ରଘୁବାରୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବା ମାଓ ଡମ୍ପରୁ ବିପୁଳ ବିସ୍ପୋରକ ଜବତ ! mao dump seized, rayagada.
ରାୟଗଡା ଜିଲ୍ଲା ଅମ୍ବାଦୋଳା ଥାନା ରଘୁବାରୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବା ମାଓ ଡମ୍ପରୁ ବିପୁଳ ବିସ୍ପୋରକ ଜବତ କରିଛି ପୁଲିସ। ସିଆରପିଏଫ,ଡିଭିଏଫ୍ ଓ ଏସଓଜି ଯବାନଙ୍କ ମିଳିତ କୋମ୍ବିଂ ଅପରେସନ୍ ବେଳେ ଏହି ସବୁ ମାଓ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ହାଡକୋର୍ ମାଓବାଦୀଙ୍କ ସୂଚନାକୁ ଆଧାର କରି ରଘୁବାରୀ ଅଞ୍ଚଳରେ ଡମ୍ଫ୍ ଚିହ୍ନଟ କରାଯାଇଥିଲା। ଏହି ମାଓ ଡମ୍ପ୍ ରୁ ପୁଲିସ ଗୋଟିଏ ଷ୍ଟେନ୍ ଗନ୍,ଗୋଟିଏ ରାଇଫଲ୍,କଂଟ୍ରିମେଡ୍ ଗନ୍,୩୭ଟି ଅଫୁଟା ଗୁଳି,୩ଟି ମେଗାଜିନ୍ ,ଗନ୍ ପାଉଡର ଓ୧୨ବଣ୍ଡୋଲ କରଡେକ୍ସ ତାର ଜବତ କରିଛି। ସେହିପରି ମାଓବାଦୀ ମାନେ ବ୍ଯବହାର କରୁଥିବା ଅନ୍ଯ ସାମଗ୍ରୀ ସହ କିଛି ବହିକୁ ମଧ୍ଯ ଜବତ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡା ଏସପି ରାଜ୍ ପ୍ରସାଦ। mao dump seized, rayagada. #MaoistDumpSeized #Rayagada #OdishaPolice #AntiMaoistOperation #SecurityForces #SOG #DVF #WeaponsRecovery #OdishaNews #LeftWingExtremism #LawAndOrder #RayagadaPolice #InternalSecurity #LWEFreeOdisha Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ବହିରେ ଭୁଲ୍ ପଛର ମାଷ୍ଟରମାଇଣ୍ଡ | Odisha Book Error Mastermind | CM Mohan Majhi | Asala Katha |Odia News

Paraguay – Frankreich Highlights | Achtelfinale, FIFA WM 2026 | sportstudio

Snake Scare Grips Odisha During Monsoon; Experts Share Lifesaving Tips to Prevent Snakebites

କୁମ୍ଭୀର ବସିଥିଲା ବେଳେ ବଚସା ହେଇଥିଲା ଉତ୍ତମ ମେକାପ ସହ ! Gang war in Bhubaneswar.

ଜଣାପଡ଼ିଲା କିଏ ବାଦ ପଡ଼ିବେ Odisha Cabinet Expansion | Mohan-Manmohan’s Delhi Visit | Odia News | N18V

ବାପା ପାଖେ ଶୋଇଛି ୪ ବର୍ଷର ଶିଶୁ, ଝରକା ପାଖେ ଜୀବନ ହାରିଲା ମା !

Soumya Mu**er Case: Three Accused Questioned During Police Remand | Kalinga TV

E20 Petrol : Cleaner Fuel or Costly Experiment? | Faye D'Souza

India-Japan Summit: AI, Economic Security, Energy Pacts Inked | WION

ବିୟୁଟିଙ୍କ ଶେଷ କଲ ଖୋଲିବ ମୃତ୍ୟୁ ର ରହସ୍ୟ ,କଲ ଲିଷ୍ଟ ରେ କାହାର ଅଛି ନା ! IIC Beauty Mohanty death.

ପିଲା ଟା ମିଳିଯାଉ, ସବୁ ଆଡେ ଖାଲି ଡ୍ରେନ ଖୋଲା ପଡିଛି, Sura Speaks on Vani Vihar Tragedy.

ସଂସଦରେ ପ୍ରଧାନମନ୍ତ୍ରୀ Narendra Modi ଙ୍କୁ ପୁରା ଧୋଇଦେଲେ AAP ନେତା Sanjay Singh | Fiery Parliament Speech

କାହିଁକି ଆତ୍ମହତ୍ୟା କଲେ IIC ବିୟୁଟି ମହାନ୍ତି ? ସ୍ୱାମୀଙ୍କ ବଡ଼ ସୂଚନା, ଅନ୍ୟ ଥାନାକୁ ଯିବାକୁ ଚାହୁଁନଥିଲେ !

ଆୟତୁଲ୍ଳା ଖାମେନିଙ୍କ ଶେଷକୃତ୍ୟ ରେ ଅନୁପସ୍ଥିତ ରହିଲେ ପୁଅ ! Mojtaba Khamenei skip father Ayatollah funeral.

THIS IS EXCLUSIVE: Karnataka SIR Flashpoint - BLOs Caught In The Act Trying To Include Infiltrators?

Low Pressure Over Bay of Bengal Triggers Widespread Rainfall Across Odisha Today

Prime Discussion (3,298) || ਕਾਂਗਰਸ ਹਾਈ ਕਮਾਨ ਦਬਾਅ ਹੇਠ, ਚੰਨੀ ਨੂੰ ਮਿਲਣ ਦਾ ਸੱਦਾ ਭੇਜਿਆ

ଜେସିବି ଲଗେଇ ଅଳିଆ ଭିତରୁ ଅନିଲଙ୍କୁ ଖୋଜୁଛୁ,ବହୁତ ନାଳ ଅଛି ସେଥିପାଇଁ ସମୟ ଲାଗୁଛି !

ଇଥନାଲ ୧୦୦ବର୍ଷ ହେଲା ତିଆରି ହଉଛି ଆମେ ତିଆରି କରୁନୁ,ସରକାର ଅର୍ଡର ଦେଇଛନ୍ତି ଆମେ କଣ କରିବୁ !ethanol issue

