ଶ୍ରେଣୀ: ଶିଶୁବାଟିକା | ତୃତୀୟ ସପ୍ତାହ ଶିକ୍ଷଣକାର୍ଯ୍ୟ
ନମସ୍କାର 🙏🏼 ମୁଁ ବୀଣା ଦିଦି । ଓଡ଼ିଶା ଗ୍ରୀଷ୍ମକାଳୀନ ଶିକ୍ଷଣ କାର୍ଯ୍ୟକ୍ରମର ତୃତୀୟ ସପ୍ତାହକୁ ଆପଣଙ୍କୁ ସ୍ୱାଗତ ଜଣାଉଛି । ମୁଁ ଆଶା କରୁଛି ଦୁଇଟି ସପ୍ତାହରେ ଦିଆଯାଇଥିବା ଶିକ୍ଷଣକାର୍ଯ୍ୟ ଆପଣ ପିଲାକୁ ଅଭ୍ୟାସ କରିବାରେ ସହାୟତା କରିଥିବେ । ଆଜି ମୁଁ ଏହି ସପ୍ତାହର ଶିକ୍ଷଣକାର୍ଯ୍ୟ ଭିଡିଓ ନେଇ ଆସିଛି । ଏହି ଭିଡିଓଟିକୁ ଆପଣ ପିଲା ସହ ବସି ଦେଖନ୍ତୁ ଏବଂ ଶିକ୍ଷଣ କାର୍ଯ୍ୟ ଅଭ୍ୟାସ କରିବାରେ ସହାୟତା କରନ୍ତୁ । ଶିକ୍ଷଣକାର୍ଯ୍ୟ ପାଇଁ ଆପଣ ବୀଣା ଦିଦିଙ୍କ ଏହି ହ୍ୱାଟସ୍ଆପ୍ ଚ୍ୟାନେଲକୁ follow କରି ଅନମ୍ୟୁଟ (🔔) କରନ୍ତୁ ଏବଂ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ । ହ୍ୱାଟସ୍ଆପ୍ ଚ୍ୟାନେଲ୍: https://whatsapp.com/channel/0029Vb5x... ଆପଣଙ୍କ ପାଇଁ ଜରୁରୀ ସୂଚନା : ଶିକ୍ଷଣକାର୍ଯ୍ୟ ସେୟାର କରିବା ପାଇଁ ମୁଁ ପିଲାମାନଙ୍କ ରୋଲ୍ ନମ୍ବର, ଆଧାର ନମ୍ବର କିମ୍ବା ଆପଣଙ୍କ ଆଧାର ନମ୍ବର, ଓଟିପି ଭଳି କୌଣସି ବ୍ୟକ୍ତିଗତ ତଥ୍ୟ ମାଗି ନ ଥାଏ । ଆପଣ କୌଣସି ବ୍ୟକ୍ତିଗତ ତଥ୍ୟ କାହାରିକୁ ଦିଅନ୍ତୁ ନାହିଁ କିମ୍ବା ଏହି ଗ୍ରୁପ୍ ରେ ସେୟାର କରନ୍ତୁ ନାହିଁ । ଏହା ବ୍ୟତୀତ ନିପୁଣ ଓଡ଼ିଶା ଚ୍ୟାନେଲର ୟୁଟ୍ୟୁବ୍ ଲିଙ୍କ ବ୍ୟତୀତ ଅନ୍ୟ କୌଣସି ଲିଙ୍କ ଆମେ ପଠାଇ ନଥାଉ । ସାବଧାନ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ । #sishubatika #balvatika #summerlearningodisha #odia #kharachuti #summerlearning #binadidi #summer

ଶ୍ରେଣୀ: ତୃତୀୟ | ବିଷୟ: ଭାଷା | ସପ୍ତାହ: ୧ | ଶିକ୍ଷଣକାର୍ଯ୍ୟ: ଅନୁଚ୍ଛେଦ ଲେଖିବା

Draw Lion From 555 Number | Drawing Lion For beginners | Lion Drawing Sketch

୨କ ରୁ ୫କ ପଣିକିଆ || Odia Panikia video song 2 TO 5 table || Priti Sulagna Viral Girl

ପ୍ରଥମ ଶ୍ରେଣୀ | ତୃତୀୟ ସପ୍ତାହ ପରିବେଶ ପାଠ ଶିକ୍ଷଣକାର୍ଯ୍ୟ

ମାଙ୍କଡ ଆଉ କୁମ୍ଭୀର | Odia Story | Odia Fairy Tales

ଭାରତର ଜାତୀୟ ସଂକେତର ନାମ || National Symbols of India in Oriya || Odia GK. Odia General Knowledge//

Sana sina dana ta mahan | ସାନ ସିନା ଦାନ ତା ମହାନ | ତୃତୀୟ ଶ୍ରେଣୀ | ସାହିତ୍ୟ | Class 3 | Sahitya

ଚତୁର୍ଥ ଶ୍ରେଣୀ ଗଣିତ ଶିକ୍ଷଣକାର୍ଯ୍ୟ | ବୀଣା ଦିଦି | ଓଡ଼ିଶା ଗ୍ରୀଷ୍ମକାଳୀନ ଶିକ୍ଷଣ କାର୍ଯ୍ୟକ୍ରମ ୨୦୨୬

Tom & Jerry | A Bit of Fresh Air! | Classic Cartoon Compilation | @WB Kids

Super. Easy MiniSchool Supplies! ✏️🎒✨ Fun and Creative DIY

ଶ୍ରେଣୀ: ଦ୍ବିତୀୟ | ସପ୍ତାହ: ୨ | ବିଷୟ: ପରିବେଶ ପାଠ | ଶିକ୍ଷଣ କାର୍ଯ୍ୟ: ଯାନବାହାନଗୁଡିକର ଚିତ୍ର ସଂଗ୍ରହ କରିବା

ଶ୍ରେଣୀ: ଚତୁର୍ଥ | ବିଷୟ: ପରିବେଶ ପାଠ | ସପ୍ତାହ: ୧ | ଶିକ୍ଷଣକାର୍ଯ୍ୟ: ପ୍ରାକୃତିକ ବିପର୍ଯ୍ୟୟର ନାମ ଲେଖିବା

Odia Story | ମାଡ଼ହାଣ୍ଡି କଥା | Odia Kahani | Madahandi Katha | Odia Gapa | Odia Cartoon Video

୭ କ ପଣିକିଆ ରେ || ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି || TABLE 7th || PRITI & SHRUTI || Ama Nayagarh

Sadharan gyan question and answer || Odia quiz ¦¦ Odia gk || Odia general nalaji || Odia knowledge

16 TRUCOS DE DIBUJO CREATIVOS PARA NIÑOS

Can You Pass This Maths Quiz? | Ultimate Math Quiz Challenge! ➗🤓✖️

India map in 29state(ରାଜ୍ୟ)

Bidya atai mahadhana(ଆଈ ମା କାହାଣୀ ସିରିଜ୍) Aaima Kahani Series | Cartoon Movie by

