ଝିଲିକ୍ ଙ୍କ ଆଖିରେ ଖୁସିର ଲୁହ, ଲହରୀ ପାଇଲା ଜାତୀୟ ପୁରସ୍କାର। Odia film Lahari won National Awards.
ଝିଲିକ୍ ଙ୍କ ଆଖିରେ ଖୁସିର ଲୁହ, ତାଙ୍କ ସିନେମା ଲହରୀ ପାଇଲା ଜାତୀୟ ପୁରସ୍କାର। ଓଡ଼ିଶା ଚଳଚ୍ଚିତ୍ର ପାଈ ଗର୍ବର ମୁହୂର୍ତ୍ତ। ନୂଆ ଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ "ଲହରୀ" ଶ୍ରେଷ୍ଠ ଓଡ଼ିଆ ଫିଚର୍ ଫିଲ୍ମ ଭାବରେ ସମ୍ମାନିତ ହୋଇଛି । ରାଜ୍ୟ ପୁରସ୍କାରରେ ମିଳିଲାନି କିନ୍ତୁ ଜାତୀୟ ପୁରସ୍କାର ପାଈ ଭାବ ବିହ୍ୱଳ ହେଲେ ଝିଲ୍ଲିକ ।ବହୁତ୍ ଖୁସି ଲାଗୁଛି । ଓଡ଼ିଶା ବାସୀଙ୍କୁ ଡେଡିକେଟେଡ୍ କରିବାକୁ ଚାହିବି । ଟିମ୍ ର ପ୍ରତେକ୍ କଳାକାରଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ପଡିବ । ସମସ୍ତେ ବହୁତ୍ ପରିଶ୍ରମ କରିଛନ୍ତି । ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଏବଂ ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ସମେତ 'ଲହରୀ' ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ ଟିମ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ! 'Lahari' କୁ ଆଉ ଥରେ ରିଲିଜ୍ କରିକି ଓଡ଼ିଶା ବାସୀଙ୍କୁ ଦେଖେଇବା ପାଈ ଚାହୁଛି । Odia film Lahari won the Best Odia Film award at the 72nd National Film Awards. #Lahari #OdiaCinema #NationalFilmAwards #BestOdiaFilm #OdiaMovie #72ndNationalFilm Awards #OdishaPride #AmartyaBhattacharyya #JhilikBhattacharjee #OdishaTourism #OdiaFilmIndustry #OdiaNews #OdiaCulture Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

କାହିଁକି ଅଭିନୟ ଓ ଓଡ଼ିଶା ଛାଡିଲେ ମିଠି ? | EP-168 | Podcast With Popular Actress Lipsa Satpathy

ସୋନମଙ୍କ ପାଇଁ ଦିଲ୍ଲୀରେ ପହଁଚି ଗର୍ଜ୍ଜିଲେ ସାଂସଦ ସୁଲତା ଦେଓ ! BJD MP Sulata for Sonam Wangchuk at Delhi.

ଏହି ପୁଷ୍କରିଣୀରେ ତିଳ ତର୍ପଣ କଲେ ପିତୃପୁରୁଷଙ୍କୁ ମିଳେ ମୁକ୍ତି! | Mun Khetra Jibi | Episode-33

ଧରା ପଡ଼ିଗଲା ଜଗା ଟାହିଆ ଷଡ଼ଯନ୍ତ୍ର!/ କାଢ଼ିନେଲେ ସେବାୟତ, ଫଶିଗଲେ ମୋହନ!/ Lord Jagannath may Destroy BJP!

Ranbir Kapoor & Sai Pallavi Shared Their Experience, Ramayana Pratham Sankalp Press Meet

ସତ୍ୟପାଠ: ପ୍ରଭାତୀଙ୍କ ଗ୍ରାଣ୍ଡ ଏଣ୍ଟ୍ରି ପାଇଁ ପିଲା ସାଜିଲେ ବ୍ୟାଣ୍ଡ ପାର୍ଟି || Prabhati Parida || Satyapatha

‼️🔥 MANA CHARITRAAA... EXPLAINED BY AN ARCHAEOLOGIST | Ft. Dr. Emani Sivanagi Reddy garu | Raw Talks

Frankreich – England Highlights FIFA WM 2026 | Sportschau

Superstar Ravi Teja ''RAILWAY OFFICER'' | New Released Full South Hindi Dubbed Movie | Sreeleela |HD

Jagannath puri | When Lord Jagannath Desires, Destiny Changes | Safala-Odia podcast | EP-4

Part 3 - ಮುಖ್ಯಮಂತ್ರಿ ಚಂದ್ರು - Fun Games and Secrets | Keerthi ENT Clinic

ସୋନମ ୱାଙ୍ଗାଚୁକ୍ ଙ୍କ ସ୍ତ୍ରୀ ଗୀତାଞ୍ଜଳି ଓକିଲ ଧରି ଖୋଲିଲେ ମୁହଁ ! Sonam Wangchuk, wife Gitanjali objects!

ବଡ଼ ଝିଅ ବିଷୟରେ ଏମିତି କାହିଁକି କହିଲେ କୀର୍ତ୍ତି |Ollywood Star Kirti Mohanty Interview | Odia Podcast

ଟାହିଆ ବିଭ୍ରାଟ ପଛରେ ଦୁଇଟି ବଡ କାରଣ ! Stampede In Ratha Yatra | Lord Jagannath Tahia | | odia news

Baba Ramdev Hilarious Fun Speech | Ranbir Kapoor Reaction | Ramayana Pratham Sankalp Press Meet

ଗର୍ଭଗୃହର ଭିତିରି କଥା ll EP- 27 ll Podcast with Harekrusna singhari || Kalinga TV

କଳା କାରରେ ଆସିଲା ହତ୍ୟାକାରୀ ସୁନ୍ଦରୀ ସ୍ତ୍ରୀ ,୩ଘଣ୍ଟା ପ୍ରଶ୍ନ କଲା ପୋଲିସ! husband death case updates

ଓଡ଼ିଶାର ଭାଇରାଲ କମେଡିଆନ୍... | EP - 120 | Podcast With Sibling Comedy Duo Krishna Rout And Sibani Rout

Why Didn't Lord Jagannath Come to the Grand Road? | Nirbhay Gumar Katha

