ବ୍ରଣ: କେମିତି ଭଲ ହେବ? | Acne/ Pimples: How to Treat? in Odia | Dr Dillip Kumar Behera
#Pimples #Acne #OdiaHealthTips ଚର୍ମଜନିତ ସମସ୍ୟା ମଧ୍ୟରେ ବ୍ରଣ ହେଉଛି ସବୁଠାର ସାଧାରଣ ସମସ୍ୟା। ଏହାମୁହଁ, ପିଠି, କାନ୍ଧ, ପିଠି ଏବଂ ପିଚା ଭଳି ସ୍ଥାନରେ ହୋଇଥାଏ। ଏହାର ବିଭିନ୍ନ କାରଣ ଥାଏ। ଏହି ଭିଡିଓରେ ବ୍ରଣର ଚିକିତ୍ସା ସମ୍ପର୍କରେ କହିଛନ୍ତି ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦିଲ୍ଲୀପ କୁମାର ବେହେରା, ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ବ୍ରଣ କାହିଁକି ହେଉଛି? (0:00) କେବଳ ତେଲିଆ ତ୍ଵଚାରେ ବ୍ରଣ ହୋଇଥାଏ କି? (2:07) ବ୍ରଣ ଭଲ ହେବା ପରେ କଳା ଦାଗ କାହିଁକି ହୁଏ? (2:40) ମୁହଁରେ ଗାତ ଭଳି ହେଲେ ଉପଚାର କ’ଣ? (3:20) ବ୍ରଣର ଚିକିତ୍ସା କେମିତି ହୁଏ? (5:54) ବ୍ରଣ ହୋଇଥିଲେ ତ୍ଵଚାର ଯତ୍ନ କିପରି ନେବେ? (7:05) Pimples or Acne are small bumps that appear on the skin, commonly due to clogged pores, excess oil, or bacteria. They often occur during puberty but can affect individuals of any age. Factors such as hormonal changes, poor diet, and stress can contribute to their formation. How to treat Pimples (Acne)? Let's know more from Dr Dillip Kumar Behera, a Dermatologist. In this Video, What Causes Pimples (Acne)? in Odia (0:00) Does Pimples occur only on oily skin? in Odia (2:07) What causes dark spots after Pimples? in Odia (2:40) How to Treat Pores on the Face? in Odia (3:20) Treatment of Pimples, in Odia (5:54) How to take care of your skin if you have Pimples/Acne? in Odia (7:05) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

ତ୍ୱଚାରେ ଚମକ ପାଇଁ କ’ଣ କରିବେ? | Tips for Glowing Skin, in Odia | Skin Care | Dr Kishan Kumar Agarwal

Sesa Phaguna Ku Sesa Srabana - ଶେଷ ଫଗୁଣକୁ ଶେଷ ଶ୍ରାବଣ | FULL JATRA | Konark | Alankar TV

ବ୍ରଣ ଓ କଳାଦାଗ ସମସ୍ୟାର ସମାଧାନ | Follow these steps to cure acne, blackheads | Dr. Basudev Pradhan

ଖବର ଫଟାଫଟ | Khabar Fatafat | Speed News | Sujata Karthikeyan | Anubhav Mohanty | Crime News | Puri

7 Most Common Causes of Kidney Failure | Doctor Explains Clearly

ମୁହଁରୁ କେମିତି ଯିବ ବ୍ରଣ? | Dr Subhransu Sekhar Pattnaik on Pimples in Odia | Acne Care

ସାପ କାମୁଡ଼ିଲେ ଏହି ଉପାୟରେ ବଞ୍ଚିବ ଜୀବନ | Snakebite in Rainy Season | Dr. Ranjan Raj Shares Safety Tips

ସୁନ୍ଦର ହୋଇଯିବ ସବୁ ଚେହେରା !!! | EP - 107 | Podcast With Dr. Unmesh Kumar Jena

ସୁସ୍ଥ କେଶ ପାଇଁ ୫ଟି ଟିପ୍ସ | Tips for Healthy Hair, in Odia | Hair Care | Dr Kishan Kumar Agarwal

ଏମିତି କଲେ ଚୁଟି ଝଡ଼ିବା ବନ୍ଦ ହେବ ! hair fall solution at home | Dr Gopal Nanda | news room | Odia News

ମୁହଁରେ ବ୍ରଣ – କେମିତି କରିବେ ଦୂର? | Acne/ Pimples: How to Treat? in Odia | Dr Kumar Abhishek

ସୁନ୍ଦରୀ କହିଲେ ସୁନ୍ଦରତାର ରହସ୍ୟ | DHARITRI TALKS EP-14|Dr. Sthitapragnya Behera | Skin Care | Podcast

ମୁହଁ ତେଲିଆ କି ବ୍ରଣ ହେଉଥିଲେ କେମିତି କରିବେ ଏହାର ଉପଚାର ? Oily Face ? Dont Worry...

ଆପଣଙ୍କୁ ଯେମିତି ସ୍ମାଇଲ ଦରକାର ଆମେ ସେମିତି କରାଇ ପାରିବୁ, ବିନା କ୍ଲିପିଙ୍ଗରେ ଆପଣ ଦାନ୍ତ ହେବ ସୁନ୍ଦର

Stay Fit: Follow These Tips for Better Skincare

Skin Acne Worrying Youth Aged 11–30 | Warning Against Chemical Soaps & Creams | Home Treatment

Top Foods to Boost Calcium & Vitamin D Naturally for Strong Bones & Muscles

କେଶ ଝଡ଼ିବା ସମସ୍ୟା: କାରଣ ଓ ଚିକିତ୍ସା | Hair Fall: How to Reduce? in Odia | Dr Dillip Kumar Behera

Warning Signs of PCOS(Polycystic Oovary Syndrome) || Dr.Leena Das || Ankura Hospital Bhubaneswar

