Sampurna Ramayana | Aranyaka Kanda -Vol -1 | ସମ୍ପୂର୍ଣ ରାମାୟଣ | ଆରଣ୍ୟକ କାଣ୍ଡ | Dukhishyam Tripathy
Album : Sampurna Ramayana (Aranyaka Kanda) Vol 1 Singer : Dukhishyam Tripathy Written By : Baishya Sadashiba ---------------------------------------------------------- || ବୈଶ୍ୟ ସଦାଶିବ କୃତ ସମ୍ପୂର୍ଣ ରାମାୟଣର ଆରଣ୍ୟକ କାଣ୍ଡ Vol -1 || ଦଶରଥଙ୍କ ମୃତ୍ୟୁ: ପ୍ରିୟପୁତ୍ର ରାମଙ୍କର ବନବାସ ଜନିତ ବିଚ୍ଛେଦ ଦୁଃଖ ସହ୍ୟ କରି ନ ପାରି ରାଜା ଦଶରଥ ଅଚିରେ ପ୍ରାଣତ୍ୟାଗ କରନ୍ତି । ରାମ, ଲକ୍ଷ୍ମଣ ଓ ସୀତାଙ୍କର ଦଣ୍ଡକାରଣ୍ୟରେ ସ୍ଥିତି: ରାମ, ସୀତା ଏବଂ ଲକ୍ଷ୍ମଣ ଏହି ବନବାସ ସମୟରେ ଗୋଦାବରୀ ନଦୀ ତଟରେ ଗମନ କରି ପଞ୍ଚବଟୀଠାରେ ଏକ କୁଟୀର ନିର୍ମାଣ ପୂର୍ବକ ଅବସ୍ଥାନ କଲେ । ସେହି ସମୟରେ ଋଷିମାନଙ୍କର ଅନୁରୋଧ କ୍ରମେ ସେମାନେ ଅନେକ ରାକ୍ଷସଙ୍କୁ ବଧ କରିଥିଲେ । ବିରାଧ ରାକ୍ଷସ ଏମାନଙ୍କ ମଧ୍ୟରେ ପ୍ରଥମ ଥିଲା । ଖରଦୂଷଣ ବଧ: ଏହି ସମୟରେ ପଞ୍ଚବଟୀଠାରେ ସୂର୍ପଣଖା, ଯିଏକି ରାବଣର ଭଗିନୀ ଥିଲା, ପହଞ୍ଚି ଲକ୍ଷ୍ମଣଙ୍କୁ ବଧ କରିବାକୁ ମାୟା ବିସ୍ତାର କରିଥିଲା । ହେଲେ ରାମଙ୍କ ଆଦେଶରେ ଲକ୍ଷ୍ମଣ ସୂର୍ପଣଖାର ନାସା ଚ୍ଛେଦନ କରିଥିଲେ । ଇତ୍ୟବସରରେ ରାମ ଓ ଲକ୍ଷ୍ମଣ ଖର, ଦୁଃଷଣ ଆଦି ଅନେକ ରାକ୍ଷସଙ୍କୁ ବଧ କରି ଋଷିମାନଙ୍କର କଷ୍ଟ ଦୂର କରିଥିଲେ । ରାବଣ ଏ ଖବର ପାଇ ରାମ ଲକ୍ଷ୍ମଣଙ୍କୁ ନିପାତ କରିବାପାଇଁ ମାରୀଚ ରାକ୍ଷସ ସହାୟତାରେ ଏକ ଯୋଜନା କଲା । ସୀତା କୁଟୀରରେ ଥିବା ବେଳେ ମାୟାବୀ ମାରୀଚ ଏକ ହେମ ହରିଣୀର ରୂପ ଧାରଣ କରି ସୀତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେଲା । ------------------------------------------------------------------------------------- 00:02 - RamaNkara DandaKarenya Gamana, Atreya Muni Saha Alapa O Bana Bihara 05:19 - Birayudh Badha O Mokhya 31:11 - Pulaki Re Pinda Dana O SitaNka Pindare DasharathaNka Mukti 34:14 - SitaNka Pinda Dana O SitaNka Mukti 48:21 - Swarna Bhadra Nadi Ra Janma 53:58 - RamaNkara Daru Brahma Darshana O AgasthiNka Saha Sakhyat 1:03:40 - SriRamNka Panchabati Re Basa 1:17:12 - SurpanaKhara Bheta O Nasa Karna Chhedana 1:36:25 - Khara DushanaNka Judha O ChuadaSasra RakhayasaNka Mrutyu Watch & Subscribe to our other YouTube Channels: 👉 Sidharth Bhakti : / sidharthbhakti 👉 Sidharth Music: / sidharthmusic 👉 Sidharth TV : / sidharthtv 👉 Namita Agrawal : / namitaagrawal Enjoy & stay connected with us! 👉 Like us on Facebook : / sidharthbhaktiodia #SidharthMusic #SidharthTV #NamitaAgrawal #SitaramAgrawal #SidharthBhakti #odiabhajan #odiasong #jayjagannathtv

Sampurna Ramayana | Aranyaka Kanda - Vol 2 | ସମ୍ପୂର୍ଣ ରାମାୟଣ - ଆରଣ୍ୟକ କାଣ୍ଡ | Dukhishyam Tripathy

ରାମାନନ୍ଦ ସାଗର କୃତ | ଶ୍ରୀ ରାମ ଦରବାର | ଭାଗ 15 | ତିଲକ ଓଡ଼ିଆ

ରାମାୟଣ ରାମକଥା ll Ramayan Ramakatha ll Charan Ram Dash ll ସମ୍ପୂର୍ଣ ପ୍ରବଚନ ll Bhakti Upasana

Sampurna Ramayana | Lanka Kanda | Vol 1 | ସମ୍ପୂର୍ଣ ରାମାୟଣ - ଲଙ୍କା କାଣ୍ଡ | Dukhishyam Tripathy

Daya Kara Dinabandhu -& other Odia Jagannatha Janana | Audio Jukebox | Manasi Patra | SIDHARTH MUSIC

🔴𝐋𝐢𝐯𝐞 | 𝐃𝐚𝐲 𝟏 | શ્રીમદ ભાગવત સપ્તાહ જ્ઞાનયજ્ઞ | પૂ. રમેશભાઈ ઓઝા || પચ્છેગામ,ભાવનગર 𝐕𝐚𝐥𝐚𝐦 𝐓𝐕 #live

ବର୍ଷା ଙ୍କ ରାମ ଅଭିନୟ ର ଗୀତ (ବାଳି ବଦ୍ଧ) ।।Odia Ramayana ||Odia Nataka||Nayagarh||9348763092

Bhaju Kina Rama Nama - Best Of Dukhishyam Tripathy | Other Jagannatha Bhajans | ଭଜୁକିନା ରାମନାମ

Sundara Kanda (Video) Vol- 4 ସୁନ୍ଦରା କାଣ୍ଡ Tulasi Das Ramayan | Dukhishyam Tripathy | Sidharth Music

Sampurna Ramayana | Kiskindhya Kanda | ସମ୍ପୂର୍ଣ ରାମାୟଣ - କିଷ୍କିନ୍ଧ୍ୟା କାଣ୍ଡ | Dukhishyam Tripathy

Sampurna Ramayana -Ajodhya Kanda ସମ୍ପୂର୍ଣ ରାମାୟଣ -ଅଯୋଧ୍ୟାକାଣ୍ଡ Dukhishyam Tripathy | Sidharth Music

ଶ୍ରବଣ କୁମାର ଗIହାଣୀ । ଶ୍ରବଣ କୁମାରଙ୍କ ପୌରାଣିକ କଥା ଉପରେ ଆଧାରିତ ଏକ ସୁନ୍ଦର ଗIହାଣୀ ଗୀତ

Dukhishyam Tripathy Best Hanuman Bhajan

મોદી સાહેબ વિશે ભાઈશ્રી એ શું કીધું | BhaiShree Rameshbhai Oza | Savaj Ni Moj

Bhakta Balaram Das Beshya Mayajalare | ବାଲି ରଥ | Sricharan Mohanty | ଭକ୍ତ ବଳରାମ ଦାସ ବେଶ୍ୟା ମାୟାଜାଲରେ

RAMAYANA(AADYA KANDA) Ramanka Janma Lila Tharu Guhaka Sabara Saha Mitrata | Dukhisyam Tripathy |

Chanakya Bachana ଚାଣକ୍ୟ ବଚନ( ଅଭୁଲା ନୀତି କଥା) | Pankaj Jal | Odia Bhaktidhara

Superhit Krishna Bhajans কৃষ্ণ ভজন | Hare Krishna Bhajan | Thakur Gaan | কৃষ্ণ গান | Bangla Bhajan

Sampurna Ramayana | Sundra Kanda | ସମ୍ପୂର୍ଣ ରାମାୟଣ - ସୁନ୍ଦରା କାଣ୍ଡ | Dukhishyam Tripathy

