ଗୁଳି ପୁଲିସକୁ ମାର କି ଆଉ କାହାକୁ, ସିଧା ଏନକାଉଣ୍ଟର କରିବୁ –ସିପି Bhubaneswar Encounter
#BhubaneswarEncounter #PapunMajhi #PoliceAction #OdishaCrimeNews ଭୁବନେଶ୍ୱରରେ କମିଶନରେଟ୍ ପୋଲିସର ବଡ଼ ଆକ୍ସନ୍ (Bhubaneswar police action)। ଇନଫୋଭ୍ୟାଲି ଥାନା ଅଞ୍ଡଳରେ ଡ୍ରଗ୍ସ ଡିଲ୍ ବେଳେ କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ ମାଝୀକୁ ଏନକାଉଣ୍ଟର କଲା ପୋଲିସ (Papun Majhi encounter)। ବ୍ରହ୍ମପୁର ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ଗର୍ଜିଛି ପୋଲିସର ବନ୍ଧୁକ (Odisha police encounter news)। ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଡ୍ରଗ୍ସ କାରବାର ଚାଲିଥିବା ବେଳେ କମିଶନରେଟ୍ ପୋଲିସ ଚଢ଼ାଉ କରି ଗଞ୍ଜାମ ଜଗନ୍ନାଥ ପ୍ରସାଦର କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ ମାଝୀକୁ ଏନକାଉଣ୍ଟର କରିଛି। ପୋଲିସକୁ ଦେଖି ପପୁନ୍ ପ୍ରଥମେ ୧ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ପୋଲିସର ପାଲଟା ଗୁଳିଚାଳନାରେ ସେ ଗୁରୁତର ହୋଇଛି। ପପୁନ ନାଁରେ ପୂର୍ବରୁ ହତ୍ୟା ସହ ୨୦ରୁ ଅଧିକ ସଙ୍ଗିନ ମାମଲା ରହିଛି। ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ, ୫ ରାଉଣ୍ଡ ଗୁଳି ଏବଂ ଲକ୍ଷାଧିକ ଟଙ୍କାର ଡ୍ରଗ୍ସ ଜବତ ହୋଇଛି। ଆହତ ଅଭିଯୁକ୍ତକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ଏସସିବି (SCB Medical Cuttack) କୁ ସ୍ଥାନାନ୍ତର କରାଯାଇଛି। ସମାଜ ଡିଜିଟାଲ୍ର ଏହି ଏକ୍ସକ୍ଲୁସିଭ୍ କ୍ରାଇମ୍ ରିପୋର୍ଟ ଦେଖନ୍ତୁ (Odia crime news today)। www.samajalive.in (News Portal) The Samaja’, the synonym of newspapers in Odisha – a mass circulated and widely read Odia daily . Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das, ‘The Samaja’ stands for high standards of accuracy, authenticity and the core value of journalism. #SamajaDigital #Infovalley #DrugMafia #EncounterSpecial #OdiaNewsLive #BreakingNewsOdia #CuttackSCB Over the years, it has slowly transformed itself into an institution. In the annals of the post independence era, the role of ‘The Samaja’ has been instrumental in awakening the social values and contributing in the nation building process. Now, it has a readership of around Sixteen lakh having a daily circulation of nearing three lakh fifty thousand and publishing from eight places having live editions as Bhubaneswar, Berhampur, Balasore, Cuttack, Kolkata, Rourkela, Sambalpur and Vizag spreading across three States – Odisha, Andhra Pradesh and West Bengal. Visit Our Website https://www.samajalive.in/ Android App: https://play.google.com/store/apps/de... YouTube: / @samajalive Facebook: / samajalive Twitter: / samajalive Instagram: / thesamaja

ପ୍ରଶାସନ ବିରୋଧରେ ସ୍ୱର ଉଠାଇ ଥିବାରୁ ଚାମେଲି ସହ ଏମିତି କରାଯାଇଛି, BDO ଏବଂ IIC ଙ୍କୁ ସସପେଣ୍ଡ କରାଯାଉ Chameli

Samparkara Mayajala || ମାଲିକାଣୀ ଡ୍ରାଇଭର୍ ପ୍ରେମରେ ବାୟା || EP 114 || 29 MAY 2026

Samparka Ra Mayajala || EP 107 || କିଏ କରିଛି ମାଲିକାଣୀର ମର୍ଡ଼ର୍ || Who Is murderer of Lady Owner ?

ବକ୍ରୀ ଇଦରେ ହିନ୍ଦୁ ସାଙ୍ଗକୁ ହାଣିଥିଲା,ଗର୍ଜିଲେ ଯୋଗୀ, 24 ଘଣ୍ଟା ଭିତରେ ଏନକାଉଣ୍ଟର କରି ମୁଣ୍ଡ ଉଡେଇଲା ପୋଲିସ...

ଆକ୍ସନମୁଡ୍ରେ ପୋଲିସ | Odisha Police Crackdown on Criminals | Encounter Operation Odia News

ବୀଚ ରାସ୍ତାରେ ଯୁବକ ସହ ଏମିତି କଲାବେଳେ ଦେଖୁଥିଲେ ଲୋକେ ଏନକାଉଣ୍ଟର କଲା ପୋଲିସ l GANJAM CRIME NEWS l @A1odia

Direct Encounter for Criminals Creating Terror, Says Odisha DGP

ପ୍ରେସ ମିଟ କରିବାକୁ ହସୁଥିବା ପୋଲିସ ମାଡାମଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ ଥାଲାପତି TAMILNADU POLICE l

Crime Branch Arrests Another Accused from Bhubaneswar Hotel in Soumya M**der Case || Kalinga TV

Special Story: Odisha Lady IIC Sandhyarani Jena Suspended Over Custodial Assault Allegations

ବେଳୁବେଳ ବଢୁଛି ବର୍ବରତା, ମିଳିବ କି ନ୍ୟାୟ ? | RokThok | Odisha Police Controversy Raise Serious Concern

Soumya Mu*der Mystery Deepens as NHRC team probe underway | Kalinga TV

"We Are Being Threatened, Given Stern Warnings, We Might Turn into Naxals"

ନିର୍ଭୟା ଘଟଣାରେ ଦୋଷୀ ମାନେ ଫାଶୀ ପାଇବା ପୂର୍ବରୁ ସେଇ କେଇ ଘଣ୍ଟାର କାହାଣୀ | DELHI STORY l @A1odia

ଚାମେଲିଙ୍କ ପାଇଁ ଗର୍ଜିଲେ ନବୀନ|Sarpanch Chameli Ojha case |Chameli arrest |Sarpanch vs BDO| Kendrapara|

ପ୍ରେସ ମିଟରେ କାହିଁକି ହସୁଥିଲେ ମୁହଁ ଖୋଲି ସତ କହିଲେ ପୋଲିସ ମାଡାମ l TAMILNADU POLICE l @A1odia

ସୁଧୁରି ଯାଅ, ନ ହେଲେ ସୁଧାରି ଦେବୁ | Rok Thok | Odisha Police Action | Police Encounter | Argus News

ବାଲିଅନ୍ତା ଘଟଣା:ସବୁ ଖେଳ ସେ ୨ଟା ଝିଅଙ୍କ ପାଖେ ଲୁଚିଛି,ପୋଲିସ ଟିକେ ମାଉସି ଘରକୁ ଯାଇ ମୁଣ୍ଡ ଖଟଉ ! Balianta Case

🔴Live | ଥାନାରେ ଥାର୍ଡ ଡିଗ୍ରୀ...ବଡ଼ ଖୁଲାସା | Baranaga Police Station | Odisha News | Argus Digital

