ଯାଦୁ କେମିତି ବ୍ୟାପେ? ଜାଣନ୍ତୁ ଚିକିତ୍ସା | Dr Kishan Agarwal on Fungal infection in Odia
#Fungalinfection #DoctorAdvice #OdiaHealthTips ଫଙ୍ଗଲ ଇନଫେକ୍ସନ ହେଉଛି ଏକ ପ୍ରକାରର ଚର୍ମ ରୋଗ, ଯାହାକୁ ସାଧାରଣରେ ଯାଦୁ ବୋଲି କହନ୍ତି। ଯଦି କୌଣସି ସ୍ଥାନରେ ଯାଦୁ ହୁଏ, ତେବେ ଠିକ୍ ସମୟରେ ଏହାକୁ ଚିହ୍ନି ଚିକିତ୍ସା କରିବା ଦରକାର। ନହେଲେ ଏହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପିପାରେ। ତେବେ ଯାଦୁକୁ କେମିତି ଚିହ୍ନିବା? ଏହାର ଚିକିତ୍ସା କେମିତି ହୁଏ? ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରଓ୍ୱାଲଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା। ଏହି ଭିଡିଓରେ ରହିଛି, ଯାଦୁ ବା ଫଙ୍ଗଲ ଇନଫେକ୍ସନ କ’ଣ? (0:00) ଯାଦୁ ହେବାର କାରଣ ଓ ଲକ୍ଷଣ (0:59) ଯାଦୁର ବିଭିନ୍ନ ପ୍ରକାର (4:40) କେମିତି ସଂକ୍ରମଣ ହୁଏ ଯାଦୁ? (5:04) ଯାଦୁରୁ କେମିତି ରକ୍ଷା ପାଇବେ? (7:12) ଯାଦୁର ଚିକିତ୍ସା କେମିତି ହୁଏ? (12:39) Eczema is a type of fungal infection that is commonly known as Jadoo. If there is a fungal infection somewhere in your body, it needs to be treated timely. Otherwise it can spread from one part of the body to another. How is it treated? Let us find out from Dr Kishan Agarwal, a Dermatologist. In this video, What is fungal infection? (0:00) Causes & Symptoms of fungal infection (0:59) Types of fungal infection (4:40) How does fungal infection spread? (5:04) How to get rid of fungal infection? (7:12) Treatment of fungal infection (12:39) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ଯାଦୁ କେମିତି ଭଲ ହେବ? | Dr Managobinda Srichandan on Fungal infection in Odia | Ringworm

Aarogya: Discussion With Dr Ashutosh Mohapatra (Gastroenterologist), On Causes &Precaution Gastritis

ଦାନ୍ତ ମାଢ଼ିରୁ ରକ୍ତ : ପାଇରିଆ - ଲକ୍ଷଣ ଓ ଚିକିତ୍ସା | Dr Dibya Lochan Swain on Pyorrhea (Gum Disease)

SWASTHYA SUTRA | ଦେହରେ ଯାଦୁ ହେଲେ କ’ଣ କରିବେ ? | NandighoshaTV

ଚମ ରେ ଅଚ୍ଛାଦିତ ଆମ ପୁରା ଶରୀର, ହେଲେ ବେଳେ ବେଳେ... ||Knews Odisha

ଏଯାଏଁ ଓଡ଼ିଆ ଜାତି ଜାଣିନି ଜଗନ୍ନାଥଙ୍କ ଏ ଅଜଣା କଥା | EP-167 | Podcast With Pandit Suryanaryan Rathasharma

ଡାଏବେଟିସ୍ ନିୟନ୍ତ୍ରଣ ପାଇଁ ୪ ଫର୍ମୁଲା | Dr Sambit Das on How to Control Diabetes in Odia | 4 Formula

ଫଙ୍ଗାଲ୍ ଇନଫେକ୍ସନ - କେମିତି କରିବେ ଚିକିତ୍ସା? | Dr Kumar Abhishek on Fungal Infection Treatment in Odia

Why Does Diabetes Occur ? What Is The Treatment For It ? Have A Look The Report

ପରିସ୍ରାପୋଡ଼ା - କାହିଁକି ହେଉଛି? | Dr Priyabrata Das on Burning Urination (Dysuria) in Odia

ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? | Dr Manas Ranjan Pradhan on Urinary Tract Infection | Prevent UTI

How To Treat Fungal Infection of Skin | Ringworm | Dr. Sarin

ଭାତୁଡ଼ି ସମସ୍ୟାରୁ କେମିତି ପାଇବେ ମୁକ୍ତି? | Dr Diptiranjani Bisoyi on how to get rid of Warts | Skin Tags

Ringworm: How to Tell If It’s Fungal (NOT Eczema) + Best Treatment (Doctor Explains) #rash

How to Prevent Ear Infections: Essential Ear Care Tips Everyone Should Know

ଯାଦୁ କାଛୁ କୁଣ୍ଡିଆ ହୋଇଛି କି? | Odisha Reporter

ଥାଇରଏଡ୍ ରୋଗର ଲକ୍ଷଣ ଓ ଏହାର ଚିକିତ୍ସା | Dr. Abhay Kumar Sahoo on Thyroid Symptoms and Treatment in Odia

How To Get Rid Of Jock Itch FAST | Dermatologist Tips

ସ୍କିନ ଆଲର୍ଜୀ Skin Allergy in Summer // Health Scan

