ଫଙ୍ଗାଲ୍ ଇନଫେକ୍ସନ - କେମିତି କରିବେ ଚିକିତ୍ସା? | Dr Kumar Abhishek on Fungal Infection Treatment in Odia

#FungalInfection #DoctorAdvice #OdiaHealthTips ଫଙ୍ଗାଲ୍ ଇନଫେକ୍ସନକୁ ନେଇ ଏବେ ସମସ୍ତେ ଚିନ୍ତିତ। ଫଙ୍ଗାଲ୍ ଇନଫେକ୍ସନ ହେଉଛି ଏହା ଏକ ସାଧାରଣ ସମସ୍ୟା ଚର୍ମ ରୋଗ, ଯାହା ପ୍ରାୟ ସମସ୍ତଙ୍କଠାରେ ଦେଖିବାକୁ ମିଳୁଛି। ଆମ ଶରୀରରେ ଚର୍ମ ସଫା ନଥିଲେ, ଅଧିକ ଝାଳ ବୋହିଲେ, ପରିବେଶରେ ଗରମ କିମ୍ବା ଆର୍ଦ୍ରତା ବଢ଼ିଗଲେ ଆମ ଶରୀରରେ ଫଙ୍ଗାଲ୍ ଇନଫେକ୍ସନ ହୋଇପାରେ। ଏହା ମାରତ୍ମକ ରୋଗ ନହେଲେ ମଧ୍ୟ ରୋଗୀକୁ ସବୁବେଳେ ଅସହଜ ମନେ ହୁଏ। ତେବେ କାହିଁକି ହୁଏ ଫଙ୍ଗାଲ୍ ଇନଫେକ୍ସନ? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଚମର୍ରୋଗ ବିଶେଷଜ୍ଞ ଡାକ୍ତର କୁମାର ଅଭିଷେକ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଫଙ୍ଗାଲ୍ ଇନଫେକ୍ସନ କ’ଣ? (0:00) ଫଙ୍ଗାଲ୍ ଇନଫେକ୍ସନ କେଉଁଠି ଦେଖାଯାଏ? (0:21) ଫଙ୍ଗାଲ୍ ଇନଫେକ୍ସନର ଆଶଙ୍କା କାହାକୁ ଅଧିକ? (0:59) ଫଙ୍ଗାଲ୍ ଇନଫେକ୍ସନର ଜଟିଳତା (2:06) ଫଙ୍ଗାଲ୍ ଇନଫେକ୍ସନର ଚିକିତ୍ସା (2:43) ଗର୍ଭାବସ୍ଥାରେ ଫଙ୍ଗାଲ୍ ଇନଫେକ୍ସନର ଉପଚାର (4:48) ଫଙ୍ଗାଲ୍ ଇନଫେକ୍ସନର ନିରାକରଣ (5:49) Everyone is now worried about fungal infections. Fungal infections are a common skin problem. If our skin is not clean, sweating too much, heat or humidity in the environment can lead to fungal infections in our body. Even though it is not a deadly disease, the patient always feels uncomfortable. So why does fungal infection occur? Let's find out what Dr Kumar Abhishek, a Dermatologist, has to say. In this video, What is fungal infection? (0:00) Where does fungal infection appear? (0:21) Who is more at risk of fungal infections? (0:59) Complications of fungal infections (2:06) Treatment of fungal infections (2:43) Treatment of fungal infections during pregnancy (4:48) Prevention of fungal infections (5:49) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

ଯାଦୁ କେମିତି ଭଲ ହେବ? | Dr Managobinda Srichandan on Fungal infection in Odia | Ringworm
▶︎

ଯାଦୁ କେମିତି ଭଲ ହେବ? | Dr Managobinda Srichandan on Fungal infection in Odia | Ringworm

ଯାଦୁ କେମିତି ବ୍ୟାପେ? ଜାଣନ୍ତୁ ଚିକିତ୍ସା | Dr Kishan Agarwal on Fungal infection in Odia
▶︎

ଯାଦୁ କେମିତି ବ୍ୟାପେ? ଜାଣନ୍ତୁ ଚିକିତ୍ସା | Dr Kishan Agarwal on Fungal infection in Odia

ମୁହଁରେ ଭୁଲରେ ଲଗାନ୍ତୁନି ଏହି ଜିନିଷ ll EP- 10 l Podcast with Dr. Hemanta Kumar Kar l Kalinga TV
▶︎

ମୁହଁରେ ଭୁଲରେ ଲଗାନ୍ତୁନି ଏହି ଜିନିଷ ll EP- 10 l Podcast with Dr. Hemanta Kumar Kar l Kalinga TV

SWASTHYA SUTRA | ଦେହରେ ଯାଦୁ ହେଲେ କ’ଣ କରିବେ ? | NandighoshaTV
▶︎

SWASTHYA SUTRA | ଦେହରେ ଯାଦୁ ହେଲେ କ’ଣ କରିବେ ? | NandighoshaTV

ଫଙ୍ଗାଲ ଇନ୍‌ଫେକ୍ସନ୍‌: କେମିତି କରିବେ ଦୂର? | Fungal Infection in Odia | Dr Nibedita Patro
▶︎

ଫଙ୍ଗାଲ ଇନ୍‌ଫେକ୍ସନ୍‌: କେମିତି କରିବେ ଦୂର? | Fungal Infection in Odia | Dr Nibedita Patro

Doctor Doctor | Skin Allergies | Causes, Symptoms & Treatment
▶︎

Doctor Doctor | Skin Allergies | Causes, Symptoms & Treatment

ଥାଇରଏଡ୍ ରୋଗର ଲକ୍ଷଣ ଓ ଏହାର ଚିକିତ୍ସା | Dr. Abhay Kumar Sahoo on Thyroid Symptoms and Treatment in Odia
▶︎

ଥାଇରଏଡ୍ ରୋଗର ଲକ୍ଷଣ ଓ ଏହାର ଚିକିତ୍ସା | Dr. Abhay Kumar Sahoo on Thyroid Symptoms and Treatment in Odia

ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? | Dr Manas Ranjan Pradhan on Urinary Tract Infection | Prevent UTI
▶︎

ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? | Dr Manas Ranjan Pradhan on Urinary Tract Infection | Prevent UTI

ଦାନ୍ତ ମାଢ଼ିରୁ ରକ୍ତ : ପାଇରିଆ -  ଲକ୍ଷଣ ଓ ଚିକିତ୍ସା | Dr Dibya Lochan Swain on Pyorrhea (Gum Disease)
▶︎

ଦାନ୍ତ ମାଢ଼ିରୁ ରକ୍ତ : ପାଇରିଆ - ଲକ୍ଷଣ ଓ ଚିକିତ୍ସା | Dr Dibya Lochan Swain on Pyorrhea (Gum Disease)

ପରିସ୍ରାପୋଡ଼ା - କାହିଁକି ହେଉଛି? | Dr Priyabrata Das on Burning Urination (Dysuria) in Odia
▶︎

ପରିସ୍ରାପୋଡ଼ା - କାହିଁକି ହେଉଛି? | Dr Priyabrata Das on Burning Urination (Dysuria) in Odia

Doctor Doctor | Winter Skin Problems & Best Solutions
▶︎

Doctor Doctor | Winter Skin Problems & Best Solutions

What Causes UTI in Women? Symptoms, Prevention & Treatment | Essential Women's Health Guide N18V
▶︎

What Causes UTI in Women? Symptoms, Prevention & Treatment | Essential Women's Health Guide N18V

କୋଳ ଯାଦୁ: କେମିତି ଭଲ ହେବ? | Jock Itch / Tinea Cruris, Odia | Causes & Treatment | Dr Debasmita Behera
▶︎

କୋଳ ଯାଦୁ: କେମିତି ଭଲ ହେବ? | Jock Itch / Tinea Cruris, Odia | Causes & Treatment | Dr Debasmita Behera

ଯାଦୁ କାଛୁ କୁଣ୍ଡିଆ ହୋଇଛି କି? | Odisha Reporter
▶︎

ଯାଦୁ କାଛୁ କୁଣ୍ଡିଆ ହୋଇଛି କି? | Odisha Reporter

Odyssey film review with Cambridge Classicists
▶︎

Odyssey film review with Cambridge Classicists

Psoriasis Disease Problems And It's Solution In Odia | Dr Subhransu Sekhar Pattanaik | Doctor Online
▶︎

Psoriasis Disease Problems And It's Solution In Odia | Dr Subhransu Sekhar Pattanaik | Doctor Online

ଚର୍ମ ଜନିତ ଆଲର୍ଜି: କେମିତି ଭଲ ହେବ? | Skin Allergy: Symptoms & Treatment in Odia | Dr Swati Sarangi
▶︎

ଚର୍ମ ଜନିତ ଆଲର୍ଜି: କେମିତି ଭଲ ହେବ? | Skin Allergy: Symptoms & Treatment in Odia | Dr Swati Sarangi

ଡାଏବେଟିସ୍ (ମଧୁମେହ) କାହିଁକି ହୁଏ? | Diabetes: Are You at Risk? in Odia | Causes | Dr Alok Kanungo
▶︎

ଡାଏବେଟିସ୍ (ମଧୁମେହ) କାହିଁକି ହୁଏ? | Diabetes: Are You at Risk? in Odia | Causes | Dr Alok Kanungo

ଶୀତ ଦିନରେ ଗୋଡ଼ ଫଟା, ରୁପି ସମସ୍ୟାର ଉପଚାର | Dr Kishan Agarwal on Winter Skin Disease | Skin Care
▶︎

ଶୀତ ଦିନରେ ଗୋଡ଼ ଫଟା, ରୁପି ସମସ୍ୟାର ଉପଚାର | Dr Kishan Agarwal on Winter Skin Disease | Skin Care

ମୁହଁରୁ କେମିତି ଯିବ ବ୍ରଣ? | Dr Subhransu Sekhar Pattnaik on Pimples in Odia | Acne Care
▶︎

ମୁହଁରୁ କେମିତି ଯିବ ବ୍ରଣ? | Dr Subhransu Sekhar Pattnaik on Pimples in Odia | Acne Care