ଜେସିବି ଲଗେଇ ଅଳିଆ ଭିତରୁ ଅନିଲଙ୍କୁ ଖୋଜୁଛୁ,ବହୁତ ନାଳ ଅଛି ସେଥିପାଇଁ ସମୟ ଲାଗୁଛି !
ଜେସିବି ଲଗେଇ ଅଳିଆ ଭିତରୁ ଅନିଲଙ୍କୁ ଖୋଜୁଛୁ,ବହୁତ ନାଳ ଅଛି ସେଥିପାଇଁ ସମୟ ଲାଗୁଛି !ଭୁବନେଶ୍ୱରରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଜଳବନ୍ଦୀ ସ୍ଥିତି ମଧ୍ୟରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାଣୀବିହାର ନିକଟସ୍ଥ ପଥରବନ୍ଧ ବସ୍ତି ଅଞ୍ଚଳର ଅନିଲ ସିଂହ ନାମକ ଜଣେ ୩୫ ବର୍ଷୀୟ ଯୁବକ ଖୋଲା ନର୍ଦ୍ଦମାରେ (Open Drain) ଭାସି ଯାଇଛନ୍ତି।ସୂଚନା ଅନୁଯାୟୀ, ବର୍ଷା ପାଣି ଜମି ରହିଥିବା ଯୋଗୁଁ ଯୁବକ ଜଣକ ଡ୍ରେନର ଗଭୀରତା ଆକଳନ କରିନପାରି ଭାରସାମ୍ୟ ହରାଇ ସେଥିରେ ପଡ଼ିଯାଇଥିଲେ। ଉକ୍ତ ସ୍ଥାନରେ ଏକ ପାର୍କ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଡ୍ରେନଟି ଖୋଲା ରହିଥିଲା। ପାଣିର ପ୍ରଖର ସ୍ରୋତ ଯୋଗୁଁ ସେ ନିମିଷକ ମଧ୍ୟରେ ଭାସି ଯାଇଥିଲେ। Anil swept away in drain near Vani Vihar, bbsr. Rescue operation to find missing Anil, Vani vihar. #BhubaneswarIncident #VaniVihar #BhubaneswarRain #OpenDrainAccident #RescueOperation #BhubaneswarWaterlogging #BMCBhubaneswar #pratidintv Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ଭାସିଗଲେ ବାଣୀବିହାର ଡ୍ରେନ୍ ରେ, ଅନୀଲ ବୋତଲ ଗୋଟେଇବାକୁ ଯାଇ!Anil swept away in drain near Vani Vihar, bbsr.

ଖୁଡ଼ିକୁ ପ୍ରେମ କରି ଫସିଲା ପୁତୁରା! ଦାଦା ଆଇସିୟୁରେ, ଥାନା ଘେରାଉ | Knews Odisha

ଗୋଟେ ମାଛ ପତ୍ରପୋଡା ୧୪୦୦ ଟଙ୍କା ,ମୁଁ ପଇସା ଦେବିନି ଥାନାକୁ ଚାଲ ! Customer Shocked by ₹1,400 Fish Bill

Press Meet Shock: Will Santarupta Betray Naveen? | Nirbhay Gumar Katha

ଅର୍ଗସ Podcastରେ ଗରିବ ଝିଅର ସଂଘର୍ଷ କାହାଣୀ |ଓଦା ହେଲା ଓଡ଼ିଶାର ଆଖି, ଛୁଟିଲା ସହାୟତାର ସୁଅ | Madhumita Sabar

Foreign Woman Refuses to Leave Without Lord Jagannath's Darshan |Emotional Moment at Rath Yatra 2026

କାଲି ଆସି ଛକି ପକେଇଲ,ଆଜି ୨୦ଲକ୍ଷର ଜିନିଷ ଉପରେ ବୁଲଡୋଜର ଚଢେଇ ଦେଲ!Patia–Kalarahanga Eviction Turns ,BBSR

ଆଖି ଆଗରେ ମାକୁ ହରେଇ ନିଜ ଦୁଃଖ କାହାଣୀ ବଖାଣିଲା ଝିଅ l CUTTACK DOUGHTER l @A1odia

"They tied them up and took them away": report from the Moseichuk brothers’ village / hromadske

ବେକରେ ମାଳ ପକେଇ ରାଧାମାଧବଙ୍କ ଆଳତୀ କଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ,ଇସ୍କନରେ ଗଡ଼ିଲା ରଥ !Kolkata iskon ratha

ସହଦେବ ଗଲାପରେ ତାଙ୍କ ସ୍ତ୍ରୀକୁ ମିଳିବାକୁ ଯାଉଛି ସରକାରୀ ଚାକିରୀ | BHUBANESWAR CASE | @A1odia

Борисов е "жертва на кръгове". Пеевски е плод на болни родителски амбиции. Интервю с Гриша Ганчев

ସୁ ସୁ ଗର୍ଜନ କରି ମାଡ଼ିଆସିଲା ପାଣି, ବୁଡ଼ିଗଲାଣି ପୁରା ଗାଁ... ଭୟଙ୍କର ବନ୍ୟାରେ ଭାସିଯାଇ ନିଖୋଜ ହେଲେଣି ଲୋକେ...

Trump Criticizes Leaders of Iran and Accuses Them of Lying

ପ୍ରେମରୁ କଣ ମିଳିବ ? ଅଞ୍ଜନ୍ ମାର ଏବେ ଆଉ କେହି ନାହାନ୍ତି। Anjan attacked by friends Lover in Bhubaneswar.

୨୪ ଘଣ୍ଟା ହେଲା ଘରକୁ ଫେରିନି ଅନିଲ!ରହସ୍ୟ ବଢ଼ାଉଛି ନିଖୋଜ ଘଟଣା!

유해란 Haeran Ryu 우승 | 2026 Amundi Evian Championship 파이널 라운드 하이라이트

S. Janaki Passes Away | Sandalwood Condolence | ಎಸ್.ಜಾನಕಿ ಕೊಡುಗೆ ನೆನೆದ ಗಣ್ಯಾತಿಗಣ್ಯರು

IAS Secrets, File Culture & Why Reforms Die | Red Tapism & Sarkari Inertia | Ft. Sanjeev Chopra

