Sundara Kanda (Video) Vol- 4 ସୁନ୍ଦରା କାଣ୍ଡ Tulasi Das Ramayan | Dukhishyam Tripathy | Sidharth Music
Album : (Sundra Kanda (Video) Vo l- 4 Singer : Dukhishyam Tripathy Written By : Santha Tulasi Das Music : Dukhishyam Tripathy ---------------------------------------------------- || ସୁନ୍ଦରା କାଣ୍ଡ || ହନୁମାନଙ୍କ ଲଙ୍କା ଗମନ, ସୀତାଠାବ ଓ ଲଙ୍କା ଦହନ : ସୁଗ୍ରୀବ କୃତଜ୍ଞତା ସହ ପ୍ରଭୁ ଶ୍ରୀରାମଙ୍କୁ କହିଲେ, ଏ ବିଶାଳ ବାନର ସେନା ବର୍ତ୍ତମାନ ଆପଣଙ୍କ ସେବାରେ ପ୍ରସ୍ତୁତ । ସେ ବାନର ସେନାର ଚାରିଟି ଦଳ ପ୍ରସ୍ତୁତ କରି ସେମାନଙ୍କୁ ଚାରିଦିଗକୁ ପ୍ରେରଣ କଲେ । ତତ୍ପରେ ସୁଗ୍ରୀବ ହନୁମାନଙ୍କୁ ଡାକି କହିଲେ, ହେ ବାୟୁପୁତ୍ର, ତୁମ ଅସାଧାରଣ ବୀରତ୍ୱ ଯୋଗୁଁ ରାମଚନ୍ଦ୍ରଙ୍କ ଏହି କାର୍ଯ୍ୟ ନିମିତ୍ତ ଆପଣ ହିଁ ଏକମାତ୍ର ଯୋଗ୍ୟ । ଅତଏବ ତୁମେ ପ୍ରଭୁ ରାମଙ୍କର ଏହି ସେବାରେ ନିଜକୁ ନିୟୋଜିତ କରି ଦେବୀ ସୀତାଙ୍କ ସନ୍ଧାନରେ ଯାଅ । ରାମଙ୍କ ଆଦେଶ ଅନୁସାରେ ସୁଗ୍ରୀବ ବିନତା ଏବଂ ତାଙ୍କ ଦଳଙ୍କୁ ପୂର୍ବ ଦିଗକୁ, ସୁଷେଣଙ୍କ ସହ ତାଙ୍କ ଦଳକୁ ପଶ୍ଚିମକୁ, ଶତବଳିଙ୍କୁ ଉତ୍ତର ଏବଂ ହନୁମାନ ତଥା ଅଙ୍ଗଦଙ୍କୁ ଦକ୍ଷିଣ ଦିଗକୁ ପ୍ରେରଣ କଲେ । ରାମ ତାଙ୍କ ମୁଦ୍ରିକାଟିକୁ ହନୁମାନଙ୍କ ହାତରେ ଦେଇ କହିଲେ, ସୀତାଙ୍କ ସନ୍ଧାନ କରି ଏହି ମୁଦ୍ରିକା ଦେଖାଇଲେ ସେ ଜାଣିବେ ଯେ ତୁମେ ରାମଙ୍କ ଦୂତ ଏବଂ ସୀତାଙ୍କ ସନ୍ଧାନରେ ଆସିଅଛ । ବାନରମାନେ ଚାରିଦିଦରେ ତନ୍ନ ତନ୍ନ କରି ସୀତାଙ୍କ ସନ୍ଧାନ କରିବାକୁ ଲାଗିଲେ । ହନୁମାନ ଏବଂ ଅଙ୍ଗଦ ବିନ୍ଧ୍ୟ ପର୍ବତର ସମସ୍ତ ଗୁମ୍ଫାରେ ସୀତାଙ୍କ ସନ୍ଧାନ ନେଲେ । ପଥରେ ନାଗମାତା ସୁରସା ହନୁମାନଙ୍କୁ ଭକ୍ଷଣ କରିବା ନିମିତ୍ତ ତାଙ୍କ ପଥ ଓଗାଳିଲା । ହେଲେ ହନୁମାନ ଅତି ଚତୁରତାର ସହିତ ନିଜକୁ ଅତି କ୍ଷୁଦ୍ରକାୟ କରି ତାଙ୍କ ମୁଖରେ ପ୍ରବେଶ କଲେ ଓ ହଠାତ୍ ବାହାରି ଆସିଲେ । ଏଥିରେ ସୁରସା ପ୍ରୀତ ହୋଇ ହନୁମାନଙ୍କୁ କାର୍ଯ୍ୟସିଦ୍ଧି ନିମନ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ । ଏଥୁଅନ୍ତେ ହନୁମାନ ସମୁଦ୍ର ଉପର ଦେଇ ଉଡ଼ିଯାଆନ୍ତେ ଲକ୍ଷ୍ୟ କଲେ ଯେ, ଏକ ରାକ୍ଷସୀ ହନୁମାନଙ୍କ ସମୁଦ୍ରରେ ପଡୁଥିବା ଛାୟାକୁ ଧରି ତାଙ୍କ ଗତିରେ ବାଧା ଉପୁଜାଉଛି । ହନୁମାନ ଏକାବେଳକେ ରାକ୍ଷସୀର ମୁଖ ଦ୍ୱାର ଦେଇ ଉଦରକୁ ପ୍ରବେଶ କରି ତାର ଉଦର ବିଦୀର୍ଣ୍ଣ କରି ବାହାରି ଆସିଲେ । ରାକ୍ଷସୀ ମୃତ୍ୟୁଲାଭ କରି ସମୁଦ୍ରମଧ୍ୟରେ ଲୀନ ହୋଇଗଲା । ------------------------------------------------------- ♪ Full Song Available on ♪ JioSaavn : https://bit.ly/3bWKpdL Wynk : https://bit.ly/2WOrfSF Gaana : https://bit.ly/2WNeLe4 Apple Music : https://apple.co/3ga95Te Amazon Prime Music : https://amzn.to/2XkKSAS iTunes : https://apple.co/3e2ZJ9Y Spotify : https://spoti.fi/3cTo1mw ---------------------------------------------------------- Video Director : Abhaya Garanayak Camera : Rintu, Narendra & Bicky Graphics ,DI : Binaya Sutar Recorded At : Sidharth Studio Voice Dubbing & Mixing By : Munna & Pappu Mastering By : Sitaram Agrawal & Swapnajit Sabath Producer : Sitaram Agrawal & Namita Agrawal Music Label : Sidharth Music Banner : Sidharth Music ----------------------------------------------------------- Set Caller Tune ; Operator Codes: Airtel Users Dial Vodafone Users Dial BSNL (South / East) Users sms BT To 56700 Idea Users Dial BSNL (North / West) Users sms BT To 56700 Also available on Jio Tunes ------------------------------------------------------------ Watch & Subscribe to our other YouTube Channels: 👉 Sidharth Bhakti : / sidharthbhakti 👉 Sidharth Music: / sidharthmusic 👉 Sidharth TV : / sidharthtv 👉 Namita Agrawal : / namitaagrawal -------------------------------------------------------------- Enjoy & stay connected with us! 👉 Like us on Facebook : / sidharthbhaktiodia --------------------------------------------------------------- #SidharthBhakti #SidharthTV #NamitaAgrawal #SidharthMusic #SitaramAgrawal #odiabhajan #odiasong #jayjagannathtv

Sundara Kanda (Video) Vol- 5 ସୁନ୍ଦରା କାଣ୍ଡ Tulasi Das Ramayan | Dukhishyam Tripathy | Sidharth Music

Jane Hasibe (Kalijugara Satarkabani)ଜନେ ହସିବେ (କଳିଯୁଗର ସତର୍କବାଣୀ) Arabinda Muduli | Odia Bhaktidhara

ବତ୍ସା ହରଣ ଓ ଶ୍ରୀକୃଷ୍ଣଙ୍କୁ ବ୍ରହ୍ମାଙ୍କ ସ୍ତୁତି।।ଓଡିଆ ପ୍ରବଚନ।।କଥାବାଚକ ବାବା ଶ୍ୟାମସୁନ୍ଦର ଦାସ ମହାରାଜ।।

Sundara Kanda (Video) Vol-1 ସୁନ୍ଦରା କାଣ୍ଡ Tulasi Das Ramayan | Dukhishyam Tripathy | Sidharth Music

SUNDARAKANAD FULL EPISODE.### ସମ୍ପୁର୍ଣ୍ଣ ସୁନ୍ଦରାକାଣ୍ଡ....7894779466,8144314707

ଦଶମ ସ୍କନ୍ଧ (ଅଧ୍ୟାୟ-୯୩) || ଓଡିଆ ଭାଗବତ || 10th Skandha (Adhyaya-93) Odia Bhagabata || Namita Agrawal

Sampurna Ramayana | Kiskindhya Kanda | ସମ୍ପୂର୍ଣ ରାମାୟଣ - କିଷ୍କିନ୍ଧ୍ୟା କାଣ୍ଡ | Dukhishyam Tripathy

sundara kanda !! singer- Harihar Padhi !!part -01 !!con.no -93485 95949

Daya Kara Dinabandhu -& other Odia Jagannatha Janana | Audio Jukebox | Manasi Patra | SIDHARTH MUSIC

Dukhishyam Tripathy Best Hanuman Bhajan

ଏହି ପୁରୁଷୋତ୍ତମ ମାସରେ ସୁନ୍ଦରାକାଣ୍ଡ ପାଠ ନିଶ୍ଚୟ ଶୁଣନ୍ତୁ ll Sundarakanda Parayana Odia ll Sasmita Padhi

Sundara Kanda (Video) Vol-2 ସୁନ୍ଦରା କାଣ୍ଡ Tulasi Das Ramayan | Dukhishyam Tripathy | Sidharth Music

ଆଜି ହନୁମାନଙ୍କର ପ୍ରିୟ ବାରରେ ଶୁଣନ୍ତୁ ରାମାୟଣ ସୁନ୍ଦରାକାଣ୍ଡ ପାଠ ll Sundarakanda Parayana ll Sasmita Padhi

SUNDARAKANDA FULL EPISODE ll ରାମାୟଣ - ସମ୍ପୁର୍ଣ୍ଣ ସୁନ୍ଦରାକାଣ୍ଡ ll Sasmita Padhi ll

Bhagabata Sara - ଭାଗବତ ସାର ( ଓଡ଼ିଆ ଭାଗବତର ଶ୍ରେଷ୍ଠ ପଦାବଳୀ ) | Namita Agrawal | Sidharth Music

ରାମାୟଣ ରାମକଥା ll Ramayan Ramakatha ll Charan Ram Dash ll ସମ୍ପୂର୍ଣ ପ୍ରବଚନ ll Bhakti Upasana

ପ୍ରତିଦିନ ଗୋଟିଏ ଥର ନିଶ୍ଚୟ ଶୁଣନ୍ତୁ ସମ୍ପୁର୍ଣ୍ଣ ସୁନ୍ଦରାକାଣ୍ଡ ll Sundara Kanda Parayana ll Sundarakanda l

Shree Ramacharita Gahani | ଶ୍ରୀରାମଚରିତ ଗIହାଣୀ । ବାଦଲ କୁମାରଙ୍କ କଣ୍ଠରେ ସୁନ୍ଦର ଗIହାଣୀ ଗୀତ

ମାରୁତି ନନ୍ଦନ୍ ହେ ଦୁଖ ଭଞ୍ଜନ୍ (ଶ୍ରୀ ରାମ ଭକ୍ତ ହନୁମାନଙ୍କ ଜନ୍ମ ଲୀଳା) ଭାଗ -୧ |

