ଟିବିର ଚିକିତ୍ସା ସମ୍ଭବ | Tuberculosis (TB) in Odia | Prof Dr Srikant Kumar Dhar
#WorldTBDay #OdiaHealthTips ମାର୍ଚ୍ଚ ୨୪, ବିଶ୍ୱ ଯକ୍ଷ୍ମା ଦିବସ। ଯକ୍ଷ୍ମା ବିଷୟରେ ଲୋକଙ୍କୁ ସଚେତନ କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଯକ୍ଷ୍ମା ଏକ ସଂକ୍ରାମକ ରୋଗ। ଯକ୍ଷ୍ମା କେବଳ ଫୁସ୍ଫୁସ୍କୁ ପ୍ରଭାବିତ କରେ ତାହା ନୁହେଁ, ଏହା ମସ୍ତିଷ୍କ, ହାଡ଼, ଗଣ୍ଠି, ଚର୍ମ ଭଳି ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିପାରେ। ଯକ୍ଷ୍ମାର ଚିକିତ୍ସା ନ କଲେ ରୋଗୀ ମୃତ୍ୟୁମୁଖରେ ମଧ୍ୟ ପଡ଼ିପାରେ। ତେବେ ଯକ୍ଷ୍ମା ବା ଟିବି ରୋଗର କାରଣ କ’ଣ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, କାହିଁକି ହୁଏ ଟିବି? (0:00) ଟିବିର କାରଣ କ’ଣ ହୋଇପାରେ? (3:25) ଟିବିର ଚିକିତ୍ସା ସମ୍ଭବ କି? (4:58) World TB Day, 24 March, raise public awareness and steps up efforts to end the global TB epidemic. Tuberculosis i.e. TB is an infection in the lungs caused by a microorganism called Mycobacterium. It is a contagious infection that usually attacks your lungs. Can TB be cured? Do lungs heal after TB? What are the treatments? Let's know more from Prof Dr Srikant Kumar Dhar, a Medicine Specialist. In this Video, Why does TB happen? In Odia (0:00) Causes of TB, in Odia (3:25) Is there any possible treatment for TB? in Odia (4:58) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Tuberculosis of spine (ସ୍ପାଇନର ଟିବି )| Chikitsaka || Kalinga TV

ଏଡ୍ସ (HIV): ରୋକିବେ କେମିତି? | HIV/AIDS in Odia | Causes & Treatment | Prof Dr Srikant Kumar Dhar

🔴 LIVE | Bahuda Jatra 2026 | ବାହୁଡ଼ାଯାତ୍ରାର ସିଧାପ୍ରସାରଣ | Rath Yatra Live From Puri Ad Free

Doctor Doctor | Effective Home Remedies for Tuberculosis

TB जल्दी ठीक करने के लिए क्या खाएं | TB Diet Plan for Fast Healing

Aarogya: Know About Tuberculosis (TB) Causes, Symptoms And Treatments | Kanak News

Live | ବାହୁଡ଼ା ଯାତ୍ରା | Bahuda Yatra | Live From Puri Jagannath Dham | OTV Digital

🩺 All CNA Skills | Step-by-Step CNA Skills Review with Nurse Eunice (for ALL States)

Treatment For Abdominal Tuberculosis ପେଟରେ କାହିଁକି ହୁଏ ଟିବି ଓ କିଭଳି କରିବେ ଚିକିତ୍ସା पेट का टीबी इलाज

🔴LIVE || Shree Jagannath Bahuda Yatra 2026 || Return Car Festival || ଶ୍ରୀ ଜଗନ୍ନାଥଙ୍କ ବାହୁଡା ଯାତ୍ରା

Tuberculosis | Clinical Medicine

World Tuberculosis Day 2025 | Causes, Symptoms & Prevention | Expert Talk

ଶ୍ୱାସ ରୋଗ ଥିଲେ ନିଶ୍ଚିତ ଦେଖନ୍ତୁ|Respiratory Disease Treatment | Causes, Symptoms & Effective Remedies

🔴Live | Bahuda Yatra 2026 | Bahuda Jatra | Rath Yatra 2026 | Puri | Jay Jagannath | Argus Digital

Pneumonia: Part 1 | Clinical Medicine

Cancer ଭଲ କରିଦେବେ କହିଲେ ଡାକ୍ତର | Dr Prasanta Kumar Parida | News18 Podcast | Odia News | N18P

🔰 ଯକ୍ଷ୍ମା ରୋଗର ସଫଳ ଚିକିତ୍ସା | Treatment of Tuberculosis (TB) in Odia | Dr. Sampat Dash

Kidney Health Down Syndrome | Chronic Kidney Disease | Kidney Health | N18V

🔴LIVE | Bahuda Yatra 2026 | ବାହୁଡ଼ାଯାତ୍ରାର ସିଧାପ୍ରସାରଣ | Bahuda Jatra Live From Puri | S J Dham

