ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଡାଏଟ୍ | Diet to Control High Blood Pressure, in Odia | Niharika Dash
#BloodPressureDiet #OdiaHealthTips ଉଚ୍ଚ ରକ୍ତଚାପ ଥିଲେ ଡାଏଟ୍ର ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଉଚ୍ଚ ରକ୍ତଚାପକୁ କଣ୍ଟ୍ରୋଲ କରିବାକୁ ହେଲେ କ’ଣ କ’ଣ ଡାଏଟ୍ ନେବା ଜରୁରୀ, ଆସନ୍ତୁ ଡାଏଟିସିଆନ୍ ନିହାରିକା ଦାଶଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଡାଏଟ୍ (0:00) କେଉଁ ଭଳି ଖାଦ୍ୟରୁ ନିବୃତ୍ତ ରହିବେ? (5:34) ଉଚ୍ଚ ରକ୍ତଚାପ ରୋଗୀ କେତେ ପରିମାଣର ଲୁଣ ଖାଇପାରିବେ? (6:39) Diet plays a crucial role in controlling High Blood Pressure, also known as Hypertension. How to manage and reduce High Blood Pressure through Diet? Let us know from Niharika Dash, a Dietician. In this Video, Diet to control High Blood Pressure, in Odia (0:00) Foods to avoid in High Blood Pressure, in Odia (5:34) How much salt should you consume if you have High Blood Pressure? in Odia (6:39) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

ପତଳା ହେବା ଏତେ ସହଜ !Dietitian, Nutritionist Dr. Niharika Dash |News18 Odia Podcast |Dieting Tips|N18P

କିଛି ଅକୁହା କଥା... | EP - 98 | Podcast With Actress, Dietitian Niharika Dash

Is High Blood Pressure Curable? | Dr. Archana Samal, Medicine Specialist | Doctor's Tips

ସିଆଟିକା କାହିଁକି ହୁଏ? | Sciatica in Odia | Symptoms & Treatment | Dr Rajendra Sahoo

DAY 8 VP Sara Impeachment—NBI Director MATIBAG as Prosecution Witness!

ରକ୍ତଚାପ ବଢିଗଲା ? ସହଜ ଉପାୟରେ କେମିତି ନିୟନ୍ତ୍ରଣ କରିବେ? Control High Blood Pressure | Dr. Jayanta Panda

Morning Stroke WARNING! Spot These Signs the Moment You Wake Up — It Can Save a Life!

ନିହାରିକା ଦାଶ - ଓଡିଶାରୁ ଦୁବାଇ | Niharika Dash’s Inspiring Transformation – Entertainment to Nutrition

Blood Pressure Solution through food: Eat This, Not That! ❌ | Nutritionist Suchismita Moharana

କୋଲେଷ୍ଟ୍ରୋଲ କଣ୍ଟ୍ରୋଲ କରିବାର ଉପାୟ? | How to Control High Cholesterol? in Odia | Dr Sudhir Patnaik

Effective & Efficient Way To Control Diabetes | Dietician | Swasthya Sambad | Sushree Tapaswini Das

ଡାଏବେଟିସ୍ (ମଧୁମେହ) କାହିଁକି ହୁଏ? | Diabetes: Are You at Risk? in Odia | Causes | Dr Alok Kanungo

ଉଷୁମ ପାଣି ଓ ଯୋଗ ଭଲ କରିବ ସବୁରୋଗ। Yoga and benifits of lukewarm water, Pitambar sahu yoga teacher.

କିଡ଼ନୀ ସୁରକ୍ଷିତ ରଖିବାର ଉପାୟ / How to keep My Kidney Healthy / Dr Chandan Patra / KHUSI DIABETES CARE

Ama Sarira Ama Doctor || ମେଥି ଖାଇବାଦ୍ୱାରା ଉପକାରିତା || 31 Aug 2024 | Argus News

ଗୋଇଠି ଓ ତଳି ପାଦରେ ଅସହ୍ୟ ବ୍ୟଥା: କେମିତି ରୋକିବେ? | Feet and Heel Pain in Odia | Dr Shakti Swaroop

ଅତ୍ୟାଧୁନିକ ପଦ୍ଧତିରେ ବ୍ରେନ୍ ଷ୍ଟ୍ରୋକର ଚିକିତ୍ସା Modern Treatment of Brain Stroke। My Doctor। Odisha

କୋଲେଷ୍ଟ୍ରୋଲ: କେମିତି କରିବେ ନିୟନ୍ତ୍ରଣ? | How to Control High Cholesterol? in Odia | Dr Sudhir Patnaik

ଗ୍ୟାସରୁ ମୁକ୍ତି ଏତେ ସହଜ ! Gastric problem solution | Dr Manoj Sahu | Manas Dash | Odia News | N18P

