ଗଣ୍ଡ ବାବୁ ଆପଣଙ୍କ ପିଲା ଶୁଖୁଆ ତରକାରୀ ପ୍ରସ୍ତୁତି ଶିଖୁଛନ୍ତି କି ? BJD Protest Jharsuguda. #deepalidas
ଗଣ୍ଡ ବାବୁ ଆପଣଙ୍କ ପିଲା ଶୁଖୁଆ ତରକାରୀ ପ୍ରସ୍ତୁତି ଶିଖୁଛନ୍ତି କି ? ବିଜେଡି ର ଛାତ୍ର ଆନ୍ଦୋଳନରେ ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ଛାତ୍ର ବିଜେଡ଼ି ସଭାନେତ୍ରୀ ଇପ୍ସିତା ସାହୁ ନିମ୍ବୁଡା ନିମ୍ବୁଡା ଗୀତରେ ନାଚିଲେ।ଉଭୟଙ୍କ ନାଚରେ ତାଳ ଦେଇ ନାଚିଲେ ଶତାଧିକ ବିଜେଡ଼ି କର୍ମୀ।ପାଠ୍ୟକ୍ରମ ରେ ଭୁଲ ଯୋଗୁଁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଥିବା ଯୋଗୁଁ ଆଜି ଝାରସୁଗୁଡା ରେ ଶିକ୍ଷା ବଞ୍ଚାଅ ଆନ୍ଦୋଳନ କରାଯାଇ ଥିଲା।ବେହେରାମାଲ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବିଜେଡି କର୍ମୀମାନେ ପୁର୍ବତନ ବିଧାୟିକା ଅଳକା ମହାନ୍ତି ଓ ଦୀପାଳି ଦାସଙ୍କ ନେତୃତ୍ୱରେ ବାହାରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ବିକ୍ଷୋଭ ସମୟରେ ନେତୃବୃନ୍ଦ ଙ୍କ ନାଚ ସମସ୍ତଙ୍କ ମନ ମୋହି ଥିଲା। BJD Protest Jharsuguda. #deepalidas #scert #odishaeducation #nityanandagond Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

Analysis with Devanshi| Suratમાં લોકોને કેશડોલ ખેડૂતોનો જમીનના હકના વળતર માટે સંઘર્ષ

COMEDY DARBAR S3 || Gauthali Movie Special || Episode 12 || Madan Krishna Shrestha, Arun C

Jibana Do Chhakire Ashara Alok: Ep 521 04 July 2026 | ଯାତ୍ରା ପାଇଁ ଘରେ ନାଟ

ବିଜେଡିର ବଡ଼ ଘୋଷଣା | BJD Slams BJP Over Odisha Panchayat Election Delay | Sarada Jena | Lenin Mohanty

ଘୁଞ୍ଚିଲା ପଞ୍ଚାୟତ ନିର୍ବାଚନ ,ଷଡ଼ଯନ୍ତ୍ର କାହାର ? | Odisha Reporter

Prashnakala: Odisha Panchayat Election Dates Announced; Big Updates From SEC | Argus News

Kholakatha : Exclusive Interview with Sr. Congress Leader Niranjan Pattnaik | ମୁଁ ଲାଞ୍ଚ ଦେଇଛି...

KG to PG Free Education Plan Raises Concerns Among Aided and Private Colleges

୨୦୨୭ ନିର୍ବାଚନ କିଏ ଜିତିବ? Who Will Win Panchayat Election 2027? BJP vs BJD vs Congress | Asala Katha

Exclusive: How Laxman Bag Broke Naveen’s 24-Year Winning Streak in Odisha

ଏଯାଏଁ ଓଡ଼ିଆ ଜାତି ଜାଣିନି ଜଗନ୍ନାଥଙ୍କ ଏ ଅଜଣା କଥା | EP-167 | Podcast With Pandit Suryanaryan Rathasharma

Big Twist in Odisha Politics: Leaders’ Vote Banks Tremble Before Key Battle

ସାନ ଭାଇର ସବୁ ଗୁମର ଖୋଲିଦେଲେ... News Desk Interview With Niranjan Patnaik | N18V | Odia News

Special Report: Cuttack Politics Shock! Prabhat Biswal Set to Join BJP This Sunday?

'ବିଜୁ ବାବୁଙ୍କ ହାଇଟ୍ ଦେଖି...' | News Desk Interview With Niranjan Patnaik | N18V | Odia News

🔴Prashnakala Live | ବାଜିଲା ପଞ୍ଚାୟତ ବିଗୁଲ୍ | Odisha Panchayat Election Dates Announced | Argus News

IIC ବିଉଟି ମହାନ୍ତି ମୃ-ତ୍ୟୁ ମାମଲାରେ ବଡ ଟ୍ଵିଷ୍ଟ,ପାହାଳ ଥାନାରୁ ଚାଉଳିଆଗଞ୍ଜ ଥାନାକୁ ଯାଉଥିଲେ ଏହି ପୋଲିସ !

ମୋହନ ଭାଗବତ ପ୍ରବଚନ ଦିଅନି, ହୁଣ୍ଡିଚୋରୀ ନେଇ ମିଡ଼ିଆ ପ୍ରଶ୍ନ ଫେସ୍ କର ! Priyank Kharge challenges RSS’

Mohan Upset, Resigns Before Suspension | Kahile Kahiba Kahuchi

