Cuttack DCP Khilari Rishikesh Dnyandeo holds Pressmeet on Chandrika Death Case | PrameyaNews7
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏ ମାମଲାକୁ ନେଇ କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ପ୍ରତିକ୍ରିୟା ରଖିଛନ୍ତି । ଭୀମସେନଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ପୋଲିସ ପାଇଛି । ଚନ୍ଦ୍ରିକାଙ୍କ ମୃତ୍ୟୁ ପାଇଁ ଭୀମସେନ ହିଁ ପରିସ୍ଥିତି ସୃଷ୍ଟି କରିଥିଲେ । ଯାହା ଫଳରେ ଚନ୍ଦ୍ରିକା ଏହିଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲେ । ଘଟଣା ଦିନ ଚନ୍ଦ୍ରିକା ଭୀମସେନଙ୍କୁ ବାରମ୍ବାର କଲ୍ କରିଥିଲେ ହେଲେ ସେ ଉଠାଇ ନଥିଲେ । ଏମିତିକି ଅନ୍ୟର ମୋବାଇଲ୍ ମାଗି ମଧ୍ୟ କଲ୍ କରିଥିଲେ #chandrikadeathcase #prameyanews7 #mayurbhanj #bhimasenatudu Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond. For Latest News Follow us on: Website: http://www.prameyanews7.com/ YouTube: / prameyanews7odia Twitter: / news7odia Facebook: / news7odia Instagram: / prameyanews7 Podcast: • News7 Podcast Playlists :- Doctor's Pathshala: • Doctor's Pathshala ରୋଜଗାର: • ROJAGAR | ରୋଜଗାର | News7 Odia Maganna Oligi: • Maganna Oligi ଆରୋଗ୍ୟମ: • Arogyam ବଜାର News: • ବଜାର News | Bazar News ବିଜନେସ ବିଶେଷ: • ବିଜନେସ ବିଶେଷ | Business Bisesh Biswas Abiswas Andhabiswas: • Biswas Abiswas Andhabiswas Face To Face: • Face To Face Ebe Bi Rahasya: • Ebe Bi Rahasya Explore Odisha Season 3: • Explore Odisha Season 3 Breakfast Odisha: • Breakfast Odisha News7 Digital Special Stories: • Digital Special Stories #PrameyaNews7 #News7 #OdishaNews

‘ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ। | Odisha Reporter

Special Report: Big Clash! Sarpanch Chameli vs Govt Sparks Odisha Storm

MLA Sofia Firdous | ସରପଞ୍ଚ ଚାମେଲି ଓଝାଙ୍କ ଗିରଫକୁ ବିରୋଧ, ସଫିଆ କହିଲେ ମିଛ ଅଭିଯୋଗରେ ଗିରଫ କରାଯାଇଛି

BJD Delegation Meets Collector and SP Over Chameli Ojha Arrest

ଚାମେଲିଙ୍କ ଦେହ ସାରା...Chameli Ojha Targets Police, BDO | Demands Resignation of Mahakalapada MLA

ସମ୍ପର୍କର ସନ୍ତୁଳନରେ ହଜୁଛି ବାପା-ମା'ଙ୍କ ସୁରକ୍ଷା, ବୃଦ୍ଧାଶ୍ରମରେ କେମିତି ଅଛନ୍ତି ବୃଦ୍ଧ ବାପା-ମା ?

ରାଗିଲେ ଆଇନ ମନ୍ତ୍ରୀ, କହିଲେ... Odisha Law Minister Prithviraj Harichandan Reacts On Sarpanch Chameli

କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଉଠାଇଲା ପୋଲିସ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

ବିଧାୟକଙ୍କ ଇସ୍ତଫା ଦାବି...Chameli Ojha Targets Police, BDO | Demands Resignation of Mahakalapada MLA

ଗୁଳି ପୁଲିସକୁ ମାର କି ଆଉ କାହାକୁ, ସିଧା ଏନକାଉଣ୍ଟର କରିବୁ –ସିପି Bhubaneswar Encounter

ଓଡ଼ିଶା ରାଜନୀତିର ଭିତିରି କଥା | News Desk Interview With Veteran Journalist Rabi Das | Manas Dash

ସତ୍ୟପାଠ: ସରପଞ୍ଚ ବନାମ ସରକାର || Sarpanch Vs Government || Chameli Ojha || Satyapatha News

News Fuse 12 JUNE 2026

ସରପଞ୍ଚ ଚାମେଲିଙ୍କମା' ଦେଲେ ବଡ଼ ବୟାନ | Sarpanch Chameli Controversy: Mother's Big Statement |Argus News

Female Sarpanch Chameli Hospitalised in Kendrapara; Mother Raises Safety Concerns || Kalinga TV

Ground Zero Report: Why Did Chameli Ojha Really Visit the BDO? The Truth Behind the Crisis

ସ୍ଥିତି ଅସମ୍ଭାଳ, ଦୁଇ ପ୍ଲାଟୁନ ପୋଲିସ ମୁତୟନ || Balianta Murder Case Sparks Chaos || Odisha Reporter

ମଞ୍ଚେଶ୍ଵର ଷ୍ଟେସନରେ ଥିବା କୋଇଲା ଟ୍ରେନ୍ ଉପରେ ସେଲ୍ଫିି ଓ ଷ୍ଟଣ୍ଟ ଭିଡ଼ିଓ ସୁଟ ବେଳେ କରେଣ୍ଟ ଲାଗି ଯୁବକ ଗୁରୁତର।

ଝାଲମୁଢି ବେପାରୀଠୁ ହାତୀ ନେବେ ଜଗନ୍ନାଥ ସାରା ରାଜ୍ୟ ଆଶ୍ଚର୍ଯ୍ୟ | Latest Odia News | Samayalive

