ଲିଗାମେଣ୍ଟ ଇଞ୍ଜୁରି କ’ଣ? କାରଣ ଓ ଚିକିତ୍ସା | Dr Sarthak Patnaik on Treatment of Ligament injury in Odia
#LigamentInjury #OdiaHealthTips #DoctorsAdvice ହାଡ଼ଗୁଡ଼ିକୁ ପରସ୍ପର ମଧ୍ୟରେ ଯୋଡ଼ି ରଖିବା ପାଇଁ ଏକ ନରମ ଇଲାଷ୍ଟିକ୍ ଟିସ୍ୟୁ ରହିଛି। ଏହାକୁ ଲିଗାମେଣ୍ଟ ବୋଲି କୁହାଯାଏ। ଲିଗାମେଣ୍ଟ ଯୋଗୁଁ ହିଁ ସବୁ ଗଣ୍ଠି ଠିକ୍ ଭାବରେ ଚଳନ ହୋଇପାରେ। କୌଣସି କାରଣରୁ ଯଦି ଲିଗାମେଣ୍ଟରେ ଆଘାତ ଲାଗି ଏହା ଛିଡ଼ିଯାଏ, ତେବେ ଗଣ୍ଠିସ୍ଥାନରେ ଅସହ୍ୟ ଯନ୍ତ୍ରଣା ହେବା ସହ କାମ କରିବାରେ ଅସୁବିଧା ହୁଏ। ଲିଗାମେଣ୍ଟ ଇଞ୍ଜୁରି କ’ଣ? ଯଦି ଆପଣ ଲିଗାମେଣ୍ଟ ଇଞ୍ଜୁରିର ଶିକାର ହୁଅନ୍ତି, ତେବେ କ’ଣ କରିବେ? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ଆର୍ଥ୍ରୋସ୍କୋପି ଏବଂ ସ୍ପୋର୍ଟସ୍ ମେଡିସିନ୍ ସ୍ପେଶାଲିଷ୍ଟ ଡାକ୍ତର ସାର୍ଥକ ପଟ୍ଟନାୟକ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଲିଗାମେଣ୍ଟ କ’ଣ? (0:00) ଲିଗାମେଣ୍ଟ ଇଞ୍ଜୁରି ହେବାର କାରଣ କ’ଣ? (0:34) ଗଣ୍ଠିରେ ଆଘାତ ଲାଗିଲେ ପ୍ରାଥମିକ ଚିକିତ୍ସା କ’ଣ? (3:51) ଲିଗାମେଣ୍ଟ ଇଞ୍ଜୁରି ହେଲେ କେଉଁ ପରୀକ୍ଷା କରାଯାଏ? (5:51) ଲିଗାମେଣ୍ଟ ଇଞ୍ଜୁରିର ଚିକିତ୍ସା (7:27) ଖେଳିବା ପୂର୍ବରୁ ସାବଧାନ ହୁଅନ୍ତୁ (8:34) ଡାକ୍ତରଙ୍କ ପରାମର୍ଶ (10:48) There is a soft elastic tissue to connect the bones to each other called the ligament. It is only because of the ligaments that all the joints can move properly. What is ligament injury? What are the causes of ligament injury? Let us find out more from Dr Sarthak Patnaik, an Arthroscopy & Sports Medicine specialist. In this video, What is a ligament? (0:00) Cause of ligament injuries (0:34) First aid for ligament injuries (3:51) Diagnosis of ligament injuries (5:51) Treatment of ligament injuries (7:27) Precautions for sportspersons (8:34) Doctor’s Advice (10:48) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ଲିଗାମେଣ୍ଟ୍ ଇଞ୍ଜୁରି – କେମିତି କରିବେ ଚିକିତ୍ସା? | Dr Sandeep Lenka on Ligament injury in Odia |Treatment

Odia Doctor Capt Sarthak Patnaik Is Sports Surgeon For Asian Athletics Championships

ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ: କାରଣ, ଲକ୍ଷଣ ଓ ଚିକିତ୍ସା | Dr. Jyoti Ranjan Parida on Arthritis, in Odia

ଲିଗାମେଣ୍ଟ ଇଞ୍ଜୁରି ପ୍ରାଥମିକ ଚିକିତ୍ସା ଓ ଅତ୍ୟାଧୁନିକ 4K ସର୍ଜରୀ Best Treatment Of Ligament Injury in Odia

4 LCL Injury Recovery Exercises

Rare Surgical Success In Bhubaneswar: Odisha's 1st Biological Ligament Implant: Dr Sarthak Patnaik

LCL Sprains and Tears - Symptoms, Tests, Recovery Times. Plus: Do I Need Surgery for my LCL Injury?

Risk Factor and Injury Mechanisms In Ligament Injury | Dr. Sandeep Singh | Swasthya Sambad | Odisha

क्या Ligament Injury खुद ठीक हो सकती है? Ligament Injury Myths vs Reality | Dr. Vikram Mhaskar

Every Knee Pain EXPLAINED in 11 Minutes... & Their Fixes!

The Doctor Who Cured His Own Disease | Dr. David Fajgenbaum

ଟିବିର ଚିକିତ୍ସା ସମ୍ଭବ | Tuberculosis (TB) in Odia | Prof Dr Srikant Kumar Dhar

CCL Tears and How a TPLO Surgery Works

ଗ୍ୟାସ ଓ ଏସିଡିଟି ବିନା ଔଷଧରେ Ayurveda cure for acidity and gas problem by Dr Kamdeb Das | MyDoctor

#ACL और #Meniscus Tear है तो क्या करें? Surgery Consultation for ACL & Bucket Handle Meniscus Tear

మోకాళ్ల నొప్పులు ఉన్నవాళ్లు ఈ తప్పులు చేయొద్దు | PRP for Arthritis| Knee Pains| Dr AV Gurava Reddy

Daily 15-Minute Knee Pain Routine That Actually Works (Orthopedic Surgeon Explains)

MCL Tear - 4 Exercises to Rehab Your Knee

Ligament Injury का इलाज कैसे किया जाता है? | Treatment for Ligament Injuries | Dr. Vikram Mhaskar

