ଭକ୍ତଙ୍କ ଲୁହରେ ଭିଜିଲା ବଡ଼ଦାଣ୍ଡ 🙏 ଆର ବର୍ଷ ଆସିଥିଲି, ବର୍ଷେ ପରେ କାହିଁକି ଡାକିଲୁ ଜଗା? କୋହଭରା ଦୃଶ୍ୟ
#jayjgannathtvlive #namitaagrawal #jagannathtemplelive "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ପ୍ରଥମ ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #jayjgannathtvlive #jayjagannathtv #namitaagrawal #sitaramagrawal #patitapaban_arati #patakalagidarshan #jagannathdham #ଜୟଜଗନ୍ନାଥଟିଭି #rathayatralive #purilive #jagannathpurilive #jaijagannathtv #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

ସ୍ୱାମୀଙ୍କ ମେରୁଦଣ୍ଡ ହାଡ଼ରେ ଅସହ୍ୟ ଯନ୍ତ୍ରଣା,ଡାକ୍ତର କହିଲେ ଅପରେସନ୍ ହେବ ! ଶେଷରେ ପ୍ରଭୁ କଲେ ଚମତ୍କାର | JJ TV

ଏକାଦଶୀରେ ପତାକା ଲାଗି ଦର୍ଶନ କଲେ ସଦଗତି ପ୍ରାପ୍ତି ହୁଏ | 25-Jun -PATAKALAGI FULL VIDEO | Jay Jagannath Tv

Preserving Odisha's Traditional Recipes for Future Generations | Geetashree Mohapatra | Soa Radio

Arunita ने 'Lag Jaa Gale' पर दी एक Soulful Performance | Indian Idol S12 | Top 100

ସନ୍ଧ୍ୟା ଆଳତୀ ଦର୍ଶନ (25-Jun) | Sandhya Alati LIVE Darshan - Jagannath Temple | Jay Jagannath TV

Sujata Joins Hands, Eyes Women's Vote Bank | Nirbhay Gumar Katha

ଆଖିରୁ ଲୁହ ରୋକିପାରିବେନି: ସାରା ପରିବାର ଉପରେ ଭାଙ୍ଗିପଡ଼ିଥିଲା ଦୁଃଖର ପାହାଡ଼, କେମିତି ସାହାରା ସାଜିଲେ କାଳିଆ ?

ଯେତିକି ପାପ କରିବା ମରଣ ବେଳେ ସେତିକି କଷ୍ଟ ପାଇବେ ?

ମାଉସୀମା କିଏ ଜାଣିଲେ ଆଖିର ଲୁହକୁ ରୋକିପାରିବେନି ! Dhama Madhuri 32 | Dr. Ashutosh Prasad Mishra

Patakalagi Darshan(25-Jun)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Dhwaja Paribarttan

ଚାମେଲୀଙ୍କ ସହ କବାଟକିଳା ବୈଠକ ll FOCUS PLUS ||

ଓଡ଼ିଶାରେ PM ମୋଦୀ, ହଠାତ୍ ବଡ଼ ଘୋଷଣା!/ PM Modi in Odisha / Kartavya New /🔴Live

ମନ ଦୁଃଖ କରିବାରୁ ପୁରୀରେ ଘର ପ୍ରତିଷ୍ଠା ଦିନ ହେଲା ଚମତ୍କାର | Jagannath Mahima | Shakti Shankar Mishra

Unplugged ft. Rajan Ji Maharaj | Raam | Krishna | Spirituality | Maha Kumbh | Balaji Mandir | Bihar

ରହସ୍ୟମୟ ହାତୀ ବେଶ ପ୍ରସ୍ତୁତି: କେମିତି ପ୍ରସ୍ତୁତ ହୁଏ ପ୍ରଭୁଙ୍କ ବେଶ? Jay Jagannath TV

Kapil की कव्वाली पर स्टेज पर उतर आईं 2 हसीनाएं | Best Of The Kapil Sharma Show | Episode

ଶ୍ରୀମନ୍ଦିର ଉପରେ ଅଘଟଣ?Jagannath Temple Mystery !ତୃତୀୟ ବିଶ୍ୱଯୁଦ୍ଧ, ପ୍ରାକୃତିକ ବିପଦ, 2026 ସତର୍କ

A Turkish family taught me this trick - Zucchini tastes better than meat! No one knows this recipe.😋

EVERYTHING is DIFFERENT in this Minecraft MOD…

