ମୁଖ୍ୟମନ୍ତ୍ରୀଙ୍କୁ ଚମେଲିଙ୍କ ବିସ୍ଫୋରକ ଚିଠି: ବିଧାୟକଙ୍କ ଆଶା ପୁରଣ କଲିନି, ସେଇଥିପାଇଁ..
#ChameliOjha #Mahakalapada #OdishaCM #MohanMajhi #KendraparaNews #OdishaPolitics ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମହାକାଳପଡ଼ା ସରପଞ୍ଚ ଚମେଲି ଓଝାଙ୍କ ବିସ୍ଫୋରକ ଚିଠି (Chameli Ojha letter to CM)। ସ୍ଥାନୀୟ ବିଧାୟକ, ବିଡିଓ ଏବଂ ପୋଲିସ ନାଁରେ ଆଣିଲେ ଗଣଦୁଷ୍କର୍ମ ଧମକ ଓ ମାଡ଼ ମାରିବାର ସାଂଘାତିକ ଅଭିଯୋଗ (Serious allegations against MLA and Police)। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ସରପଞ୍ଚଙ୍କ ଉନ୍ମତ୍ତକାଣ୍ଡ ଘଟଣା ଏବେ ନେଇଛି ନୂଆ ମୋଡ଼। ଗିରଫ ହୋଇଥିବା ତିଖିରୀ ପଞ୍ଚାୟତର ସରପଞ୍ଚ ଚମେଲି ଓଝା ସିଧାସଳଖ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନ୍ୟାୟ ମାଗିଛନ୍ତି (Mahakalapada Sarpanch writes to CM Mohan Majhi)। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ସେ ବିଧାୟକଙ୍କ କଥାରେ ରାଜି ନହେବାରୁ ବିଧାୟକ ଏବଂ ବିଡିଓ ମିଶି ତାଙ୍କ ପଞ୍ଚାୟତର କାମ ବନ୍ଦ କରିଦେଇଛନ୍ତି। ଏପରିକି ଜୁନ୍ ୧୧ ତାରିଖରେ ବ୍ଲକ ଅଫିସରେ ବିଧାୟକଙ୍କ ସମର୍ଥକମାନେ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିବାକୁ ଧମକ ଦେଇଥିଲେ। ପୋଲିସ୍ ମଧ୍ୟ ତାଙ୍କୁ ସୁରକ୍ଷା ଦେବା ବଦଳରେ ଭ୍ୟାନ୍ ଭିତରେ ମାଡ଼ ମାରିବା ସହ ଥାନାରେ IIC ଅଶ୍ଲୀଳ ଗାଳିଗୁଲଜ କରିଥିବା ସେ ଅଭିଯୋଗ ଆଣିଛନ୍ତି। ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହି ଚାଞ୍ଚଲ୍ୟକର ଖବରର ସମ୍ପୂର୍ଣ୍ଣ ବିବରଣୀ ପାଇଁ ସମାଜଲାଇଭ୍ (Samajalive.in) ର ଏହି ଏକ୍ସକ୍ଲୁସିଭ୍ ରିପୋର୍ଟ ଦେଖନ୍ତୁ। www.samajalive.in (News Portal) The Samaja’, the synonym of newspapers in Odisha – a mass circulated and widely read Odia daily . Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das, ‘The Samaja’ stands for high standards of accuracy, authenticity and the core value of journalism. Over the years, it has slowly transformed itself into an institution. In the annals of the post independence era, the role of ‘The Samaja’ has been instrumental in awakening the social values and contributing in the nation building process. Now, it has a readership of around Sixteen lakh having a daily circulation of nearing three lakh fifty thousand and publishing from eight places having live editions as Bhubaneswar, Berhampur, Balasore, Cuttack, Kolkata, Rourkela, Sambalpur and Vizag spreading across three States – Odisha, Andhra Pradesh and West Bengal. Visit Our Website https://www.samajalive.in/ Android App: https://play.google.com/store/apps/de... YouTube: / @samajalive Facebook: / samajalive Twitter: / samajalive Instagram: / thesamaja

ଚାମେଲୀଙ୍କ ହେହସାରା ଖାଲି ମାଡ ଚିହ୍ନ ll FOCUS PLUS ||

Chameli Ojha Row Intensifies! Sofia Firdous Targets Government Over Alleged Misconduct

''ସରପଞ୍ଚ ହିସାବରେ ଚାମେଲି ଓଝା ଯାହା କରିଛନ୍ତି ଠିକ୍ କରିଛନ୍ତି, ପ୍ରଶାସନ ତାଙ୍କୁ ହଇରାଣ କରି ଆରେଷ୍ଟ କରିଛନ୍ତି''

ଚାମେଲିଙ୍କ ଦେହ ସାରା...Chameli Ojha Targets Police, BDO | Demands Resignation of Mahakalapada MLA

ରାଗି ପାଚିଲାଲ୍ ସୋଫିଆ, ଚାମେଲିଙ୍କୁ ଦେଖି ଏମିତି କହିଲେ |Sofia Firdous Meets Chameli in Kendrapara Hospital

"ଚାମେଲିଙ୍କୁ ଘେରିକି ଅଛନ୍ତି ପୋଲିସ ,ସମସ୍ତଙ୍କ ଛାତିରେ ଲାଗିଛି କ୍ୟାମେରା " Chameli Ojha sorrounded by Police

Special Report: Naveen Patnaik Defends Chameli Ojha, Launches Attack on Mohan Majhi Govt

ସତ୍ୟପାଠ: ସରପଞ୍ଚ ବନାମ ସରକାର || Sarpanch Vs Government || Chameli Ojha || Satyapatha News

Ground Zero Report: Why Did Chameli Ojha Really Visit the BDO? The Truth Behind the Crisis

ଚାମେଲୀ ଏବେ ସରପଞ୍ଚ ଅଛି ସେ ଆଗକୁ ବିଧାୟିକା ହେବ ! Sura routray on Sarapancha Chameli Ojha

ଚାମେଲିଙ୍କୁ ଭେଟି ପ୍ରବଳ ରାଗିଗଲେ ସୋଫିଆ | Odisha Reporter

ସେଦିନ ଗାଡି ଭିତରେ କଣ ହେଇଥିଲା ହସ୍ପିଟାଲ ଭିତରେ କହିଦେଲେ ସରପଞ୍ଚ ଚାମେଲି ଓଝା Chameli Ojha

ପ୍ରଶାସନ ବିରୋଧରେ ସ୍ୱର ଉଠାଇ ଥିବାରୁ ଚାମେଲି ସହ ଏମିତି କରାଯାଇଛି, BDO ଏବଂ IIC ଙ୍କୁ ସସପେଣ୍ଡ କରାଯାଉ Chameli

ଚାମେଲି ପାଇଁ ଧାଇଁ ଆସିଲେ ଭକ୍ତ, ମହିଳା ସରପଞ୍ଚ କଣ ଅପରାଧ କରିଦେଇଛି ? Bhakta das Meets Chameli Ojha.

BJD Delegation Meets Collector and SP Over Chameli Ojha Arrest

ଚାମେଲୀ ଏବେ ଜେଲ ଭିତରେ #ChameliOjha #bjp #OdishaPolitics #Mahakalapada #odishanews #viralSarpanch

ଚାମେଲି-IICଙ୍କ ପ୍ରବଳ ପାଟିତୁଣ୍ଡ, ଦେଖନ୍ତୁ... Sarpanch Chameli Ojha | IIC-Chameli Argument Video

କାହିଁକି ହୋଇନି ବାହାଘର କହିଲେ...News Desk Interview With Sarapancha Chameli Ojha | Kendrapada News

ଚାମେଲିଙ୍କ ପାଇଁ ଗର୍ଜିଲେ ନବୀନ|Sarpanch Chameli Ojha case |Chameli arrest |Sarpanch vs BDO| Kendrapara|

