Does God Exist ? in Odia | ଇଶ୍ୱରଙ୍କ ଅସ୍ତିତ୍ୱ ଅଛି କି ?
Does God Exist ? in Odia | ଇଶ୍ୱରଙ୍କ ଅସ୍ତିତ୍ୱ ଅଛି କି ? ଇଶ୍ୱର ଏକ ଶକ୍ତି ସ୍ୱରୂପ। ତାଙ୍କ ମଧ୍ୟରୁ ଏହି ମାୟାମୟ ସଂସାରର ସୃଷ୍ଟି ହୋଇଛି, ଏବଂ ସେହି ସଂସାରର ପରିଚାଳନା ମଧ୍ୟ ସେଇ କରୁଛନ୍ତି। ଇଶ୍ୱରଙ୍କ ମଧ୍ୟରେ ହିଁ ସମସ୍ତ ପରିବର୍ତ୍ତନ ଘଟୁଛି, ଏବଂ ସେଇ ପରିବର୍ତ୍ତନ ରୂପେ ସେ ନିଜେ ହିଁ ପ୍ରକାଶିତ ହେଉଛନ୍ତି। ଇଶ୍ୱର ହିଁ ସ୍ରଷ୍ଟା, ଈଶ୍ୱରହିଁ ସୃଷ୍ଟି ମଧ୍ୟ , ସୃଷ୍ଟି ହିଁ ସ୍ରଷ୍ଟା। ତତ୍ତ୍ୱମସି — ସେ ତୁମେ ହିଁ। ଇଶ୍ୱର ଏକ ଅସୀମ ଶକ୍ତି। ସେ ନିଜେ ହିଁ ସୃଷ୍ଟି, ପରିଚାଳନା ଓ ପରିବର୍ତ୍ତନ। ସମଗ୍ର ବ୍ରହ୍ମାଣ୍ଡ ତାଙ୍କ ମଧ୍ୟରୁ ଉଦ୍ଭୂତ, ତାଙ୍କ ମଧ୍ୟରେ ଅବସ୍ଥିତ ଏବଂ ତାଙ୍କ ମଧ୍ୟରେ ହିଁ ଲୟ ପାଏ। ତତ୍ତ୍ୱମସି — ସେଇ ସତ୍ୟ ତୁମେ ହିଁ। Contact Number :- 8917621507, 9439236119 Does God Exist? | Answer For thousands of years, humans have been asking this question— Does God Exist? The answer to this question is undoubtedly "yes"—no doubt about it. But the problem lies not in the answer, but in our perception of God. We often view God through dualistic lenses—as a separate entity, a distant force. The truth is that God is not separate from us. God is not an external object, but the consciousness within us. That consciousness is the basis of the mind, soul, senses, body, and this entire universe. To seek God outside means to move away from the truth. Find God within—He is always present there. This world, this body, these experiences—all are manifestations of the same One Being. The great sentence of the Upanishads says— "Tattvamasi"—meaning "That essence is you." The God you seek is not separate from you; He is you. In this video, we will explore— • The true meaning of God's existence • The difference between dualistic and non-dualistic perspectives • Why God is not found outside • The profound secret of "Tattvamasi" This video attempts to lead you from faith to knowledge, and from search to realization. #god #godexist #godexists #existenceofgod #truth #truthofgod #atmagyan #bgagwan #iswara #thakura #iswaranka_astitva other Media :- ▶ / @brahmagyan1983 ▶ / twee ▶ [email protected] ▶ / meindrashta ▶ Music credit to: YouTube music Library ▶ Background videos: Pixabay.com

ଭଗବାନଙ୍କ ଠିକଣା | ସ୍ବାମୀ ସୁଧାନନ୍ଦ ସରସ୍ବତୀ | Manoranjan Mishra | News Room |

ବେଦକୁ କିଏ ପଢ଼ିପାରିବେ ? | Who Can Study the Vedas ?

ଈଶ୍ୱର କାହିଁକି ଦେଖାଯାଆନ୍ତି ନାହିଁ ? | Why is God invisible ?

ଆୟର୍ଲାଣ୍ଡ ଓ ଇଂଲଣ୍ଡ ସିରିଜ: ସୂର୍ଯ୍ୟବଂଶୀଙ୍କୁ ସୁଯୋଗ // ଖାଇବା ତେଲ ପାଇଁ ନୂଆ ନିୟମ

Mu Kipari Brahma ? Mu Keuthi Achi ? | ମୁଁ କିପରି ବ୍ରହ୍ମ ? ମୁଁ କେଉଁଠି ଅଛି ?

Mind Your Mind | ମନ ନିୟନ୍ତ୍ରଣ | #onlinesatsang

ପୁନର୍ଜନ୍ମ କଣ | punarjanm kana in odia l shree mad bhagwat Geeta l

ଭୌତିକ ଜ୍ଞାନ ଶ୍ରେଷ୍ଠ ନା ବ୍ରହ୍ମଜ୍ଞାନ ? | Which is Superior — Material Knowledge or Brahma Gyan?

ଭୂତଙ୍କ ସହ କଥାବାର୍ତ୍ତା ! god exist or not | god presence proof | ghost story | Odia News room

ඉන්දියාව හොල්ලන "කැරපොත්තන්ගේ පක්ෂය": අල්ලපු රටටත් අරාබි වසන්තය උදා වෙයිද? | Patali With Epicenter

ଭଗବାନ କିଏ ? | ବ୍ରହ୍ମ କଣ ? | Who is the God in Odiya

ଭାବ ବନ୍ଧନ | BHABA BANDHAN | ମଣିଷ ଈଶ୍ୱରଙ୍କୁ ସୃଷ୍ଟି କରିଛ ନା ଈଶ୍ୱର ମଣିଷକୁ ସୃଷ୍ଟି କରିଛି!

ଗେରୁଆ ପିନ୍ଧାଙ୍କୁ କ’ଣ ପଚାରିବେ ?| Life360 With Manoranjan Mishra |Sudhananda Saraswati | Podcast |

Jati Dharma Mithya ate | ଜାତି ଧର୍ମ ମିଥ୍ୟା ଅଟେ

ସନାତନୀ ବିବାଦ: ମଧୁବାବୁ ଖ୍ରୀଷ୍ଟିଆନ ହୋଇଥିଲେ କାହିଁକି | CHRISTIAN VS HINDU | NEWS ROOM |

ଆଧ୍ୟାତ୍ମିକତାର ଆବଶ୍ୟକତା କାହିଁକି ? | Why is Spirituality necessary ? in Odia

କାନ୍ଦୁଛନ୍ତି ଆଦିବାସୀ ଶୋଇଛନ୍ତି ସରକାର! ସିଜିମାଳିର ସତକଥା! #sijimali #vedanta #mohanmajhi #naveenpatnaik

ପୂଜାର ଉଦ୍ଦେଶ୍ୟ ବର ପାଇବା ନା ଈଶ୍ୱରଙ୍କୁ ପାଇବା ? | What Is the Purpose of Worship ? In Odia

ସାବିତ୍ରୀ ବ୍ରତ - ଶାସ୍ତ୍ରରେ ଲେଖା ହେଇଚି କଣ ? ଆମେ କରୁଚୁ କଣ ? | ଭାବ ବନ୍ଧନ | BHABA BANDHANA

