ଶ୍ରୀ ଜଗନ୍ନାଥ ଓ ଶ୍ରୀ ଜଗତଜନନୀ || ମାଁ ଫେରେଇ ଦେଲେ ପଇସା . . . . || Rabindra Narayan Mishra

ଶ୍ରୀ ଜଗନ୍ନାଥ ଓ ଶ୍ରୀ ଜଗତଜନନୀ || ମାଁ ଫେରେଇ ଦେଲେ ପଇସା . . . . || Rabindra Narayan Mishra OFFICIAL CHANNEL OF- Sri Rabindra Narayan Mishra (former Administrator of Shree Jagannath Temple Puri) | Watch and share divya kathamrita with your family and friend "ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥ ମୁଁ ତାକୁ କରଇ ସଦୟ । ତାହାର ସୁବୁଦ୍ଧି ଉଦୟ ॥ ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ "॥ (ଏକାଦଶ ସ୍କନ୍ଧ ,ଏକବିଂଶ ଅଧ୍ୟାୟ,ଭାଗବତ) ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କର ଓ ପରିବାରର ସମସ୍ତଙ୍କର ମଙ୍ଗଳ କରନ୍ତୁ ।। ଭଗବାନଙ୍କ କଥା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ। ଭଗବାନଙ୍କ କଥା ରେ ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ କଷ୍ଟ ରେ ଥିଲେ ବି,ତତକ୍ଷଣାତ୍ ମନର ଶାନ୍ତି ପାଏ ଓ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ । 🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻 (ମହାପ୍ରଭୁଙ୍କର ଓ ଏହି ଧର୍ମ କଥା ଗୁଡିକୁ ସମସ୍ତଙ୍କ ପାଖରେ share କରି ଉପଲବ୍ଧ କରେଇବାକୁ ଓ ଚେଷ୍ଟା କରିବାକୁ ଆପଣଙ୍କୁ ଅନୁରୋଧ ।। ) ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର ପୂର୍ବତନ ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ #jagannath #RabindraNarayanMishra #odisha #ଜଗନ୍ନାଥ #paradeep #gangamata #ODISHA365 #BhaktiSamarpan #SrikhetraDarshan #MeeraJhanjaaTales @ODISHA 365 @Bhakti Samarpan @Srikhetra Darshan @Meera Jhanjaa Tales

ଶ୍ରୀ ଜଗନ୍ନାଥ-ସାକ୍ଷାତ ମା ଦକ୍ଷିଣ କାଳୀକା | Shri Jagannatha-Embodiment of Mother Dakshin Kali
▶︎

ସତରେ କଣ ମହାପ୍ରଭୁ, ରଥ କରିଦେଲେ ରିକ୍ସାକୁ ।।   ଡ଼ଃ.ଶ୍ରୀକାନ୍ତ ପରିଜା ||Dr. Srikanta Parija।।

1995 ମସିହାରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର, ଜୟ ଶ୍ରୀ ଜଗନ୍ନାଥ 👍🙏🌺🌹🛕

ଜଗନ୍ନାଥ ସଂସ୍କୃତି ପ୍ରଚାରକ ଶ୍ରୀ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର | Kalinga TV

Mo kalia ra Mahima.......
▶︎

Mo kalia ra Mahima.......

ପଣସ ଚୋରୀ କଲେ ମହାପ୍ରଭୁ ଜଗନ୍ନାଥ⭕❗⭕
▶︎

ପଣସ ଚୋରୀ କଲେ ମହାପ୍ରଭୁ ଜଗନ୍ନାଥ⭕❗⭕

Great People with Great Solution | Bartalap with Rabindra Narayan Mishra | Odisha365

ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ

ମହାଦେବ ଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୁଏ 🙏charan ram das prabachana

ବିଖ୍ୟାତ ଓଡିଶୀ ନୃତ୍ୟ ଗୁରୁ ଜୀବଦାନ ପାଇଲେ କେମିତି।। ଡ଼ଃ.ଶ୍ରୀକାନ୍ତ ପରିଜା ||Dr. Srikanta Parija।।

Rath Construction in Puri Halted Amid Dispute Over Khai Wood Rules

ମୁକଂ କରୋତି ବାଚାଳଂ|| ଶ୍ରୀମନ୍ଦିରରେ ସେବା ସମୟର ଏକ ଆଶ୍ଚର୍ଯ୍ୟ ଓ ବିସ୍ମୟକର ଅନୁଭୂତି ||Rabindra Narayan Mishra

ଶ୍ରୀ ଜଗନ୍ନାଥଙ୍କ ମା'- କରମା ବାଈ || Rabindra Narayan Mishra

ଅଲୌକିକ ଲୀଳା ପାତାଳି ଶ୍ରୀକ୍ଷେତ୍ରର || ଆମେ ଅଛୁ ପା ମହାବାହୁ  ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija

ବ୍ରହ୍ମକୁ ଧରିଥିଲି ପୂରା ଶରୀର କମ୍ପୁଥିଲା || Kalinga TV

Sanskriti Charcha #Odisha State Archives# Rabindra Narayana Mishra #Jibana O Shree Jagnannath

ଶ୍ରୀମନ୍ଦିର ଉପରେ ଅଘଟଣ?Jagannath Temple Mystery !ତୃତୀୟ ବିଶ୍ୱଯୁଦ୍ଧ, ପ୍ରାକୃତିକ ବିପଦ, 2026 ସତର୍କ

LIVE: ଦେଖନ୍ତୁ ମୋଦୀଙ୍କୁ ନିଜ ଗାଁ ବୁଲେଇଲେ ଦ୍ରୋପଦୀ ମୁର୍ମୂ, droupadi murmu and narendra modi odisha visit

ଅଲୌକିକ ଅନୁଭୂତି :ଜଗନ୍ନାଥ ଙ୍କ ଅଦ୍ଭୁତ ଚମତ୍କାରୀତା (218)ଡକ୍ଟର ବିବୁଧରଞ୍ଜନ

ମହାପ୍ରଭୁ କାହିଁକି ଗୀତଗୋବିନ୍ଦକୁ ସବୁବେଳେ ଧାରଣ କରନ୍ତି