ଦିଲ୍ଲୀରେ ଲଢେ଼ଇ ଆହୁରି ୩ ଗୁଣା ବଢ଼ିବ ! Genz CJP Jantar mantar Protest will be 3 times more, Bbsr.
ଦିଲ୍ଲୀରେ ଲଢେ଼ଇ ଆହୁରି ୩ ଗୁଣା ବଢ଼ିବ ! ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଭୁବନେଶ୍ୱରର ଲୋକ ସେବା ଭବନ ସମ୍ମୁଖରେ ବିଜେପି ସରକାର ବିରୋଧରେ ଏକ ବିଶାଳ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ନୂଆଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୋଲିସ ଲାଠିଚାର୍ଜ ଏବଂ NEET ପ୍ରଶ୍ନପତ୍ର ଲିକ୍ ଦୁର୍ନୀତି ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବରିଷ୍ଠ କଂଗ୍ରେସ ନେତାମାନେ ଗର୍ଜିଛନ୍ତି। ଏହାସହିତ ରାଜ୍ୟରେ ଚାଲିଥିବା ଖରିଫ ଚାଷ ସମୟରେ ୟୁରିଆ ସାରର ଘୋର ଅଭାବ ପାଇଁ ଦଳ ବିଜେପିର 'ଡବଲ୍-ଇଞ୍ଜିନ' ସରକାରକୁ ଦାୟୀ କରି ରାଜ୍ୟବ୍ୟାପୀ ଆନ୍ଦୋଳନର ଚେତାବନୀ ଦେଇଛି। Genz CJP Jantar mantar Protest will be 3 times more, Bbsr. #OdishaCongress #BhubaneswarProtest #BJP_Odisha #DharmendraPradhanResign #NEETPaperLeak #BhaktaCharanDas #LokSevaBhawan #FertilizerShortage Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ସତ କହିଲେ ପୂର୍ବତନ SP ଆଇନରେ ବ୍ୟବସ୍ଥା ନାହିଁ,ସାଧା ପୋଷାକରେ ପୋଲିସ ଲାଠିଚାର୍ଜ କରିବ! former SP on CJP protest

ରଥଯାତ୍ରା ଗୁମର ! Puri Gajapati Maharaj Interview | Puri Rath Yatra 2026 | Odia Podcast | Manas Dash

Ratha Jaa Chali Jaa Chaka Gadi Jaa | ରଥଯା ଚାଲିଯା ଚକ ଗଡ଼ିଯା- RathaJatra Song | Namita Agrawal,Pradnya

ନିଟ୍ ଆନ୍ଦୋଳନକାରିଙ୍କୁ ସଲମାନଙ୍କ ସମର୍ଥନ,କହିଲେ ପିଲାଙ୍କ ଭବିଷ୍ୟତ ରାଜନୀତି କରନାହିଁ ! Salman Khan support CJP

କଂଗ୍ରେସ କଲା ଅଣ୍ଡା ମାଡ଼, ରୋକିବାକୁ ପୋଲିସ ଝାଳନାଳ ! Congress protest against education Minister.

ପିଲାଙ୍କ ଆନ୍ଦୋଳନ ରୁ ବାହାରିବେ ବହୁତ୍ କ୍ରାନ୍ତିକାରୀ ! Farmer leader Rakesh Tikait at Jantar mantar.

ଭୟଙ୍କର ଦୁର୍ଘଟଣା | Barajatri Car Accident In Dhenkanal | Car Fell Into Pond | Odia News

ମୋଦିଙ୍କ ଘୋଷଣା| ବଡ଼ ଆକ୍ସନ୍ ଆରମ୍ଭ! PM Modi Big Statement on Paper Leak |Fast-Track Courts to be Set Up

ପୋଲିସ ଆନ୍ଦୋଳନ ବେଳେ ମୋ କାନରେ କହିଲେ ଏ ସରକାରକୁ ହଟେଇ ଦିଅ, ସାମ୍ବାଦିକ ସମ୍ମିଳନୀରେ କହିଲେ ରାହୁଲ ! CJP Protest

See the passion at Jantar Mantar at 2:30 AM! Government shuts down metro stations! Salman Khan co...

Dharmendra as Excuse, Modi the Real Target | Nirbhay Gumar Katha

Dhenkanal wedding tragedy: 5 killed after car plunges into pond | Kalinga TV

How Gen Z in India turned an insult into a political uprising

ଧର୍ମ ସଂକଟରେ ମୋଦି ! | CJP protest | cockroach janta party 3 Demand | Dharmendra Pradhan | Odia News

5 Reasons Why BJP Won't Sack Education Minister Dharmendra Pradhan | Honest Take With Tejas

Sonam Wangchuk & CJP right or wrong? | Abhi and Niyu

LIVE: दिल्ली जंतर-मंतर पर CJP का बड़ा प्रदर्शन | अब क्या होगा? | Protest by CJP

ଆମ ଝିଅ ସ୍କୁଲରେ କେମିତି ମରିଛି , ସିସିଟିଭି ଫୁଟେଜ୍ ଦେଖାନ୍ତୁ l Girl Student's Death Case , Mayurbhanj

ନୋ ପାର୍କିଂ ଯୋନ ଭାବେ ଘୋଷଣା ହେଲା ସାଲେପୁର ମୁଖ୍ୟ ବଜାର ! Salepur Market,No Parking ZONE ,cuttack

ରାସ୍ତାକୁ ଓହ୍ଲାଇଲା BJD ଜନ୍ତର ମନ୍ତର ଛାତ୍ରଙ୍କ ସହିତ ଆମେ ଅଛୁ ! BJD protest against education Minister,

लाठी चार्ज, डंडे, आँसू गैस, पेलेट और बर्बरता... दिल्ली में 20 जुलाई को क्या-क्या हुआ?

