ସତରେ ହିନ୍ଦୁ ଓ ଖ୍ରୀଷ୍ଟାନ୍ ଅଲଗା କି? | Are Hindu & Christian Really Different?

ସତରେ ହିନ୍ଦୁ ଓ ଖ୍ରୀଷ୍ଟାନ୍ ଅଲଗା କି? | Are Hindu & Christian Really Different? ମଣିଷ ଜନ୍ମ ନେବାବେଳେ କୌଣସି ଧର୍ମ, ଜାତି କିମ୍ବା ପନ୍ଥ ନେଇ ଆସେନାହିଁ। ପରେ ପରିବାର, ସମାଜ, ପରିବେଶ ଓ ଶିକ୍ଷା ମାଧ୍ୟମରେ ସେ ନିଜକୁ ହିନ୍ଦୁ, ଖ୍ରୀଷ୍ଟାନ୍, ମୁସଲିମ୍ କିମ୍ବା ଅନ୍ୟ କିଛି ବୋଲି ଚିହ୍ନିବାକୁ ଲାଗେ । ଏହି ପରିଚୟଗୁଡ଼ିକ ବାହ୍ୟ ଜୀବନର ବ୍ୟବସ୍ଥା ପାଇଁ ଥାଏ, କିନ୍ତୁ ଆତ୍ମାର ସତ୍ୟ ପରିଚୟ ଏହାଠାରୁ ଉପରେ। ଆମେ ଯେପରି ସଂସ୍କାର ପାଉଛୁ, ସେହି ନଜରିଆରେ ସଂସାରକୁ ଦେଖୁଛୁ। ତେଣୁ କେହି ମନ୍ଦିରକୁ ସତ୍ୟ ଭାବେ, କେହି ଚର୍ଚ୍ଚକୁ, କେହି ମସଜିଦକୁ। କିନ୍ତୁ ସତ୍ୟ କୌଣସି ଦେଵାଳୟ , ପୁସ୍ତକ କିମ୍ବା ନାମରେ ବନ୍ଦ ନୁହେଁ। ସତ୍ୟ ହେଉଛି ସେଇ ଏକ ଚେତନା, ଯାହା ସମସ୍ତ ଜୀବରେ ବିଦ୍ୟମାନ। ହିନ୍ଦୁ ଓ ଖ୍ରୀଷ୍ଟାନ୍ ଭିନ୍ନ ଲାଗେ କାରଣ ତାଙ୍କର ପୂଜା ପ୍ରଣାଳୀ, ଭାଷା, ପରମ୍ପରା ଓ ନାମ ଭିନ୍ନ। କିନ୍ତୁ ହୃଦୟରେ ଶାନ୍ତିର ଆବଶ୍ୟକତା, ପ୍ରେମର ଆବଶ୍ୟକତା, ଦୁଃଖର ଅନୁଭବ, ଆନନ୍ଦର ଇଚ୍ଛା—ସମସ୍ତଙ୍କର ଏକେ। ଯେତେବେଳେ ମନୁଷ୍ୟ ବାହ୍ୟ ଭେଦକୁ ଛାଡ଼ି ଭିତରକୁ ଦେଖେ, ସେତେବେଳେ ବୁଝେ—ଜାତି ଓ ଧର୍ମ ମନର ତିଆରି ପରିଚୟ, କିନ୍ତୁ ଆତ୍ମା ଏକ, ସଂସାର ଏକ, ପରମ ସତ୍ୟ ଏକ। #tatwamuhi #atma #brahmagyan #atmagyan #odiaspirituality #selfdiscovery #brahmavidya #paravidya other Media :- ▶    / @brahmagyan1983   ▶   / twee   ▶ [email protected] ▶   / meindrashta   ▶ Music credit to: YouTube music Library ▶ Background videos: Pixabay.com

ବେଦକୁ କିଏ ପଢ଼ିପାରିବେ ? | Who Can Study the Vedas ?
▶︎

ଭୌତିକ ଜ୍ଞାନ ଶ୍ରେଷ୍ଠ ନା ବ୍ରହ୍ମଜ୍ଞାନ ? | Which is Superior — Material Knowledge or Brahma Gyan?

🔴Rok Thok Live | ଧର୍ମାନ୍ତରୀକରଣ ହବ୍ ଗ୍ରାଉଣ୍ଡ ସତ | Big Expose | Religious Conversion | Illegal Funding

Does God Exist ? in Odia | ଇଶ୍ୱରଙ୍କ ଅସ୍ତିତ୍ୱ ଅଛି କି ?

ସନାତନୀ ବିବାଦ: ମଧୁବାବୁ ଖ୍ରୀଷ୍ଟିଆନ ହୋଇଥିଲେ କାହିଁକି | CHRISTIAN VS HINDU | NEWS ROOM |

ପୂଜାର ଉଦ୍ଦେଶ୍ୟ ବର ପାଇବା ନା ଈଶ୍ୱରଙ୍କୁ ପାଇବା ? | What Is the Purpose of Worship ?  In Odia

🔴Argus Super Exclusive | Rok Thok | ଧର୍ମାନ୍ତରୀକରଣର ରାକେଟର ପର୍ଦ୍ଦାଫାଶ | Conspiracy | Foreign Money

ଆତ୍ମଜ୍ଞାନର ଆବଶ୍ୟକତା କଣ ? | Why Do We Need Brahma Gyan? | #onlinesatsang

BJP’s Failure!, BJD Set to Re-Launch Pandian | Nirbhay Gumar Katha

ପୁଣି ଉଠିଲା କଙ୍କାଳ !Jitu Munda’s Shocking Reality ! Keonjhar | Jitu Munda With Manas Dash | Odia News

ରଜସ୍ୱଳା ନାରୀ କାହିଁକି ମନ୍ଦିର ଯିବା ମନା? ଏହା ଅନ୍ଧବିଶ୍ୱାସ ନା ବିଜ୍ଞାନ? | Bhaba Bandhana

🔴Rok Thok Live | ରୋକ୍ ଠୋକ୍ : ଧର୍ମାନ୍ତରୀକରଣର ଜାଲ | Controversy | 10 Nov 2025 | Argus News

ଧର୍ମର ସତ୍ୟତା କ’ଣ ? | What is the Truth of Religion ?

Keonjhar’s Jitu Munda Case: Why He Took Sister’s Skeleton to Bank?

ଯୀଶୁଙ୍କ କୃଷ୍ଣ ପ୍ରେମ ! | CHRISTIAN VS HINDU || Tapi mishra  ||NEWS ROOM ||

ଆସ ଶିଖିବା ପଣିକିଆ ମାଧ୍ୟମରେ ଗୁରୁଘର ପାଠ
▶︎

ଆସ ଶିଖିବା ପଣିକିଆ ମାଧ୍ୟମରେ ଗୁରୁଘର ପାଠ

ଭୟଓ ଲୋଭରେ ଆଧ୍ୟାତ୍ମିକତାରେ ଯୋଡ଼ିହୁଅନ୍ତୁ ନାହିଁ | | Ahyatmikata Muktira Patha

Man Brings Sister’s Skeleton to Bank Over Withdrawal Dispute | Kalinga TV

ହଁ ମୁଁ ହିନ୍ଦୁ ଜେଲ୍ରୁ ବେଲ ପାଇବା ପରେ || Podcast With Debasis || Tapi Mishra || Debasis Story ||

Mind Your Mind | ମନ ନିୟନ୍ତ୍ରଣ | #onlinesatsang