କଟକରେ ଜୋରଦାର ଧରପକଡ଼, ବିନା ଫିଟନେସର ଗାଡି ଜବତ କରିବାକୁ ସ୍ପେଶାଲ ଡ୍ରାଇଭ ! vehicle fitness drive cuttack.
କଟକରେ ଜୋରଦାର ଧରପକଡ଼ । ରାଜ୍ୟ ପରିବହନ ପ୍ରାଧିକରଣର ସ୍ପେଶାଲ ଡ୍ରାଇଭ କଡାକଡି ଭାବରେ ପାଳନ ହେଉଛି । ଅଭ୍ୟାସଗତ ଉଲଙ୍ଘନକାରୀଙ୍କ ବିରୋଧ ରେ କଠୋର ଆଭିମୁଖ୍ୟ । ବିନା ଫିଟନେସର ଗାଡି ,ବିମା ଓ ବିନା ପରମିଟ ରେ ଚାଲୁଥିବା ଗାଡି କୁ ଜବତ କରିବାକୁ ଏସଟିଏର ସ୍ପେଶାଲ ଡ୍ରାଇଭ ଆରମ୍ଭ ହେବା ପରେ କଟକରେ କଡା ଚେକିଂ ଆରମ୍ଭ ହୋଇଛି। ସ୍ୱତନ୍ତ୍ର ଡ୍ରାଇଭ ରେ ଏଯାବତ ମୋଟ ୭୦ ଗାଡି ଜବତ କରିଛି କଟକ ଆରଟିଓ । ଏହି ଗାଡି ମଧ୍ୟରେ ରହିଛି ଅଟୋ ,ଟ୍ରାକ୍ଟର,ବାଇକ ,ମାଲବୁହା ଗାଡି । ।ଉଭୟ କମର୍ସିଆଲ ଓ ଘରୋଇ ଗାଡି କୁ ଚେକିଂ କରାଯାଉଛି। ଯେଉଁ ଗାଡ଼ିରେ ଫିଟନେସ ନିୟମ ଉଲଂଘନ କରୁଛନ୍ତି ସେମାନଙ୍କ ଗାଡି କୁ ଜବତ କରାଯାଉଛି । ଏକାଧିକଥର ଏହି ନିୟମ ଉଲଂଘନ କରିଥିବା ଗାଡି ଗୁଡିକୁ ଜବତ କରିବାକୁ ନିର୍ଦେଶ ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ । vehicle fitness drive cuttack. #Cuttack #CuttackRTO #OdishaTransport #VehicleFitnessDrive #SafeOdisha Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

Kholakatha: Exclusive Interview with Member of the Lok Sabha, Malvika Devi

How Japan Built the Impossible 400 km Great Wall that You've Never Heard Of

A 20 Year Old In A Sari Just Gave The Most UNIQUE Audition | The Voice

ଗର୍ଜିଲେ ବିଧାୟକ ତାରା,ନିର୍ବାଚନ ଖର୍ଚ୍ଚ ଉଠେଇବା ପାଇଁ ଲକ୍ଷ୍ମୀପୁରାଣ ବାଣ୍ଟିବା ପ୍ରହସନ କରୁଛନ୍ତି!TaraBahinipati

Mohan Upset, Resigns Before Suspension | Kahile Kahiba Kahuchi

ଘୁଞ୍ଚିଲା ପଞ୍ଚାୟତ ନିର୍ବାଚନ ,ଷଡ଼ଯନ୍ତ୍ର କାହାର ? | Odisha Reporter

Worst Plane Landing Fails Caught on Camera

ଯାତ୍ରୀଙ୍କ ଗୁଣ୍ଡାଗିରି,କଣ୍ଡକ୍ଟରଙ୍କୁ ନିର୍ଘାତ ମାଡ଼ ! Mayurabhanja attack case

ଭିଜିଲାନ୍ସ ଜାଲରେ ଲାଞ୍ଜୁଆ ଜେଇ,୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା !Vigilance Raid in Mayurbhanj

ମୋହନ ଭାଗବତ ପ୍ରବଚନ ଦିଅନି, ହୁଣ୍ଡିଚୋରୀ ନେଇ ମିଡ଼ିଆ ପ୍ରଶ୍ନ ଫେସ୍ କର ! Priyank Kharge challenges RSS’

ಫುಟ್ಪಾತ್ ತೆರವು, ಜಾಗ ಹೇಗಿದೆ?- ಸ್ಥಳದಿಂದಲೇ ಗ್ರೌಂಡ್ ರಿಪೋರ್ಟ್- Malleshwaram Footapath Ground report

ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବ, ସନ୍ଦେହ ଉଠେଇଲେ BJD ବିଧାୟକ ଦିବ୍ୟଶଙ୍କର ମିଶ୍ର। #panchayat #PollsDelayed

Pandian's Venezuela Visit : Service Mission or Political Spin?||Editorial Show(EP-784)||ODISHA PULSE

ଗଣ୍ଡ ବାବୁ ଆପଣଙ୍କ ପିଲା ଶୁଖୁଆ ତରକାରୀ ପ୍ରସ୍ତୁତି ଶିଖୁଛନ୍ତି କି ? BJD Protest Jharsuguda. #deepalidas

ଭେନେଜୁଏଲା ରେ ପାଣ୍ଡିଆନ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି, ସୋସିଆଲ ଟକ୍ ଶସ୍ତା କଥା କହୁଛି ! BJD FIR, social talk

ଓଡିଶାବାସୀଙ୍କ ପାଖେ ଚିର ଋଣୀ,ବହୁତ ଭାବିଚିନ୍ତି ଏ ନିଷ୍ପତି ନେଇଛି | Latest Odia News | Samayalive|

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜ୍ୟୋତି ମହାସଙ୍ଘ ଗୣହରେ ଅଭିଯୋଗ ଶୁଣାଣି | Jagatsinghpur

Transport Dept's Mistake; Car In Bhadrak Bike Seized By Nayagarh RTO | Khabar Odisha

Krishna Byre Gowda | ಬಿಡಾಡಿ ವಾಹನಗಳ ತೆರವು ಕಾರ್ಯಾಚರಣೆಗೆ ಬಂದ ಕೃಷ್ಣಬೈರೇಗೌಡ | N18V

