରାଣ || New Odia Comedy

Inside Odisha’s Dhenkanal Palace:Home To 18th Generation Royals |Palaces of India ft.Komal Pandey E3

ଆମେରିକା ଇରାନ ଯୁଦ୍ଧ ସେମିତି ଲାଗି ରହିଲେ, ଭାରତୀୟ ବେଶୀ ହଇରାଣ ହେବେ ! US and Iran have entered open warfare

“Navigating a world without Order” an EML Fireside chat with Dr. Raghuram Rajan

ଏଯାଏଁ ଓଡ଼ିଆ ଜାତି ଜାଣିନି ଜଗନ୍ନାଥଙ୍କ ଏ ଅଜଣା କଥା | EP-167 | Podcast With Pandit Suryanaryan Rathasharma

Trump Gives Medical Assessment of Graham's Death, Backs Down on Strait of Hormuz Toll: A Closer Look

Sarah Paine — The war for India (Lecture & interview)

DHAULAGIRI ICEFALL | MYAGDI

🔴LIVE : ଆରମ୍ଭ ହେଲା ଶ୍ରୀକ୍ଷେତ୍ରରେ ରଥଟଣା| Shree Jagannath Rath Yatra Puri 2026

ମୁଁ ଜଗାର ରୋଷେୟା | Ama Atithi Podcast | Biswanath Samantray, President Badu Suara Nijog | Kanak News

