ବ୍ୟୁଟିଙ୍କ ପାଇଁ ବାହାରିଲା ଓଡ଼ିଶା ପୋଲିସ୍ ସଂଘ!Odisha police association demand's justice for IIC Beauty

ବ୍ୟୁଟିଙ୍କ ପାଇଁ ବାହାରିଲା ଓଡ଼ିଶା ପୋଲିସ୍ ସଂଘ, ଖୋଲିଲା ଗୁମର! ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତି ଙ୍କ ମୃତ୍ୟୁ ଘଟଣାରେ ଆଜି ମୁହଁ ଖୋଲିଛି ପୋଲିସ ଅଫିସର ସଂଘ । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଦାବି କରିଛି ସଂଘ ।30 ଦିନ ମଧ୍ୟରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଦାବି କରିଛି । ପୋଲିସ କେବଳ ଏକ ଅପମୃତ୍ୟୁ ମାମଲା କରି ଦେଇ ବସି ନପଡୁ । ବରଂ ଘଟଣାର ଉଚିତ ତଦନ୍ତ ହେବା ଦରକାର । ଏଥି ସହିତ ସଂଘ କହିଛି ଯେ ପୋଲିସ କାର୍ଯ୍ୟ କ୍ଷେତ୍ରରେ ମାତ୍ରାଧିକ ଚାପରେ ରହୁଛି । ସେମାନଙ୍କୁ ଆବଶ୍ୟକ ଛୁଟି ମିଳୁନାହିଁ । ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହେବ ସେଥି ପ୍ରତି ଦୃଷ୍ଟି ଦିଆଯିବା ଉଚିତ ବୋଲି ସଂଘ କହିଛି । Odisha police association demand's justice for IIC Beauty Mohanty. #JusticeForBeautyMohanty #JusticeForIICBeautyMohanty #JusticeForBeauty #OdishaPolice #Cuttack #OdishaNews Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ଚୀନ ମିସାଇଲକୁ ଧ୍ୱଂସ କଲା ଭାରତ! India's Brahmastra on China Border | BrahMos Missile | Dragon Army
▶︎

ପଟ୍ଟନାୟକ ପରିବାରର ଗୁମର | News Desk Interview With Niranjan Patnaik | Manas Dash Podcast | Odia News

ବ୍ୟୁଟି ମହାନ୍ତି କେବଳ ୨ ଟି କାରଣ ପାଇଁ ଜୀବନ ହାରିଛନ୍ତି ! Adv Byomkesh Tripathy, Beauty Mohanty death.

ଫେଲ୍ ମାରିଲେ ବୈଭବ, ଆଗକୁ କ'ଣ ହେବ |  Why India Lost A Winning Match At Old Trafford? Odia News N18V

EC Releases Odisha SIR Draft Electoral Rolls; Over 20 Lakh Names Deleted After Enumeration

Pakhala Feast Ministers, Officials Consume ₹2.32 Crore Worth of Pakhala | Kahile Kahiba Kahuchi

'ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର'... ସେଦିନର ଟପ୍ ହିରୋଇନ୍... | EP-165 | Podcast With Tripura Mishra

ଆହୁରି ଭୀଷଣ ବର୍ଷା ! Depression Intensifies | Cross Between Chandbali & Digha Close To Balasore

Iran Enters Day Two Of Mourning, Funeral Ceremonies For Former Supreme Leader Ali Khamenei

ଗରିବ ଜୁଆଙ୍ଗ ଆଦିବାସୀଙ୍କ ପାଇଁ ସରକାରଙ୍କ ଚିନ୍ତା ନାହିଁ, ଦାଦନ ଖଟିବାକୁ ଯାଇ ଯାଉଛି ଜୀବନ l TN Gas Leak Tragedy

🔴 LIVE: ଓଡ଼ିଶାକୁ ବାତ୍ୟା ଆଶଙ୍କା? ୫ ତାରିଖକୁ ନେଇ ବଡ଼ ଅପଡେଟ୍ | Odisha Weather Live | Durabartta News

ଦଳ-ବଳ ନେଇ ଭୁବନେଶ୍ୱରରେ ପହଞ୍ଚିଲେ ଚାମେଲୀ ଓଝା  I  Chameli Ojha In Bhubaneswar

ଡ୍ରାଫ୍ଟ ଇଲେକ୍ଟୋରାଲ୍ ରୋଲ୍ ରେ ବାଦ ପଡ଼ିଥିବା ଭୋଟର , ଅଭିଯୋଗ ଜଣାଇପାରିବେ l Odisha draft electoral rolls

ଚାଲିଗଲେ IIC ବିୟୁଟି ,ଛାଡିଗଲେ ଅନେକ ପ୍ରଶ୍ନ। ll FOCUS PLUS ||

ସୌମ୍ୟ ହ-ତ୍ୟାକାଣ୍ଡ ଘଟଣାରେ, ଜେନାବାବୁଙ୍କୁ କେବେ ଗିରଫ କରିବ କ୍ରାଇମବ୍ରାଞ୍ଚ ...Balianta case

ସେ ଏଡ଼େ ବଦମାସ୍ ଜାଣିଥିଲେ, କେବେବି ମନୋଜକୁ ୨ୟ ଥର ବାହା ହେଇନଥାନ୍ତି! wife brings cheating allegation, Bbsr

୨ କୋଟି ଜମି ୧୮ କୋଟିରେ କିଣିଲେ, ରାମ ମନ୍ଦିର ସନ୍ଥ ଜାଣି ପାରିଲେନି କେମିତି? MP Sanjay Singh। Ram temple heist

ଦେବଗଡ଼ ଜିଲ୍ଲାରୁ ଯୋଡ଼ି ହେବେ, ନୂଆ ଲକ୍ଷପତି ଦିଦି ! Deputy CM Prabhati Parida ,Deogarh

IIC ବିୟୁଟି ମହାନ୍ତି ମୃତ୍ୟୁ ଘଟଣା , ଅଟକ ପୋଲିସ କର୍ମଚାରୀଙ୍କୁ ଜେରା କରୁଛି ପୋଲିସ ! IIC Beauty Mohanty

ହଠାତ ତୁମ୍ବି ତୁଫାନ କାହିଁକି ଥମିଗଲା, କୁଆଡେ ଗଲେ ଆନ୍ଦୋଳନକାରୀ, ଗୁମର ଖୋଲିଲେ ବରିଷ୍ଠ ସାମ୍ବାଦିକ