ଚାଷ ଜମିରେ ପଶିଲା ବନ୍ୟା ଜଳ ! Baitarani River Water Level Below Danger Mark | Odisha Flood Update
ଚାଷ ଜମିରେ ପଶିଲା ବନ୍ୟା ଜଳ ! Baitarani River Water Level Below Danger Mark | Odisha Flood Update ଯାଜପୁର ଦଶରଥପୁର ବ୍ଲକ ବୈତରଣୀ ନଦୀ ଶାଖା କାଣୀ ନଦୀର କଣ୍ଟପଡାଠାରେ ୨ଟି ଘାଇ.... ଗୋଟିଏ ୫୦ ଫୁଟ ଏବଂ ଆଉ ଗୋଟେ ୩୦ ଫୁଟର ଘାଇ ସୁଷ୍ଟି ହୋଇଛି । ଘାଇ ଦୁଇଟି ନଦୀବନ୍ଧର ଡାହାଣ ପାର୍ଶ୍ୱରେ ହୋଇଥିଲା ବେଳେ ଚାଷ ଜମି ପାଖରେ ଘାଇ ସୃଷ୍ଟି ହୋଇଛି । ବ୍ଲକର ମଲିକାପୁର, ଦୁଦୁରାଅଣ୍ଟା, ଶୁଶୁଆ, ମଙ୍ଗଳପୁର, କନିକାପଡା ଆଦି ପଞ୍ଚାୟତ ଚାଷ ଜମିରେ ବନ୍ୟା ଜଳ ପ୍ରଭାବିତ ହେଉଛି। କିଛି ତଳି ଅଂଚଳରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଥିବା ଜଣାପଡିଛି । ତେବେ ୧୫ ଦିନ ଭିତରେ ନିର୍ମାଣ ହୋଇଥିଲା ଏହି ନଦୀ ବନ୍ଧ । ଲଗାଣ ବର୍ଷା କାରଣରୁ ନୂତନ ଭାବେ ନିର୍ମାଣ ହୋଇଥିବା ଏହି ନଦୀ ବନ୍ଧ ଦୁର୍ବଳ ହୋଇପଡିଥିଲା l... A major flood threat has emerged in Odisha's Jajpur district after two breaches were reported in the newly constructed Kani River embankment at Kantapada under Dasarathpur Block. One breach measures 50 feet while the other is 30 feet, allowing floodwater to inundate vast agricultural land. The breaches occurred on the right side of the embankment near farmland, affecting panchayats including Malikapur, Duduraanta, Shushua, Mangalpur, and Kanikapada. Floodwater has also entered several low-lying areas. Shockingly, the embankment was reportedly constructed only 15 days ago, raising serious questions over the quality of construction. Continuous heavy rainfall is believed to have weakened the newly built structure. Watch the full report for the latest updates from Jajpur and Odisha's flood situation. #OdishaFlood #BaitaraniRiver #BhadrakNews #JajpurFloodAlert #OdishaRainUpdate #News18Odia #Jajpur #OdishaFlood #FloodNews #KaniRiver #BaitaraniRiver #OdishaNews #HeavyRain #FloodAlert #BreakingNews #Monsoon #IndiaNews #jajpurnews Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_ST

'ମଁ IPS ଚାକିରି ଛାଡ଼ିଲି କାହିଁକି' ! DCP Jagmohan Meena | Bhubaneswar IPS | Odisha Police | Odia News

ସମୁଦ୍ର ଗିଳିନେଲା DRONEରେ..Sea Erosion at Ganjam’s Bateshwar Beach | Ganjam District | Bateswar Beach

ଭୟଙ୍କର ବାତ୍ଯା, ଛାରଖାର...Super Typhoon Bavi Hits Northern Mariana Islands |Weather Updates | OdiaNews

🔴LIVE : କାହିଁକି ଡିସିପି ଇସ୍ତପା ଦେଲେ ସବୁ ଖୋଲି କହିଦେଲେ କଂଗ୍ରେସ ନେତା Bhubaneswar DCPJagmohan resigned

ମହାନଦୀ ଭିତରେ ବଡ଼ ରହସ୍ୟ ! Hidden Underwater Mountain & Cave Discovered in Mahanadi River Cuttack

ଚର୍ଚ୍ଚାରେ କାକଟପୁର ଘଟଣା | kakatpur je corruption case | pc news today |kakatpur news| odia news

ଭେନେଜୁଏଲାରେ ଭି.କେ ପାଣ୍ଡିଆନ୍, ମନ୍ମଥ କହିଲେ... VK Pandian Meets Venezuela President Delcy Rodríguez!

🔴LIVE l 🚨 DCP ଜଗମୋହନ ମୀନାଙ୍କ ଇସ୍ତଫାର ବଡ଼ କାରଣ ଆସିଲା ସାମ୍ନାକୁ! 😱 ଏହି ୨ ଜଣଙ୍କ ପାଇଁ ଛାଡ଼ିଲେ ପଦ ! | STV

ଚିକେନ ତରକାରୀ ଧରି ଥାନାକୁ ଦୌଡିଲେ ଯୁବକ, ଚିକେନ ବଦଳରେ ବିକ୍ରି ହେଉଛି ଗୋମାଂସ...

ବର୍ତ୍ତମାନର ବଡ଼ ଖବର | Odisha News | Breaking News | Latest News | Nonstop News | Odisha Top NewsToday

ପଟ୍ଟନାୟକ ପରିବାରର ଗୁମର | News Desk Interview With Niranjan Patnaik | Manas Dash Podcast | Odia News

Live: ଓଡ଼ିଶାରେ ବଡ଼ ବନ୍ୟା ! Mahanadi River Flood Alert | Flood Threat in Cuttack, Jajpur & Bhadrak

ଖୁଡ଼ିକୁ ପ୍ରେମ କରି ଫସିଲା ପୁତୁରା! ଦାଦା ଆଇସିୟୁରେ, ଥାନା ଘେରାଉ | Knews Odisha

"IIC ମାନେ ନିଜକୁ ବହୁତ ବଡ଼ ବୋଲି ଭାବନ୍ତି ,ହେଲେ ତାଙ୍କଠୁ ମୁଁ ସେ ଜିନିଷ ଦେଖିନି "ବୋମ୍ୟକେଶ IIC Beauty Mohnaty

When Animals Surprise Photographers in the Sweetest Way! 😍

Live: ହଠାତ୍ ମାଡ଼ିଆସିଲା ବନ୍ୟା ! Flood Situation in Odisha | Weather Update | Low Pressure Rain Alert

ଖବର ଫଟାଫଟ | Khabar Fatafat | Odisha Rain | Weather News | Balianta Somya Case | Flood In Odisha

ମହାବାତ୍ୟା 'ବାଭି'ର ତାଣ୍ଡବ ! Super Typhoon Bavi Slams Mariana Islands। Cyclone Alart। N18G

DCP ଜଗମୋହନଙ୍କ ବଡ଼ ନିଷ୍ପତ୍ତି!ଏହି ଦୁଇଜଣଙ୍କ ପାଇଁ ଇସ୍ତଫା?

