ଚିକେନ ତରକାରୀ ଧରି ଥାନାକୁ ଦୌଡିଲେ ଯୁବକ, ଚିକେନ ବଦଳରେ ବିକ୍ରି ହେଉଛି ଗୋମାଂସ...
କୁକୁଡା ମାଂସ ଭିତରେ ଗୋମାଂସ ପୁରେଇ ବିକ୍ତି କରୁଛି ଚିକେନ ଦୋକାନୀ, କାଉଣ୍ଟର ରୁ ଫ୍ରିଜ ରେ ରଖିଥିବା ଚିକେନ ଆଣିଥିଲେ ଚିକେନ ତରକାରୀ କରିବା ସମୟରେ ଦୁର୍ଗନ୍ଧ ବାହାରି ଥିଲା ତରକାରୀ ରେ ଗୋରୁ ହାଡ ପିଞ୍ଜରା ବାହାରିଥିଲା ଯାହାକୁ ନେଇ ବସନ୍ତ ତରକାରୀ କୁ ଧରି ଚିକେନ କାଉଣ୍ଟର ନିକଟରେ ପହଂଚିବାରୁ ଚିକେନ କାଉଣ୍ଟର କରିଥିବା ଯୁବକ ଧରା ଛୁଆଁ ଦେଉନାହିଁ ଏ ସମ୍ପର୍କ ରେ ବସନ୍ତ ଚାରିଛକ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ସମ୍ପୃକ୍ତ ଚିକେନ କାଉଣ୍ଟର ଯୁବକ କୁ ଥାନାରେ ଅଟକ ରଖି ପରେ ଛାଡ଼ିଦେବା ଘଟଣା କୁ ନେଇ ଏବେ ବିବାଦ ଉଗ୍ର ରୂପ ଧାରଣ କରିଛି, ଚାରିଛକ ବଜାର ରେ ଥିବା ଚିକେନ କାଉଣ୍ଟର ରେ ଗୋମାଂସ ବିକ୍ରି ହେବା ଘଟଣା କୁ ବୁଦ୍ଧିଜୀବୀ ମହଲ ରେ ନିନ୍ଦା କରାଯାଇଛି I Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 18 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms. Odisha Bhaskar Online Presence: https://linktr.ee/OdishaBhaskar YouTube - / @odishabhaskar1 OUR WEBSITE - https://odishabhaskar.com/ FACEBOOK - / odishabhaskar TWITTER - / odishabhaskar INSTAGRAM - / odishabhaskar #odishabhaskar #BreakingNews #Odisha #ChickenShop #FoodSafety #FoodAdulteration #ConsumerRights #PoliceInvestigation #Charichhak #LocalNews #FoodScandal #PublicOutrage #NewsUpdate #CrimeNews #ViralNews #JusticeForConsumers #police #puri

'ମଁ IPS ଚାକିରି ଛାଡ଼ିଲି କାହିଁକି' ! DCP Jagmohan Meena | Bhubaneswar IPS | Odisha Police | Odia News

Portugal – Spanien Highlights | Achtelfinale, FIFA WM 2026 | sportstudio

କନ୍ଦାଇଦେଲେ କମେଡି କିଙ୍ଗ | Jatra Comedian Bhikari Swain Podcast | Odia Podcast|Jatra News|News 18 Odia

🔴LIVE l 🚨 DCP ଜଗମୋହନ ମୀନାଙ୍କ ଇସ୍ତଫାର ବଡ଼ କାରଣ ଆସିଲା ସାମ୍ନାକୁ! 😱 ଏହି ୨ ଜଣଙ୍କ ପାଇଁ ଛାଡ଼ିଲେ ପଦ ! | STV

ପାଣ୍ଡିଆନ୍ ଜଣେ ଦକ୍ଷ IAS, କୁଆଡେ ଗଲା BJP ତଦନ୍ତ ? Who send ex IAS Vk Pandian to Venezuela ?

ଚର୍ଚ୍ଚାରେ କାକଟପୁର ଘଟଣା | kakatpur je corruption case | pc news today |kakatpur news| odia news

"ଆମ ଆପାର୍ଟମେଣ୍ଟରେ ସମସ୍ତଙ୍କୁ ଆତଙ୍କିତ କରି ରଖିଛି ସେ ମହିଳା"

ଚମକାଇଲା ବିଶେଷଜ୍ଞଙ୍କ ଆକଳନ | union cabinet reshuffle soon | narendra modi |odia news

ଜବତ ହୋଇପାରେ ଆପଣଙ୍କ ଗାଡ଼ି ! Big Action! Govt To Ban Unfit Vehicles, RC Cancel & Vehicles To Be Seized

ଖୁଡ଼ିକୁ ପ୍ରେମ କରି ଫସିଲା ପୁତୁରା! ଦାଦା ଆଇସିୟୁରେ, ଥାନା ଘେରାଉ | Knews Odisha

₹1,400 for One Fish Meal? Customer-Hotel Fight Ends at Police Station | Balasore News

ଗାଆଁରେ ଲାଗିବ CCTV, ଚିନ୍ତାରେ ବିଜେପି!/ ବଢ଼ିଆ କାମ କଲେ ବିଜୟ ବଦନାମ୍ ହେଲେ ମୋହନ!/ CM Vijay In Action Mode!

"ମୁଁ ଭି.କେ. ପାଣ୍ଡିଆନଙ୍କୁ ଫଲୋ କରେ ଏବଂ ତାଙ୍କ ଭଳି ହେବାକୁ ଚାହେଁ: ମନ୍ମଥ ରାଉତରାୟ

Headlines@12PM | 7th July 2026 | NandighoshaTV

ଏବେ ଜେଲରେ ଏହି ଠକ, ଘର ଦେବ କହି ଲୁଟିନେଇଥିଲା ଲକ୍ଷାଧିକ ଟଙ୍କା I

ଆସିଲା ପୋଷ୍ଟମର୍ଟମ ରିପୋର୍ଟ... ଜଣାପଡ଼ିଗଲା କେମିତି ହୋଇଥିଲା IIC ବିୟୁଟିଙ୍କ ମୃତ୍ୟୁ... ମିଳିଲା ବଡ଼ ପ୍ରମାଣ...

Typhoon Maysak Triggers Severe Flooding in China, Thousands Evacuated as Reservoir Collapses | N18G

Brahmapur Highest Selling Puri Upma in Evening - 4 Types Chutney & Curry | Ayyappa Hotel 

ଦୈନିକ ଚାଲିବ ବ୍ରହ୍ମପୁର-ଉଧ୍ନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ...

