ଦ୍ବିତୀୟ ଶ୍ରେଣୀ | ଗଣିତ ଶିକ୍ଷଣକାର୍ଯ୍ୟ
ନମସ୍କାର 🙏🏼 ମୁଁ ବୀଣା ଦିଦି । ମୁଁ ଆଶା କରୁଛି ପୂର୍ବ ଶିକ୍ଷଣକାର୍ଯ୍ୟଟି ଆପଣ ପିଲାକୁ ଅଭ୍ୟାସ କରିବାରେ ସହାୟତା କରିଥିବେ । ଆଜି ମୁଁ ଅନ୍ୟ ଏକ ଶିକ୍ଷଣକାର୍ଯ୍ୟ ଭିଡିଓ ନେଇ ଆସିଛି । ଏହି ଭିଡିଓଟିକୁ ଆପଣ ପିଲା ସହ ବସି ଦେଖନ୍ତୁ ଏବଂ ଶିକ୍ଷଣ କାର୍ଯ୍ୟ ଅଭ୍ୟାସ କରିବାରେ ସହାୟତା କରନ୍ତୁ । ଶିକ୍ଷଣକାର୍ଯ୍ୟ ପାଇଁ ଆପଣ ବୀଣା ଦିଦିଙ୍କ ଏହି ହ୍ୱାଟସ୍ଆପ୍ ଚ୍ୟାନେଲକୁ follow କରି ଅନମ୍ୟୁଟ (🔔) କରନ୍ତୁ ଏବଂ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ । ହ୍ୱାଟସ୍ଆପ୍ ଚ୍ୟାନେଲ୍: https://whatsapp.com/channel/0029Vb5x... ଆପଣଙ୍କ ପାଇଁ ଜରୁରୀ ସୂଚନା : ଶିକ୍ଷଣକାର୍ଯ୍ୟ ସେୟାର କରିବା ପାଇଁ ମୁଁ ପିଲାମାନଙ୍କ ରୋଲ୍ ନମ୍ବର, ଆଧାର ନମ୍ବର କିମ୍ବା ଆପଣଙ୍କ ଆଧାର ନମ୍ବର, ଓଟିପି ଭଳି କୌଣସି ବ୍ୟକ୍ତିଗତ ତଥ୍ୟ ମାଗି ନ ଥାଏ । ଆପଣ କୌଣସି ବ୍ୟକ୍ତିଗତ ତଥ୍ୟ କାହାରିକୁ ଦିଅନ୍ତୁ ନାହିଁ କିମ୍ବା ଏହି ଗ୍ରୁପ୍ ରେ ସେୟାର କରନ୍ତୁ ନାହିଁ । ଏହା ବ୍ୟତୀତ ନିପୁଣ ଓଡ଼ିଶା ଚ୍ୟାନେଲର ୟୁଟ୍ୟୁବ୍ ଲିଙ୍କ ବ୍ୟତୀତ ଅନ୍ୟ କୌଣସି ଲିଙ୍କ ଆମେ ପଠାଇ ନଥାଉ । ସାବଧାନ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ । #class2 #class2maths #odia #odisha #binadidi #kharachuti #nipunodishamission #nipunodisha #nipunbharatmission #summerlearning #summerlearningodisha #summer

ଦ୍ବିତୀୟ ଶ୍ରେଣୀ ଗଣିତ ଶିକ୍ଷଣକାର୍ଯ୍ୟ | ଟଙ୍କା ପଇସା ଜାଣିବା

୨କ ରୁ ୫କ ପଣିକିଆ || Odia Panikia video song 2 TO 5 table || Priti Sulagna Viral Girl

ତୃତୀୟ ଶ୍ରେଣୀ | ତୃତୀୟ ସପ୍ତାହ | ପରିବେଶ ପାଠ ଶିକ୍ଷଣକାର୍ଯ୍ୟ

Luxury vs Cardboard | What School Is Better? ✨📦🏫

#holidayhomework #odiamedium #osepa #nipunodisha #ଖରାଛୁଟି ଶିକ୍ଷଣ କାର୍ଯ୍ୟ #ଗୃହକାର୍ଯ୍ୟ #trending

ଛେଳି ଜଗୁଆଳ ପାଇଁ ବୁଢ଼ୀ ଅସୁରୁଣୀ ମଲା II Chheli Jaguala Pain Budhi Asuruni Mala by Kuni Dunia

How To Make DIY Mini Notebook📒 || Easy Cute Paper Notebook || No Glue Craft Idea

ଚତୁର୍ଥ ଶ୍ରେଣୀ ବିଜ୍ଞାନ

ପଞ୍ଚମ ଶ୍ରେଣୀ ଗଣିତ ଶିକ୍ଷଣକାର୍ଯ୍ୟ | ବୀଣା ଦିଦି | ଓଡ଼ିଶା ଗ୍ରୀଷ୍ମକାଳୀନ ଶିକ୍ଷଣ କାର୍ଯ୍ୟକ୍ରମ ୨୦୨୬

ଶବ ଉଠାଇଲେ ମହାପ୍ରଭୁ ଶ୍ରୀଜଗନ୍ନାଥ କାହିଁକି? Gapa Vandar | Jay Jagannath Tv Live Odia | New Moral Stories

Shapes song for kids, Learn 2d shapes, colors for toddlers | Preschool Learning part - 2005

ପଞ୍ଚମ ଶ୍ରେଣୀ ବିଜ୍ଞାନ

ଶ୍ରେଣୀ: ଶିଶୁବାଟିକା | ତୃତୀୟ ସପ୍ତାହ ଶିକ୍ଷଣକାର୍ଯ୍ୟ

Musa Ra Bahaghar | Nanoo Comedy | Odia Comedy | SKB Animation Studio |

Drawing and Coloring Numbers with Crayons 🌈 Learn Colors in English

Sana sina dana ta mahan | ସାନ ସିନା ଦାନ ତା ମହାନ | ତୃତୀୟ ଶ୍ରେଣୀ | ସାହିତ୍ୟ | Class 3 | Sahitya

Мен Өзүмө Ишенем! | D Billions Балдар Ырлары

Ganit patha ¦¦ Ganit sikhya ¦¦ Ganit patha ra sadharan gyan ra question and answer

Tadhu Tabukadu - Varta - Gujarati Varta For Children - ટાઢું ટબુકડું - બાળ વાર્તા

