କୋଲେଷ୍ଟ୍ରୋଲ କଣ୍ଟ୍ରୋଲ କରିବାର ଉପାୟ? | How to Control High Cholesterol? in Odia | Dr Sudhir Patnaik
#HighCholesterol #OdiaHealthTips ରକ୍ତରେ ଖରାପ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଗଲେ ତାହାକୁଉଚ୍ଚ କୋଲେଷ୍ଟ୍ରୋଲ କୁହାଯାଏ। ଉଚ୍ଚ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବା ଜରୁରୀ କାରଣ ଏହା ହୃଦ୍ ରୋଗ ଏବଂ ଷ୍ଟ୍ରୋକ୍ ଭଳି ଆଶଙ୍କାକୁ ବଢ଼ାଇଥାଏ। ଉଚ୍ଚ କୋଲେଷ୍ଟ୍ରୋଲକୁ କିପରି ନିୟନ୍ତ୍ରଣ କରିବେ? ଆସନ୍ତୁ ଜାଣିବା ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ସୁଧୀର ପଟ୍ଟନାୟକଙ୍କଠାରୁ। ଏହି ଭିଡିଓରେ ରହିଛି, କୋଲେଷ୍ଟ୍ରୋଲ ସ୍ତର କେତେ ରହିବା ଜରୁରୀ? (0:00) କୋଲେଷ୍ଟ୍ରୋଲ କାହିଁକି ବଢ଼େ? ସ୍ଵାସ୍ଥ୍ୟ ଉପରେ ଏହାର ପ୍ରଭାବ (1:06) କୋଲେଷ୍ଟ୍ରୋଲର ଚିକିତ୍ସା (2:41) High cholesterol, or hypercholesterolemia, is a condition characterized by elevated levels of cholesterol in the blood. It's important to control high cholesterol because it significantly increases the risk of cardiovascular diseases, such as heart disease and stroke. How to control High Cholesterol? Let's know more from Dr Sudhir Patnaik, a Medicine Specialist. In this Video, Normal range for Cholesterol level, in Odia (0:00) Causes of High Cholesterol, in Odia (1:06) Treatment of High Cholesterol, in Odia (2:41) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

କଣ୍ଟ୍ରୋଲରେ ରହିବ କୋଲେଷ୍ଟ୍ରୋଲ | How to Control Cholesterol in Odia | Dr Binaya Bhusan Binakar

HIGH CHOLESTEROL & SOLUTION | Dr.Siba Prasad Dalai,Medicine Specialist & Diabetologist|Doctor's Tips

ଘରେ ବସି ବିନା ଔଷଧରେ କଲେଷ୍ଟ୍ରୋଲ କେମିତି କମେଇବେ ? Dr Chandan KUMAR Patra / KHUSI DIABETES CARE

ମୋଟାପା କମେଇବାର ସରଳ ଉପାୟ | How to Lose Weight | Bhitiri Katha 44 | Narayan Mishra

ହାର୍ଟ ସମସ୍ୟା ସହଜରେ ହେବ ନାହିଁ | Prevent Heart Attack - Lifestyle, Food & Treatment | Dr. MP Tripathy

ଠିକ୍ ଅଛି ତ ଲିଭର ? Gastric problem solution | Dr Manoj Sahu | Manas Dash | Odia News | N18P

ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଯାଇଛି କି? | High Cholesterol in Odia | Dr Subhasis Mishra

ଆପଣଙ୍କ ଶରୀରରେ କୋଲେଷ୍ଟ୍ରୋଲ ବଢିଛି କି ? Think you're safe ? Silent signs of high cholesterol ..

|| DOCTOR ONLINE || ଫ୍ୟାଟି ଲିଭର କେମିତି ଭଲ ହେବ ? Dr Girish Kumar Pati || #fattyliver #health

Cholesterol Symptoms and Treatment କୋଲେଷ୍ଟ୍ରଲର ବଢିଲେ ଜାଣିବେ କେମିତି ?Baleswar ।Odia News ।#local18

ଡାଏବେଟିସ୍ରେ କୋଲେଷ୍ଟ୍ରୋଲ ବଢ଼ିଗଲେ: କ’ଣ କରିବେ? | Diabetes & High Cholesterol, Odia | Dr Madhusmita Sahu

How to Keep Your Bones Strong | Simple Diet & Home Remedies

କୋଲେଷ୍ଟେରୋଲ: କେମିତି କମିବ? | Cholesterol Management in Odia | Prof Dr Srikant Kumar Dhar

ରକ୍ତରୁ ଖରାପ କୋଲେଷ୍ଟ୍ରୋଲ ବାହାର କରେ ଏହି ଖାଦ୍ୟ !

ବ୍ଲଡ୍ ପ୍ରେସର ଅଛି କି? ନିଶ୍ଚୟ ଦେଖନ୍ତୁ..News18 Odia Podcast with Dr. Maya Gantayet | Manas Dash

Ama Sarira Ama Doctor || ମେଥି ଖାଇବାଦ୍ୱାରା ଉପକାରିତା || 31 Aug 2024 | Argus News

Top Foods to Boost Calcium & Vitamin D Naturally for Strong Bones & Muscles

Cholesterol Symptoms and Treatment କୋଲେଷ୍ଟ୍ରଲର ଲକ୍ଷଣ କଣ ? Baleswar ।Odia News ।#local18

Is High Blood Pressure Curable? | Dr. Archana Samal, Medicine Specialist | Doctor's Tips

