ଶ୍ରୀ ଜଗନ୍ନାଥଙ୍କ ମା'- କରମା ବାଈ || Rabindra Narayan Mishra

ଶ୍ରୀ ଜଗନ୍ନାଥଙ୍କ ମା'- କରମା ବାଈ || Rabindra Narayan Mishra OFFICIAL CHANNEL OF- Sri Rabindra Narayan Mishra (former Administrator of Shree Jagannath Temple Puri) | Watch and share divya kathamrita with your family and friend "ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥ ମୁଁ ତାକୁ କରଇ ସଦୟ । ତାହାର ସୁବୁଦ୍ଧି ଉଦୟ ॥ ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ "॥ (ଏକାଦଶ ସ୍କନ୍ଧ ,ଏକବିଂଶ ଅଧ୍ୟାୟ,ଭାଗବତ) ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କର ଓ ପରିବାରର ସମସ୍ତଙ୍କର ମଙ୍ଗଳ କରନ୍ତୁ ।। ଭଗବାନଙ୍କ କଥା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ। ଭଗବାନଙ୍କ କଥା ରେ ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ କଷ୍ଟ ରେ ଥିଲେ ବି,ତତକ୍ଷଣାତ୍ ମନର ଶାନ୍ତି ପାଏ ଓ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ । 🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻 (ମହାପ୍ରଭୁଙ୍କର ଓ ଏହି ଧର୍ମ କଥା ଗୁଡିକୁ ସମସ୍ତଙ୍କ ପାଖରେ share କରି ଉପଲବ୍ଧ କରେଇବାକୁ ଓ ଚେଷ୍ଟା କରିବାକୁ ଆପଣଙ୍କୁ ଅନୁରୋଧ ।। ) ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର ପୂର୍ବତନ ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ #jagannath #RabindraNarayanMishra #odisha #ଜଗନ୍ନାଥ #ODISHA365 #BhaktiSamarpan #SrikhetraDarshan #MeeraJhanjaaTales @ODISHA 365 @Bhakti Samarpan @Srikhetra Darshan @Meera Jhanjaa Tales

ଶ୍ରୀ ଜଗନ୍ନାଥ-ସାକ୍ଷାତ ମା ଦକ୍ଷିଣ କାଳୀକା | Shri Jagannatha-Embodiment of Mother Dakshin Kali
▶︎

શિક્ષકની વ્યથાકથા I Jagdish Trivedi I Motivational I Education I Emotional I New vedio I Dayro

ଜଗନ୍ନାଥ ସଂସ୍କୃତି ପ୍ରଚାରକ ଶ୍ରୀ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର | Kalinga TV

ମହାପ୍ରଭୁ କାହିଁକି ଗୀତଗୋବିନ୍ଦକୁ ସବୁବେଳେ ଧାରଣ କରନ୍ତି

ସ୍କନ୍ଦପୁରାଣ ର କଥା ଆସନ୍ତୁ ଶୁଣିବା ଓ ବୁଝିବା ପ୍ରବକ୍ତା- ଇଂ ପ୍ରଫେସର ଡଃ ପ୍ରସନ୍ନ କୁମର ସ୍ଵାଇଁ, (ପ୍ରସନ୍ନଜୀ)

ଶ୍ରୀ ଜଗନ୍ନାଥ ମନ୍ଦିରରେ ଚୋର ପ୍ରସଙ୍ଗ || Rabindra Narayan Mishra

ମହାଦେବ ଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୁଏ 🙏charan ram das prabachana

She Was Trying to Cut It With Scissors and The Grass Was Taller Than My Mowers

ଶ୍ରୀମନ୍ଦିର ଉପରେ ଅଘଟଣ?Jagannath Temple Mystery !ତୃତୀୟ ବିଶ୍ୱଯୁଦ୍ଧ, ପ୍ରାକୃତିକ ବିପଦ, 2026 ସତର୍କ

ସବନମ୍||ଜଣେ ମୁସଲମାନ ଭକ୍ତର ଜଗନ୍ନାଥ ପ୍ରିତି କଥା|,ଏକ ଅଦ୍ଭୁତ ଚରିତ୍ର,ଏକ ଅଦ୍ଭୁତ କଥା||Rabindra Narayan Mishra

ପ୍ରପନ୍ନର ପାରିଜାତ - ଶ୍ରୀ ଜଗନ୍ନାଥ || Rabindra Narayan Mishra

ଶିଖନ୍ତୁ କଥା କହିବାର କଳା | Life Changing Motivational Story in Odia | @CHINTANATVODIA

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସପ୍ତମ ସ୍କନ୍ଧର ୧୧ ଅଧ୍ୟାୟ | Jay Jagannath TV

Khola Katha | In conversation with Rabindra Narayan Mishra, former Administrator, Srimandir

ଓଡିଶୀ ସଂଙ୍କିର୍ତ୍ତତ୍ନ ଗାୟକ ଶ୍ରୀ ବେଣୁଧର ମହାରଣା #odiavolg#youtube  #@RajKumarMohapatra-i3s

ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ

Sri Jagannath Astakam by Pandit Suryanarayan Rathasharma | ଶ୍ରୀ ଜଗନ୍ନାଥ ଅଷ୍ଟକମ୍ | Sidharth Music

ଅଭଡ଼ା କୁଡ଼ୁଆର ଟୋପାଏ ପାଣିରେ ଜୀବ ଛାଡିଲା। ଡ଼ଃ.ଶ୍ରୀକାନ୍ତ ପରିଜା ||Dr. Srikanta Parija।।

Govinda Namalu | గోవింద నామాలు | Govinda Namalu With Lyrics | Lord Venkateswara Songs

ମୋ ଜୀବନରେ ଶ୍ରୀ ଜଗନ୍ନାଥ || Rabindra Narayan Mishra