ସ୍କୁଟିରେ କରୁଥିଲେ ବ୍ରାଉସୁଗାର ବେପାର, ଧରିଲା ଅବକାରୀ ବିଭାଗ l 45 grams of Brown Sugar seized ,Kendrapada
ସ୍କୁଟିରେ ବୁଲି କରୁଥିଲେ ବ୍ରାଉସୁଗାର ବେପାର, ମାଡ଼ି ବସିଲା ଅବକାରୀ ବିଭାଗ l ପଟ୍ଟାମୁଣ୍ଡାଇ ନିମପୁର ଗାଁ ର ଧଳା ଜହର ବେପାରୀ ବିଶ୍ବଜିତ ଏବେ ଅବକାରୀ ବିଭାଗ କ୍ଵଜାରେ l ଅଭିଯୁକ୍ତ ପାଖରୁ 45ଗ୍ରାମ ର ଧଳା ଜହର ଜବତ ସହ ଗୋଟିଏ ସ୍କୁଟି ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ଜବତ ହୋଇଥିବା ଧଳା ଜହର ର ଆନୁମାନିକ ମୂଲ୍ୟ ପାଖାପାଖି 4ଲକ୍ଷ 50ହଜାର ଟଙ୍କା ବୋଲି ଜଣା ପଡିଛି। କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ଏସପି ଙ୍କ ନିର୍ଦେଶ କ୍ରମେ ଆଜି ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ର ବିଭିନ୍ନ ଯାଗାରେ ଚଢ଼ାଉ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗାଁ ନିକଟରେ ଅତର୍କିତ ଚଢ଼ାଉ କରି ଅଭିଯୁକ୍ତ କୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ। 45 grams of Brown Sugar seized ,Kendrapada #kendrapara #BrownSugar #seized Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

IIC ବିଉଟି ମହାନ୍ତି ମୃ-ତ୍ୟୁ ମାମଲାରେ ବଡ ଟ୍ଵିଷ୍ଟ,ପାହାଳ ଥାନାରୁ ଚାଉଳିଆଗଞ୍ଜ ଥାନାକୁ ଯାଉଥିଲେ ଏହି ପୋଲିସ !

Kinjal Dave અને Dhruvin Shah ની સગાઈ ફરી તૂટી, જુઓ લોકોએ શું કહ્યું... | Nirbhay News |

Their Love Story Still Lives Here!❤️

ଗୋଡ଼ା ରଘୁ ଗୋଡ଼ା, ଏବେ ନୁହେଁ ଟ୍ରାଫିକ ରେ ଜାମ୍ ଦେବୁ ! Police car and truck chase, seized Ganja Bbsr.

ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଲେ, ପ୍ରଶାସନ ଆଉ ଜନସାଧାରଣଙ୍କ ମଧ୍ୟରେ ସମନ୍ଵୟ ଦରକାର l RPDAC Meeting ,Ganjam

Pandian's Venezuela Visit : Service Mission or Political Spin?||Editorial Show(EP-784)||ODISHA PULSE

ମୋହନ ଭାଗବତ ପ୍ରବଚନ ଦିଅନି, ହୁଣ୍ଡିଚୋରୀ ନେଇ ମିଡ଼ିଆ ପ୍ରଶ୍ନ ଫେସ୍ କର ! Priyank Kharge challenges RSS’

Worst Plane Landing Fails Caught on Camera

ବଡ ଦୁର୍ଘଟଣା, ଗଛରେ ପିଟି ହେଲା ବାଇକ୍ ।

ଭେନେଜୁଏଲା ରେ ପାଣ୍ଡିଆନ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି, ସୋସିଆଲ ଟକ୍ ଶସ୍ତା କଥା କହୁଛି ! BJD FIR, social talk

ଡିସିପି ମୀନାଙ୍କ ଇସ୍ତଫାପଛର 3 ବଡ଼ କାରଣ | Bhubaneswar DCP | Jagmohan Meena Resign | police| odia news |

Marco Rubio: Pardoned Minnesota child sex offender deported from US, legal status revoked

When Animals Surprise Photographers in the Sweetest Way! 😍

ମହିଳା BDO ଙ୍କୁ କମ୍ପ୍ୟୁଟର ଉଠେଇ ଆକ୍ରମଣ କଲେ BJP ନେତା ! Rajnagar bdo attacked by bjp leader, kendrapara

ଧରା ପଡ଼ିଗଲା ରଜନୀକାନ୍ତ ଙ୍କ ମିଛ ,ନିଜକୁ କହୁଥିଲେ ବଡ଼ ପୋଲିସ ଅଫିସର୍ ! Fake Additional SP arrested in Bbsr

Jayam Ravi का Shocking बयान: मेरी शादी नहीं, बर्बादी है! | The Kapil Sharma show

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୌରାଙ୍ଗ ସେଠୀ ହତ୍ୟାକାଣ୍ଡ ଘଟଣାର ସିନ ରିକ୍ରିୟସନ || Ali- Kendrapara

