LIVE | କିଛି ସମୟରେ ଖୋଲିବ ହୀରାକୁଦ | Hirakud Gate Open Live Today | Mahanadi Flood Alert | Odisha Rain
LIVE | କିଛି ସମୟରେ ଖୋଲିବ ହୀରାକୁଦ | Hirakud Gate Open Live Today | Mahanadi Flood Alert | Odisha Rain ଆଜି ଖୋଲିବ ହୀରାକୁଦ ଗେଟ୍ | ଦିନ ୧୧ଟାରେ ଖୋଲାଯିବ ଗେଟ୍ | ପ୍ରଥମେ ୪ଟି ଗେଟ୍ ଖୋଲାଯିବ| କ୍ରମେ ଅଧିକ ଗେଟ୍ ଖୋଲି ୧ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ନିଷ୍କାସନ କରାଯିବ | ବର୍ତ୍ତମାନ ହୀରାକୁଦରେ ୬୧୧.୨୩ ଫୁଟ ଜଳ ଅଛି | ୨ ଲକ୍ଷ ୬୨ ହଜାର କ୍ୟୁସେକ ପାଣି ହୀରାକୁଦକୁ ଇନ ଫ୍ଲୋ ହେଉଛି | ବର୍ତ୍ତମାନ ହୀରାକୁଦରେ ୬୧୧.୨୩ ଫୁଟ ଜଳ ଅଛି | ପ୍ରବେଶ କରୁଛି ୨ ଲକ୍ଷ ୬୨ ହଜାର କ୍ୟୁସେକ ପାଣି | ବନ୍ୟାଜଳ ଛଡ଼ାଯିବା ପୂର୍ବରୁ ତଳିଆ ଅଞ୍ଚଳକୁ ଆଲର୍ଟ| ହୀରାକୁଦର ବନ୍ୟା ଜଳ ଆସିଲେ ମହାନଦୀ ତଳମୁଣ୍ଡରେ ବନ୍ୟା ଆଶଙ୍କା ରହିଛି । କିନ୍ତୁ ହୀରାକୁଦରୁ ପ୍ରାୟ ସାଢ଼େ ୪ ଲକ୍ଷ କ୍ୟୁସେକ ଜଳ ଆସୁଥିବାରୁ ତଳମୁଣ୍ଡରେ ବନ୍ୟାର ଆଶଙ୍କା ନାହିଁ ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି । ମହାନଦୀର ମୁଣ୍ଡୁଳୀଠାରେ ମଙ୍ଗଳବାର ରାତିରେ ୫ ଲକ୍ଷ ୫୪ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ବୁଧବାର ଏହା ୪ ଲକ୍ଷ ୮୦ ହଜାର କ୍ୟୁସେକକୁ ଖସି ଆସିଛି । କ୍ରମଶଃ ଏହା ଆହୁରି ଖସିଯିବ ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ହୀରାକୁଦରୁ ପାଣି ନିଷ୍କାସନ ପୂର୍ବରୁ ହୀରାକୁଦ ଅଶୋକ ନିବାସରେ ହୋଇଛି ଗୁରୁତ୍ୱପୂର୍ଣ ବୈଠକ । ମହାନଦୀ ଜଳ ପରିଚାଳନା ପାଇଁ ଛତିଶଗଡ-ଓଡ଼ିଶା ମଧ୍ୟରେ ଏହି ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି ।.... Hirakud Dam gates are scheduled to open today at 11:00 AM to release floodwaters. Initially, 4 sluice gates will be opened, gradually discharging up to 1 lakh cusecs of water. Currently, the water level at Hirakud stands at 611.23 feet, with a massive inflow of 2.62 lakh cusecs. Low-lying areas have been put on high alert ahead of the water release. Watch the video to listen to the critical update from Dileep Rout, Chief Engineer of the Water Resources Department, regarding the flood threat in the lower catchment of the Mahanadi river. While water discharge at Mundali has dropped from 5.54 lakh cusecs to 4.80 lakh cusecs, find out why officials state there is no immediate flood danger despite 4.5 lakh cusecs moving downstream. Plus, details on the high-level Odisha-Chhattisgarh joint meeting at Ashok Nivas for Mahanadi water management! Stay tuned for live updates, rain reports, and dam water levels. Like, share, and subscribe for fast news alerts! Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_BJ

Hirakud Dam Opens 4 Gates to Release This Year's First Floodwater

ବାଜିଲା ଯୁଦ୍ଧର ସାଇରନ୍ | US Launches Massive Airstrikes On Iran | 80 Military Bases Targete | N18G

🔴LIVE : କାହିଁକି ଡିସିପି ଇସ୍ତପା ଦେଲେ ସବୁ ଖୋଲି କହିଦେଲେ ଓକିଲ ବ୍ୟୋମକେଶ Bhubaneswar DCPJagmohan resigned

🔴LIVE | ମହାନଦୀ ଉପକୂଳବର୍ତ୍ତୀ ଲୋକ ସତର୍କ ! Hirakud Dam Gate Open | PrameyaDigital

Live :କଟକ IIC ମୃତ୍ୟୁ, ଧରାପଡ଼ିଲା ମାଷ୍ଟରମାଇଣ୍ଡ ! Mastermind Of IIC Beauty Mohanty Death Case|Odia News

ଆଟାକ କଲା ଆମେରିକା! US Airstrike Iran | Iran Drone Launchpad | Middle East war | N18G

🔴LIVE ବଢ଼ିଲା ବିପଦ ! ଖୋଲିଲା ହୀରାକୁଦ Hirakud Dam Opens 4 Gates As Water Level Rises | Odisha Flood

Kannada News | ಇಂದಿನ ಪ್ರಮುಖ ಸುದ್ದಿಗಳು (08-07-26) | DK Shivakumar | HD Kumaraswamy | Karnataka TV

ഈ വീഡിയോ കാണാൻ കഴിയുന്ന നിങ്ങൾ ഭാഗ്യവാന്മാർ I About Sanadhalayam Can Care centre I Part-1

ଖବର ଫଟାଫଟ Speed News | Khabar Fatafat | Odisha Rain Alert | Hirakud Dam Gate Open | US Iran War News

Live: ଖୋଲିଲା ହୀରାକୁଦ ଗେଟ୍ ! Hirakud Gate Open Live Today | Mahanadi Flood Alert | Odisha Rain

🔴LIVE : ଆସୁଛି ଆଉ ଏକ ଲଘୁଚାପ ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି. || Weather Update || Mousumi || News95

ଜଣାପଡ଼ିଲା କାହିଁକି ଛାଡ଼ିଲେ ଚାକିରି ! Bhubaneswar DCP Jagmohan Meena Resigns | Asala Katha | Manas Dash

Mahapanchayat Live | ମହାପଞ୍ଚାୟତ : 'ଗୋ ମାଫିଆଙ୍କୁ ସାବାଡ କର' | 09 Mar 2025 | Argus News

🔴Live | ଦିନ ୧୦ଟାର ବଡ ଖବର | 10AM Bulletin | 9th July 2026 | Odisha News | Odia News | OTV

ଝାରସୁଗୁଡ଼ାରେ ଜଳ ପ୍ରଳୟ | Flood In Jharsuguda | Argus News

ବିୟୁଟି ମହାନ୍ତି ମୃତ୍ୟୁ ରହସ୍ୟ ଚାଉଳିଆଗଞ୍ଜ ଥାନା ଭିତରେ ଲୁଚିକି ଅଛି !Who Is Behind Lady IIC's Death?

'ମଁ IPS ଚାକିରି ଛାଡ଼ିଲି କାହିଁକି' ! DCP Jagmohan Meena | Bhubaneswar IPS | Odisha Police | Odia News

ଚଳିତ ବର୍ଷର ପ୍ରଥମ ବନ୍ୟାଜଳ! Hirakud Dam Opens First Sluice Gate; Season's First Floodwater Released

