ଝାଡ଼ା ହେବାରେ ସମସ୍ୟା: କେମିତି କରିବେ ଦୂର? | Constipation: How to Treat? in Odia | Dr Rakesh Kumar Barik
#Constipation #OdiaHealthTips ମଳତ୍ୟାଗ ବେଳେ କଷ୍ଟ ହେବା, ଝାଡ଼ାରେ ରକ୍ତ ପଡ଼ିବା ଏବଂ ଝାଡ଼ା ସଫା ନ ହେବା, ଆଜିକାଲିର ଏକ ସାଧାରଣ ସମସ୍ୟା। ତେଲମସଲା ତଥା ଚର୍ବିଯୁକ୍ତ ଖାଦ୍ୟ ଅଧିକ ମାତ୍ରାରେ ସେବନ, ଶାରୀରିକ ପରିଶ୍ରମର ଅଭାବ ଏବଂ ମୋଟାପଣ ଏଥିପାଇଁ ଦାୟୀ। ଏହି ସମସ୍ୟା ଅଧିକ ଦିନ ଧରି ଲାଗି ରହିଲେ ଅର୍ଶ, ମଳକଣ୍ଟକ ଭଳି ସମସ୍ୟା ମଧ୍ୟ ଉପୁଜିପାରେ। କୋଷ୍ଠକାଠିନ୍ୟକୁ କେମିତି କରିବେ ଦୂର? ଆସନ୍ତୁ ଏହି ଭିଡିଓରେ ଡାକ୍ତର ରାକେଶ କୁମାର ବାରିକଙ୍କଠାରୁ ଜାଣିବା। ଏହି ଭିଡିଓରେ ରହିଛି, କୋଷ୍ଠକାଠିନ୍ୟ କାହିଁକି ହୁଏ? (0:00) କୋଷ୍ଠକାଠିନ୍ୟର ଲକ୍ଷଣ କ’ଣ? (0:53) କୋଷ୍ଠକାଠିନ୍ୟ କାହିଁକି ହେଉଛି ଜାଣିବେ କେମିତି? (2:43) କୋଷ୍ଠକାଠିନ୍ୟର ଚିକିତ୍ସା (3:59) କୋଷ୍ଠକାଠିନ୍ୟ ସମସ୍ୟା ଥିଲେ କ’ଣ ଖାଇବେ ଓ କ’ଣ ନାହିଁ? (5:20) କୋଷ୍ଠକାଠିନ୍ୟକୁ ରୋକିବେ କିପରି? (6:03) Constipation is a digestive issue characterized by infrequent bowel movements or difficulty passing stools. A person is considered to be constipated when bowel movements result in passage of small amounts of hard, dry stool, usually fewer than three times a week. Symptoms may include abdominal discomfort and bloating. What causes Constipation? Let's know more from Dr Rakesh Kumar Barik, a Gastroenterologist. In this Video, What causes Constipation? in Odia (0:00) Symptoms of Constipation, in Odia (0:53) Diagnosis of Constipation, in Odia (2:43) Treatment of Constipation, in Odia (3:59) What to eat & what not with Constipation? in Odia (5:20) Prevention of Constipation, in Odia (6:03) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Stay Fit: Common Winter Stomach Issues; Effective Solutions for Constipation

କିଡ୍ନିକୁ ସୁସ୍ଥ ରଖିବା ପାଇଁ କ'ଣ ଖାଇବେ? | Diet for Healthy Kidney in Odia | Sushree Tapaswini Das

କେଶ ଝଡ଼ିବା ସମସ୍ୟା - କାରଣ ଓ ନିରାକରଣ | Hair Fall: How to Prevent? in Odia | Dr Manas Ranjan Puhan

କୋଷ୍ଠକାଠିନ୍ୟ ଆଉ ରହିବନି ଖାଆନ୍ତୁ ଏହି ୫ଟି ଖାଦ୍ୟ#constipation

DOCTOR'S TIPS | CONSTIPATION & RELIEF | Prof. (Dr) Girish Kumar Pati | Senior Gastroenterologist

ତ୍ୱଚାରେ ଚମକ ପାଇଁ କ’ଣ କରିବେ? | Tips for Glowing Skin, in Odia | Skin Care | Dr Kishan Kumar Agarwal

ଆଉ ରହିବନି କୋଷ୍ଠକାଠିନ୍ୟ ,ସଫା ହେବ ଝାଡ଼ା | Food To Relieve Constipation in Odia. Dr. Ashutosh Mohapatra

କେଉଁ ଖାଦ୍ୟ ଖାଇଲେ ଆଉ ରହିବନି କୋଷ୍ଠକାଠିନ୍ୟ ସମସ୍ୟା | Best Food To Relieve Constipation Permanently.

ସୁସ୍ଥ କେଶ ପାଇଁ ୫ଟି ଟିପ୍ସ | Tips for Healthy Hair, in Odia | Hair Care | Dr Kishan Kumar Agarwal

ହାର୍ଟ ବ୍ଲକେଜ୍କୁ ଚିହ୍ନିବେ କେମିତି? | How to detect Heart Blockage? in Odia | Dr Hemant Behera

What diet you should follow to get rid of Constipation? | Swasthya Sambad

ଥାଇରଏଡ୍ ରୋଗର ଲକ୍ଷଣ ଓ ଏହାର ଚିକିତ୍ସା | Dr. Abhay Kumar Sahoo on Thyroid Symptoms and Treatment in Odia

ବ୍ରଣ: କେମିତି ଭଲ ହେବ? | Acne/ Pimples: How to Treat? in Odia | Dr Dillip Kumar Behera

What to eat and what not to eat for proper digestion? | Dr. Ashutosh Mohapatra | Swasthya Sambad

These 5 Foods Are Secretly Damaging Your Kidneys!

ଗ୍ୟାସ ସମସ୍ୟାରୁ ମୁକ୍ତିର ବାଟ! Podcast EP-54 | Podcast With Renowned Gastroenterologist Dr.Manoj Sahu

ଲିଭର ସୁସ୍ଥ ଅଛି ତ? ଲିଭର ରୋଗର ସଠିକ ଚିକିତ୍ସା Liver Disease In Odia Best Treatment Dr Ashutosh Mohapatra

ଗ୍ୟାସ ସମସ୍ୟାର ସଠିକ୍ ଚିକିତ୍ସା କଣ | Health Tips | Dr Manoj kumar sahu

ଭୀଷଣ ମୁଣ୍ଡବିନ୍ଧା: କିପରି ପାଇବେ ଉପଶମ? | Headaches: Types & Treatment, in Odia | Dr Debasish Hota

