ଏସିଡିଟି ସମସ୍ୟା ଥିଲେ କ’ଣ ଖାଇବେ ଓ କ’ଣ ନାହିଁ? | Dr Shakti Prasad Choudhury on Acidity in Odia
#Acidity #OdiaHealthTips #DoctorAdvice ପରିବର୍ତ୍ତିତ ଜୀବନଶୈଳୀ ଏବଂ ଅନିୟମିତ ଖାଦ୍ୟପାନୀୟ ଯୋଗୁଁ ବର୍ତ୍ତମାନ ଏସିଡିଟି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଏହାସହ ମୋଟାପଣ, ତେଲମସଲା ଖାଦ୍ୟ, ଚା’, କଫି, ଚକୋଲେଟ୍, ପେନ୍କିଲର ଏସବୁ କାରଣ ଯୋଗୁଁ ଏସିଡିଟି ସମସ୍ୟା ହେଉଛି। ତେବେ ଏସିଡିଟି ଥିଲେ କେଉଁ ଭଳି ଖାଦ୍ୟ ଖାଇବେ ଓ କେଉଁ ଭଳି ଖାଦ୍ୟ ଖାଇବେ ନାହିଁ, ଏନେଇ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Due to the changing lifestyle and irregular eating habits, acidity is now a common problem. In addition, obesity, fatty foods, tea, coffee, chocolate, and painkillers are all causes of acidity. So what to eat and what not if you have acidity? Let us find out from Dr Shakti Prasad Choudhury, a Gastroenterologist. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ଗ୍ୟାସ୍ ରୋଗୀ – କ’ଣ ଖାଇବେ, କ’ଣ ନାହିଁ? | Diet for Gastritis Patients in Odia | Sushree Tapaswini Das

ପେଟରେ ଅଲସର୍ କାହିଁକି ହୁଏ? | Dr Sushant Kumar Sethi on Stomach Ulcer in Odia | Symptoms & Treatment

क्या आपका Liver अंदर से स्वस्थ है? 20 सेकंड में करें ये 4 Home Tests!

12 Years, ZERO Resignations? The Unwritten Rule of Narendra Modi Government | NEET 2026

ପେଟ କମାଇବା ପାଇଁ ଡାଏଟ୍ | Diet Plan for Reducing Belly Fat in Odia | Niharika Dash

ପେଟ ଯନ୍ତ୍ରଣା – କିପରି ରୋକିବେ? | Causes of Abdominal pain in Odia | Dr Shakti Prasad Choudhury

How to STOP Acid Reflux Instantly

ରକ୍ତହୀନତା ଦୂର ପାଇଁ ଖାଆନ୍ତୁ ଏହି ଖାଦ୍ୟ | Food for Anaemia (Iron Deficiency) in Odia | Dr Sunita Sahoo

Aarogya: Discussion With Dr Ashutosh Mohapatra (Gastroenterologist), On Causes &Precaution Gastritis

What Happens After Death? | Does Aatma really Exist? | Dhruv Rathee

These 5 Foods Are Secretly Damaging Your Kidneys!

Why You Shouldn't Ignore Bloating | Gut Health, Acidity & Cancer Red Flags । Dr Shubham Vatsya

ଦଶମୀରେ ଗାଇକୁ ଖାଦ୍ୟ ଦେଲେ କି ଲାଭ ? | Kalinga TV

Milind Soman Exclusive On Fitness, Aging & Discipline | Health 360 | Sneha Mordani | India Today

ଗ୍ୟାସ ଓ ଏସିଡିଟି ସମସ୍ୟା – କେମିତି ପାଇବେ ମୁକ୍ତି? | Dr Shakti Prasad Choudhury on Gas & Acidity in Odia

ବିନା ଔଷଧରେ ସବୁଦିନ ପାଇଁ ଭଲ ହେବ ଗ୍ୟାସ୍ ସମସ୍ୟା#odiahealthtips

ଅଧିକ ଖାଉ ନଥିଲେ ବି ମୋଟା ହୋଇଯାଉଛନ୍ତି କି? | Can Eating Too Little Make You Gain Weight | Mousumi Mishra

#1 Remedy for Heartburn / Acid Reflux / GERD without Medications

କ’ଣ ଖାଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? । Dr Madhusmita Das on Food for Immunity in Odia

