ଧରା ପଡ଼ିଗଲା ରଜନୀକାନ୍ତ ଙ୍କ ମିଛ ,ନିଜକୁ କହୁଥିଲେ ବଡ଼ ପୋଲିସ ଅଫିସର୍ ! Fake Additional SP arrested in Bbsr

ଧରା ପଡ଼ିଗଲା ରଜନୀକାନ୍ତ ଙ୍କ ମିଛ ,ନିଜକୁ କହୁଥିଲେ ବଡ଼ ପୋଲିସ ଅଫିସର୍ ! ରାଜଧାନୀରେ ଧରାପଡ଼ିଲେ ନକଲି ପୋଲିସ ବାବୁ ,ଲୋକଙ୍କୁ ଧମକାଉଥିଲେ ! ରାଜଧାନୀରେ ଧରାପଡ଼ିଲା ନକଲି ପୋଲିସ ବାବୁ। ନିଜକୁ ଆଡ଼ିନାଲ ଏସପି ଭାବେ ପରିଚୟ ଦେଇ ଲୋକଙ୍କ ସାମ୍ନାରେ ପୋଲିସଗିରି ଦେଖାଉଥିଲେ। ବ୍ୟକ୍ତି ଜଣକ ହେଉଛନ୍ତି ରଜନୀକାନ୍ତ ମହାନ୍ତି।ସେ ଖାରବେଳନଗର ଅଞ୍ଚଳରେ ଭଡ଼ା ନେଇ ରହୁଥିଲେ। ଦୁଇମାସ ପୂର୍ବରୁ ଜଣେ ବ୍ୟକ୍ତି ତାଙ୍କ ଘର ସାମନାରେ କାର ରଖିଦେଇଥିବାରୁ କାର ଟିକୁ ଭଙ୍ଗାରୁଜା କରିବା ସହ ଧମକ ମଧ୍ୟ ଦେଇଥିଲେ। ଅଭିଯୋଗ ପରେ ପୋଲିସ ଉକ୍ତ ବ୍ୟକ୍ତି ଙ୍କ ବିଷୟରେ ତଦନ୍ତ କରିବାରୁ ପୋଲିସ ଜାଣିବାକୁ ପାଇଥିଲା ଯେ ରଜନୀକାନ୍ତକୌଣସି ପୋଲିସ ଅଧିକାରୀ ନୁହନ୍ତି । ତେଣୁ ତାଙ୍କୁ ଯାଞ୍ଚ କରିବାରୁ ଏକ ନକଲି I card ପାଇଥିଲା। ତେବେ ଏହି ନକଲି ଆଡ଼ିନାଲ ଏସପି ରଜନୀକାନ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖାରବେଳ ନଗର ଥାନା ପୋଲିସ। ରାଜଧାନୀରେ ଧରାପଡ଼ିଲେ ନକଲି ପୋଲିସ ବାବୁ ,ଲୋକଙ୍କୁ ଧମକାଉଥିଲେ ! Fake Additional SP arrested in Bhubaneswar #Bhubaneswar #OdishaPolice #FakePoliceArrested #KharvelNagarPolice #CrimeNewsOdisha #BhubaneswarCrime Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

DAY 3 of VP Sara's Impeachment—Sino ang Lamang: Prosecution o Defense?
▶︎

Analysis with Devanshi| સિંહ તો શિકારી જ હતા માણસે એની મર્યાદા ના રાખી| ચૈતર વસાવાને બચાવી શકશે AAP?

Live: ସନ୍ଧ୍ୟା ୬ର ବଡ଼ ଖବର | 6PM News | Panchayat Election 2027 | Odisha Rain | Iran America War

ચૈતર વસાવા કેસમાં કોર્ટમાં શું દલીલ થઈ? ક્યારે થશે જેલ મુક્ત સાંભળો વકીલને!

FBI ਦੇ ਨਿਸ਼ਾਨੇ 'ਤੇ SHO ਟਾਂਡਾ Gurinderjit Singh Nagra ਲਾਈਨ ਹਾਜ਼ਰ | Punjabi News

Trump, Meloni Come Face To Face At NATO Summit During Family Photo, Then This Happens

Massive Action: No Fine, Only Vehicle Seizure! RTO Begins Ultimate Traffic Crackdown

Wahnsinn: Hermes-Agent + Qwen
▶︎

Wahnsinn: Hermes-Agent + Qwen

Атака на крупнейший НПЗ России. ХАМАС распускает правительство? Максим Шевченко: Особое мнение

ଘୁଞ୍ଚିଲା ପଞ୍ଚାୟତ ନିର୍ବାଚନ ,ଷଡ଼ଯନ୍ତ୍ର  କାହାର ? | Odisha Reporter

Housing bill will be law, sans Trump signature

Rep. Green says 'we can demand for all footage of incident' for proper investigation, prosecution

Rahul Gandhi's became "Coolie" and carried luggage at Delhi Railway station | News Buzz

ସହଦେବ ଗଲାପରେ ତାଙ୍କ ସ୍ତ୍ରୀକୁ ମିଳିବାକୁ ଯାଉଛି ସରକାରୀ ଚାକିରୀ | BHUBANESWAR CASE | @A1odia

IIC  ବିଉଟି ମହାନ୍ତି ମୃ-ତ୍ୟୁ ମାମଲାରେ ବଡ ଟ୍ଵିଷ୍ଟ,ପାହାଳ ଥାନାରୁ ଚାଉଳିଆଗଞ୍ଜ ଥାନାକୁ  ଯାଉଥିଲେ ଏହି ପୋଲିସ !

Sri Venkateswara Swamy Prana Pratishtha Mahotsavam at Radha Krishna Temple Dallas | Maha TV USA