ଆମ ଝିଅ ସ୍କୁଲରେ କେମିତି ମରିଛି , ସିସିଟିଭି ଫୁଟେଜ୍‌ ଦେଖାନ୍ତୁ l Girl Student's Death Case , Mayurbhanj

ଆମ ଝିଅ ସ୍କୁଲରେ କେମିତି ମରିଛି , ସିସିଟିଭି ଫୁଟେଜ୍‌ ଦେଖାନ୍ତୁ l ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆସ୍ଥିତ ପିଏମସି ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଘଟିଥିବା ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ପରିବାର ସଦସ୍ୟ, ସ୍ଥାନୀୟ ଲୋକ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଦୁଃଖ ସହିତ ବିଭିନ୍ନ ପ୍ରଶ୍ନ ଉଠିଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ବାରିକଙ୍କ ସୂଚନା ଅନୁଯାୟୀ, ଛାତ୍ରୀଜଣକ ସକାଳେ ସାଧାରଣ ଭାବରେ ବିଦ୍ୟାଳୟକୁ ଆସିଥିଲେ ଏବଂ ସେତେବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। କିନ୍ତୁ ବିଦ୍ୟାଳୟରେ ନିତ୍ୟକର୍ମ କରୁଥିବା ସମୟରେ ସେ ହଠାତ୍ ଅସୁସ୍ଥ ହୋଇ ଅଚେତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ଘଟଣା ଦେଖି ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଶିକ୍ଷକମାନେ ତୁରନ୍ତ ତାଙ୍କୁ ଏକ ଅଟୋ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। Mayurbhanj Girl Student's Death Case , Family Protest #MayurbhanjSchoolTragedy #KaranjiaHighSchool #OdishaSchoolNews #JusticeForOdishaStudents #Mayurbhanj #Karanjia #OdishaNews #SchoolSafety Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

"ମୋ ଦୁଇ ଝିଅଙ୍କୁ ମୁଁ ମୋ ପୁଅ ଭଳି ଭାବୁଥିଲି...ଝିଅ ଜନ୍ମ କରି ଭୁଲ କରିଦେଲି ବୋଧେ !"
▶︎

ସତ କହିଲେ ପୂର୍ବତନ SP ଆଇନରେ ବ୍ୟବସ୍ଥା ନାହିଁ,ସାଧା ପୋଷାକରେ ପୋଲିସ ଲାଠିଚାର୍ଜ କରିବ! former SP on CJP protest

11AM Headlines | 23rd JULY 2026 | Odia News | Breaking News | Odisha News | Kanak News

ପୋଖରିରେ ପଶିଲା ବରଯାତ୍ରୀ କାର, ୫ ମୃତ ୨ ଉଦ୍ଧାର ! Car accident in Dhenkanal

ମୋଦିଙ୍କ ଘୋଷଣା| ବଡ଼ ଆକ୍ସନ୍ ଆରମ୍ଭ! PM Modi Big Statement on Paper Leak |Fast-Track Courts to be Set Up

🔴ବଢ଼ିଲା ଧର୍ମେନ୍ଦ୍ରଙ୍କ ଅଡ଼ୁଆ | Naveen Patnaik Demands Dharmendra Pradhan’s Resignation

ନିଟ୍ ଆନ୍ଦୋଳନକାରିଙ୍କୁ ସଲମାନଙ୍କ ସମର୍ଥନ,କହିଲେ ପିଲାଙ୍କ ଭବିଷ୍ୟତ ରାଜନୀତି କରନାହିଁ ! Salman Khan support CJP

What Happens After Death? | Does Aatma really Exist? | Dhruv Rathee

Pt.9 | Modi’s Police Crushes Protest But Ugly Face Exposed | Did Cockroaches Win? | Akash Banerjee

ନୋ ପାର୍କିଂ ଯୋନ ଭାବେ ଘୋଷଣା ହେଲା ସାଲେପୁର ମୁଖ୍ୟ ବଜାର ! Salepur Market,No Parking ZONE ,cuttack

ନାଉଗାଁ ଥାନାର ଦ୍ୱାରସ୍ତ ହେଲେ ନନ୍ଦମଣୀ ମହାଦେବଙ୍କ ଆଦ୍ୟ ସେବକ ! jagatsinghapur news

Skyroot Vikram-1 Launches Successfully into Space | India's First Private Orbital Rocket

ପୁରୁଷୋତ୍ତମପୁର ପୋଲିସକୁ ବଡ଼ ସଫଳତା, ଦାଦାବଟି ମାଗି ଗିରଫ ହେଲେ ୬ଅଭିଯୁକ୍ତ! !police case

ଲଗାଣ ବର୍ଷା ଯୋଗୁଁ ବାଲିବରେଇ ଗାଁରେ ଭୁଷୁଡ଼ିଲା ୧୯୭୦ମସିହାର ପୋଲ !bridge collapse in keonjhar

Sonam Wangchuk Case: Can the State Force Medical Treatment? SG Explains

ଆମୋନିଅମ୍ ନାଇଟ୍ରେଟ୍ ଗୋଦାମ ଗୃହ ନିର୍ମାଣ ନେଇ ତାତିଲେ କନ୍ଧଚନ୍ଦନ ପେଢି ଗାଁ ଲୋକେ ! protest in ganjam

India’s ‘cockroach’ protests explained and what happens next | BBC News

Trump Crashes Spain's World Cup Moment & Jon Examines Team Trump's “Meritocracy" | The Daily Show