ରୁମାଟଏଡ୍ ଆର୍ଥ୍ରାଇଟିସ୍ : ଡାକ୍ତରଙ୍କ ୧୦ଟି ଟିପ୍ସ | Tips for Rheumatoid Arthritis | Prof Dr JR Parida
#RheumatoidArthritis #OdiaHealthTips ରୁମାଟଏଡ୍ ଆର୍ଥ୍ରାଇଟିସ୍କୁ ନେଇ ଲୋକଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ରହିଛି। କେତେକ ଲୋକ ଡେରିରେ ଡାକ୍ତରଙ୍କ ପାଖରେ ପହଞ୍ଚନ୍ତି, ତ କେତେବେଳେ ଅଧାରୁ ଔଷଧ ନେବା ବନ୍ଦ କରିଦିଅନ୍ତି, ତ କେତେବେଳେ ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନାନାଦି ଚିକିତ୍ସର କରନ୍ତି। ତେବେ ଆସନ୍ତୁ ବିଶିଷ୍ଟ ରୁମାଟୋଲୋଜିଷ୍ଟ ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ରୁମାଟଏଡ୍ ଆର୍ଥ୍ରାଇଟିସ୍କୁ ନେଇ ୧୦ଟି ଟିପ୍ସ ବିଷୟରେ ଆଲୋଚନା କରିଛନ୍ତି। There is a lot of confusion in people’s minds about rheumatoid arthritis. Some people go to the doctor late, sometimes they stop taking medication, and sometimes people succumb to superstition and do various treatments. How to heal from rheumatoid arthritis? Let's find out more from Prof Dr Jyoti Ranjan Parida, a Rheumatologist. Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

ଆର୍ଥ୍ରାଇଟିସ୍ ଯନ୍ତ୍ରଣାରୁ ମିଳିବ ମୁକ୍ତି ମିଳିଗଲା ଶେଷ ସମାଧାନ STOP Arthritis Pain | Dr Jyoti Ranjan Parida

Doctor Doctor | Rheumatoid Arthritis: Symptoms, Diagnosis, and Treatment

ଆଣ୍ଠୁ ଗଣ୍ଠି ବିନ୍ଧାର ଭିତିରି କଥା କହିଦେଲେ ଡାକ୍ତର... Podcast With DR Jyoti Ranjan Parida।Odia News N18P

7 SUPERFOODS that CRUSH Rheumatoid Arthritis

Dr.Bidyut Kumar Das | ଡା.ବିଦ୍ୟୁତ୍ କୁମାର ଦାସଙ୍କୁ ମିଳିଲା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ

ଆଣ୍ଠୁଗଣ୍ଠି ବାତ ରୋଗୀ କରନ୍ତୁ ଏହି ଏକ୍ସରସାଇଜ୍ | Knee Pain Relief Exercises in Odia | Rashmita Pandab

ୟୁରିନ୍ ଇନ୍ଫେକ୍ସନ୍ - ରୋକିବେ କିପରି? | Dr Sukanta Kumar Padhy on Urine Infections in Odia

ଏମିତି ଡାକ୍ତର କେବେ ଦେଖିନଥିବେ |Health Summit|News18 Odia Health Care Summit 2025| Dr. Bidyut Kumar Das

Doctor Online | How to treat Rheumatoid Arthritis || Prof. Dr. Jyoti Ranjan Parida | MBCTv

Arthritis & Rheumatology || Fit Rahu Odisha || Prameya News7

Diet for #Arthritis Patients Foods to Eat and Avoid - Explained in Odia || Dr. Rajendra Sahoo

ଗାଉଟ୍ ଆର୍ଥ୍ରାଇଟିସ୍ – କାରଣ ଓ ଚିକିତ୍ସା | Dr Jyoti Ranjan Parida on Uric Acid Arthritis in Odia | Gout

Special Report: Arthritis - Types, Symptoms, Cause And Remedies | Odisha |

ଆଣ୍ଠୁ ଗଣ୍ଠି ବିନ୍ଧାର ଭିତିରି କଥା କହିଦେଲେ ଡାକ୍ତର... Podcast With DR Sunil Kumar Dash ।Odia News N18P

ରକ୍ତହୀନତା (ଆନିମିୟା) କିପରି କରିବେ ଦୂର ? Anemia in Odia Treatment & Prevention | Dr. Ashutosh Mohapatra

RA Remission Without Methotrexate or Biologics — A Real Patient Story That Will Blow Your Mind

ଆର୍ଥ୍ରାଇଟିସ୍: ଏଡ଼ାଇବେ କିପରି? | Arthritis: How to Treat? in Odia | Joint Pain | Dr Shakti Swaroop

ସିଆଟିକା କ’ଣ? – କାରଣ, ଲକ୍ଷଣ, ଚିକିତ୍ସା । Dr PC Dey on Sciatica and Endoscopy Surgery in Odia

ଆଣ୍ଠୁଗଣ୍ଠି ବ୍ୟଥାର କାରଣ ଓ ଚିକିତ୍ସା | Dr Smarajit Patnaik on Joint Pain Causes & treatment in Odia

