ଶ୍ରେଣୀ: ଦ୍ବିତୀୟ | ସପ୍ତାହ: ୨ | ବିଷୟ: ପରିବେଶ ପାଠ | ଶିକ୍ଷଣ କାର୍ଯ୍ୟ: ଯାନବାହାନଗୁଡିକର ଚିତ୍ର ସଂଗ୍ରହ କରିବା

ନମସ୍କାର 🙏🏼 ମୁଁ ବୀଣା ଦିଦି । ମୁଁ ଆଶା କରୁଛି ପ୍ରଥମ ସପ୍ତାହରେ ଦିଆଯାଇଥିବା ଦୁଇଟି ଶିକ୍ଷଣକାର୍ଯ୍ୟ ଆପଣ ପିଲାକୁ ଅଭ୍ୟାସ କରିବାରେ ସାହାଯ୍ୟ କରିଥିବେ । ଆଜି ମୁଁ ଦ୍ବିତୀୟ ସପ୍ତାହର ପ୍ରଥମ ଶିକ୍ଷଣକାର୍ଯ୍ୟ ଭିଡିଓ ନେଇ ଆସିଛି । ଏହି ଭିଡିଓଟିକୁ ଆପଣ ପିଲା ସହ ବସି ଦେଖନ୍ତୁ ଏବଂ ଶିକ୍ଷଣ କାର୍ଯ୍ୟ ଅଭ୍ୟାସ କରିବାରେ ସହାୟତା କରନ୍ତୁ । ଶିକ୍ଷଣକାର୍ଯ୍ୟ ପାଇଁ ଆପଣ ବୀଣା ଦିଦିଙ୍କ ଏହି ହ୍ୱାଟସ୍ଆପ୍ ଚ୍ୟାନେଲକୁ follow କରି ଅନମ୍ୟୁଟ (🔔) କରନ୍ତୁ ଏବଂ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ । ହ୍ୱାଟସ୍ଆପ୍ ଚ୍ୟାନେଲ୍: https://whatsapp.com/channel/0029Vb5x... ଆପଣଙ୍କ ପାଇଁ ଜରୁରୀ ସୂଚନା : ଶିକ୍ଷଣକାର୍ଯ୍ୟ ସେୟାର କରିବା ପାଇଁ ମୁଁ ପିଲାମାନଙ୍କ ରୋଲ୍ ନମ୍ବର, ଆଧାର ନମ୍ବର କିମ୍ବା ଆପଣଙ୍କ ଆଧାର ନମ୍ବର, ଓଟିପି ଭଳି କୌଣସି ବ୍ୟକ୍ତିଗତ ତଥ୍ୟ ମାଗି ନ ଥାଏ । ଆପଣ କୌଣସି ବ୍ୟକ୍ତିଗତ ତଥ୍ୟ କାହାରିକୁ ଦିଅନ୍ତୁ ନାହିଁ କିମ୍ବା ଏହି ଗ୍ରୁପ୍ ରେ ସେୟାର କରନ୍ତୁ ନାହିଁ । ଏହା ବ୍ୟତୀତ ନିପୁଣ ଓଡ଼ିଶା ଚ୍ୟାନେଲର ୟୁଟ୍ୟୁବ୍ ଲିଙ୍କ ବ୍ୟତୀତ ଅନ୍ୟ କୌଣସି ଲିଙ୍କ ଆମେ ପଠାଇ ନଥାଉ । ସାବଧାନ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ । #class2 #binadidi #kharachuti #summerlearning #summerlearningodisha #nipunodishamission #nipunbharatmission #nipunodisha

ପଞ୍ଚମ ଶ୍ରେଣୀ ବିଜ୍ଞାନ
▶︎

ପଞ୍ଚମ ଶ୍ରେଣୀ ବିଜ୍ଞାନ

Musa Ra Bahaghar | Nanoo Comedy | Odia Comedy | SKB Animation Studio |

ଶ୍ରେଣୀ: ଷଷ୍ଠ | ବିଷୟ: ଗଣିତ | ସପ୍ତାହ: ୧ | ଶିକ୍ଷଣକାର୍ଯ୍ୟ: ସଂଖ୍ୟାର ବିସ୍ତାରିତ ରୂପ ଲେଖିବା

୨କ ରୁ ୫କ ପଣିକିଆ || Odia Panikia video song 2 TO 5 table || Priti Sulagna Viral Girl

3 ශ්‍රේණිය පරිසරය | ගොඩබිම, ජලයේ හා අහසේ යන වාහන | Sarani Learning Academy

Poor vs Rich vs Giga Rich! 👑 Who Has the Best Life?

DIY Mini Tractor Builds Underground Tunnel & Brick Bridge | Construction Science Project

Odia GK for Children | Part-1 | Odia GK | Odia General Knowledge | odia quiz

ଚତୁର୍ଥ ଶ୍ରେଣୀ ଗଣିତ | ତିନି ଅଙ୍କ ବିଶିଷ୍ଟ ବଡ଼ ସଂଖ୍ୟା ସାନ ସଂଖ୍ୟା

ଛେଳି ଜଗୁଆଳ ପାଇଁ ବୁଢ଼ୀ ଅସୁରୁଣୀ ମଲା II Chheli Jaguala Pain Budhi Asuruni Mala by Kuni Dunia

FUN EASY SCIENCE EXPERIMENTS FOR SCHOOL
▶︎

FUN EASY SCIENCE EXPERIMENTS FOR SCHOOL

ପଞ୍ଚମ ଶ୍ରେଣୀ ପରିବେଶ ପାଠ
▶︎

ପଞ୍ଚମ ଶ୍ରେଣୀ ପରିବେଶ ପାଠ

ଦ୍ବିତୀୟ  ଶ୍ରେଣୀ | ଗଣିତ ଶିକ୍ଷଣକାର୍ଯ୍ୟ
▶︎

ଦ୍ବିତୀୟ ଶ୍ରେଣୀ | ଗଣିତ ଶିକ୍ଷଣକାର୍ଯ୍ୟ

Two sisters' in-laws' house on the bank of a pond l Moral story l Emotional Story l Odia Stories

Natia Comedy Part 475 || Helicopter Tiari

Gacha tia mu gacha tia - Gachha tia mu gachha tiye -Save Tree Awareness Song - Dr. Dillip Srichandan

All Math In Odia||Misana Fedana Gunana Harana Kariba Odia||All Ganita In Odia||Odia Math ||Oktv

India map in 29state(ରାଜ୍ୟ)
▶︎

India map in 29state(ରାଜ୍ୟ)

Zo'raki folbin (multfilm) | Зураки фолбин (мультфильм)

Sana sina dana ta mahan | ସାନ ସିନା ଦାନ ତା ମହାନ | ତୃତୀୟ ଶ୍ରେଣୀ | ସାହିତ୍ୟ | Class 3 | Sahitya