Bata Osha Kahani (Danda Panhara) Full Video- Namita Agrawal | ବାଟ ଓଷା(ଦାଣ୍ଡ ପହଁରା କାହାଣୀ) | Sidharth
Create Your Reels Here :- https://bit.ly/3YekhnE Song : Bata Osha Kahani Singer : Namita Agrawal Album : Bata Osha Kahani Album No : SM- 4902 Lyrics : Bijay Malla Music : Puratana Music Label : Sidharth Music Producer : Sitaram Agrawal & Namita Agrawal ---------------------------- ବାଟଓଷା ବା ଦାଣ୍ଡପହଁରା ଓଷା ପୌଷମାସ କୃଷ୍ଣ ଦ୍ୱିତୀୟା ତିଥିରେ ପାଳନ କରାଯାଏ । ଏହି ଓଷା ଯମରାଜାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ । ପ୍ରତ୍ୟେକ ମାଆମାନେ ନିଜ ପୁତ୍ରମାନେ ଦୀର୍ଘାୟୁ ହେବା ନିମନ୍ତେ ରାତିରେ ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ପୁତ୍ରମାନଙ୍କୁ ଝାଡ଼ିଥାନ୍ତି । ଇନ୍ଦ୍ରଙ୍କର ଅମୋଘ ଅସ୍ତ୍ର ହେଉଛି ବଜ୍ର । ସେଥିପାଇଁ ପ୍ରବାଦ ଅଛି-ମାତାମାନେ ନିଜ ସନ୍ତାନର ଦୀର୍ଘଜୀବନ କାମନା କରି ଓଷା ମଣ୍ଡପର ଚତୁର୍ପାଶ୍ୱକୁ ବଜ୍ରମୂଳିରେ ପହଁରିବା ପରେ ସେଥିରେ ସନ୍ତାନମାନଙ୍କୁ ଝାଡ଼ିଥାନ୍ତି । କୋଶଳ ଦେଶର ରାଜା ସୁଦର୍ଶନ ଓ ରାଣୀ ଲୀଳାବତୀ, ଦୁହେଁ ପରୋପକାରୀ ଓ ପ୍ରଜାବତ୍ସଳ ହୋଇଥିଲେ ମଧ୍ୟ ପୁତ୍ରସନ୍ତାନ ନଥିବାରୁ ମନସ୍ତାପ କରିଥିଲେ । ବିଜ୍ଞ ବ୍ରାହ୍ମଣ, ଜ୍ୟୋତିଷ ଦାଣ୍ଡ ପହଁରା ବା ବାଟ ଓଷା କରିବାଦ୍ୱାରା ଯମଙ୍କୁ ସନ୍ତୁଷ୍ଟ କଲେ ପୁତ୍ରପ୍ରାପ୍ତି ହେବ ବୋଲି ପରାମର୍ଶ ଦେଇଥିଲେ । ଓଷା କରିଥିବା ରାଜ୍ୟର ଗୃହିଣୀମାନଙ୍କଠାରୁ ପ୍ରସାଦ ପାଇ ରାଣୀ ଗର୍ଭବତୀ ହେବା ସହ ଉତ୍ତମ ପୁତ୍ରପ୍ରାପ୍ତ କରିଥିଲେ, ଯାହାର ନାମ ବୀରସେନ । କିନ୍ତୁ ପୁତ୍ରପ୍ରାପ୍ତି ପରେ, ରାଣୀ ଆଉ ଯମଦେବତାଙ୍କ ବାଟ ଓଷା ନ କରିବା ଯୋଗୁଁ ଯମ ବୀରସେନଙ୍କୁ ଅପହରଣ କରି ନେଇଗଲେ ଏବଂ ନିଜର ମାତାଙ୍କୁ ତାଙ୍କୁ ମାରି ରୋଷେଇ କରି ଖାଇବାକୁ ଦେବା ପାଇଁ କହିଥିଲେ । ତତ୍ପରେ ଯମ ସ୍ନାନ କରିବାକୁ ଚାଲିଗଲେ । ଇତ୍ୟବସରରେ ବୀରସେନଙ୍କ ନାକରେ ଦୁଇ ଖଣ୍ଡ କାଠି ପୂରାଇ ପୂଜା ସମୟରେ ଛିଙ୍କିବା ପାଇଁ ଯମଙ୍କ ମାତା ଶିଖାଇ ଦେଲେ । ବୀରସେନ, ଯମମାତାଙ୍କ କହିବା ଅନୁସାରେ ନାକରେ କାଠି ପୂରାଇ ଛିଙ୍କିଥିଲେ । ଏହି ସମୟରେ ଯମମାତା ଅଚ୍ଛମର ହୁଅ ବୋଲି କହିଥିଲେ, ଯାହା ଫଳରେ ଯମଦେବ ବୀରସେନଙ୍କୁ ନ ମାରି, ବାଟଓଷା ନକଲେ ପୁନର୍ବାର ନେଇଯିବେ ବୋଲି ବୀରସେନଙ୍କ ମାତାଙ୍କୁ କହି ଘରେ ଛାଡ଼ି ଦେଇଗଲେ । ପରିବାରବର୍ଗ ବୀରସେନଙ୍କୁ ପାଇ ଅତ୍ୟନ୍ତ ଖୁସି ହୋଇଥିଲେ ମଧ୍ୟ କାହିଁକି ରୁଷିଥିଲେ ବୋଲି ପଚାରିବାରୁ ଉତ୍ତରରେ କହିଲେ, ତୁମେ ଯମଦେବଙ୍କ ବାଟଓଷାକୁ ଭୁଲି ଯାଇଥିବାରୁ ମୋତେ ଧରି ନେଇଥିଲେ ବୋଲି କହିଥିଲେ । ଶେଷରେ ରାଜଗୃହରେ ମାତା କୌଶଲ୍ୟା ଯମଦେବଙ୍କ ବାଟ ଓଷା କରି, ଦାଣ୍ଡ ପହଁରି, ପୁତ୍ରର ଦୀର୍ଘ ଜୀବନ କାମନା କରିଥିଲେ । ♪ Full Song Available on ♪ Spotify : https://spoti.fi/3PfWPT2 Wynk : Gaana : JioSaavn : https://bit.ly/3Yb7hiM Apple Music : https://apple.co/3PvohMZ Amazon Prime Music : https://amzn.to/3hi8zIb iTunes : https://apple.co/3PvohMZ YouTube Music : https://bit.ly/3Hplumc --------------------------------- Video Director : Gati,Naba Camera : Narendra,Rintu Editor : Chandan Panda,Balaram Thumbnail Design : Bikash,Tapan Art : Babu,Rocky Choreographer : 3D Modeling : Adil Ali Khan Digital Grading : Shivananda Jena DI At : Sidharth Studio Camera Associate : Rintu, Sanjit IT Support : Durga Prasad Das Makeup : Deepak, Bablu Recorded At : Sidharth Studio Voice Dubbing By : Munna & Sangram Mastering By : Sitaram Agrawal & Pradyumna Singh Banner : Sidharth Music Producer : Sitaram Agrawal & Namita Agrawal ----------------------------------- Enjoy & stay connected with us! Facebook : / namitaagrawalofficial --------------------------------- ସିଦ୍ଧାର୍ଥ TV" ଏବେ ସମସ୍ତ DTH ଏବଂ Cabel ରେ ଉପଲବ୍ଧ .. Sidharrth TV : Dish-1311,Tata Play-1757,Airtel-600 Sun Direct -657,D2H-1311 Sidharth Bhakti : Dish TV-1395, Airtel-616,Sun-491 Sidharth Gold : Dish TV -1333, Airtel-602,Sun-658 Jay Jagannath : Dish-1397,Videocon D2H-1397 SUBSCRIBE us for Mega Serial, Reality Shows every day: YouTube : / sidharthtv Instagram : / sidharthtvofficial Facebook : / sidharthtvofficial Twitter : / sidharth_tv Subscribe our other Television Channels : Sidharth Bhakti : https://bit.ly/3ybqxAJ Sidharth Gold : https://bit.ly/3a1P4Ac Jay Jagannath : https://bit.ly/3aa1lTa #SidharthBhakti #SidharthTV #NamitaAgrawal #SidharthMusic #SitaramAgrawal

Akatya Bachana ଅକାଟ୍ୟ ବଚନ (ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା ) | Namita Agrawal | Sidharth Music

DANDA NACHA || Maa Dandakali Mahatmya

ଭାଗବତ କଥା 4.28.47 ପ୍ରବକ୍ତା H H Gopinath Swami Maharaj

Danda Pahnara Osha ra kahani#pouranikatha.Odia Anchalik Gana Parba#pouranikkatha

Shiba Ratri Brata Kahani - ଶିବରାତ୍ରି ବ୍ରତ କାହାଣୀ | Namita Agrawal | Jagara Mahima | Sidharth Music

ହନୁମାନ ଭକ୍ତଙ୍କ ପାଇଁ ସ୍ପେଶାଲ୍ | ରାମ ଭକ୍ତ ହନୁମାନଙ୍କ ପ୍ରିୟ ଭଜନ | Morning Hanuman Bhakti Songs 2026

Shrabana Kumar || ପିତୃଭକ୍ତିର ଅନନ୍ୟ କାହାଣୀ ଶ୍ରବଣ କୁମାର || Full Video || Sricharan || Sabitree Bhakti

𝐒𝐢𝐭𝐚𝐥𝐚 𝐒𝐚𝐬𝐭𝐡𝐢𝐫𝐚 𝐊𝐚𝐡𝐚𝐧𝐢 | ଶୀତଳ ଷଷ୍ଠୀର କାହାଣୀ | ଶିବ-ପାର୍ବତୀ ଦିବ୍ୟ ମିଳନ କାହାଣୀ | 𝐍𝐚𝐦𝐢𝐭𝐚 𝐀𝐠𝐫𝐚𝐰𝐚𝐥

Khudurukuni Osha (Bahi Gita) - ଖୁଦୁରୁକୁଣୀ ଓଷା - ବହିଗୀତ | Mansi Patra, Debajani Singh | World Music

નિર્જળા એકાદશીની આ કથા સાંભળવાથી ઉપવાસ વગર પુણ્યફળ મળશે || #ekadashi Nirjala Ekadashi Katha

Bhakta Balaram Das Beshya Mayajalare | ବାଲି ରଥ | Sricharan Mohanty | ଭକ୍ତ ବଳରାମ ଦାସ ବେଶ୍ୟା ମାୟାଜାଲରେ

#muodia Bata Oshara Puja Bidhi

Bhajukina Rama Nama (ଟୀକା ଗୋବିନ୍ଦ ଚନ୍ଦ୍ର)| Namita Agrawa | ଭଜୁକିନା ରାମ ନାମ | Sidharth Music

Satyanarayananka Janma Katha | Full Video | Sricharan Mohanty | Satyanarayana Katha | Narayana Janma

NIRIMAKHI TAPOI - Suna Suna Maa Bhauni | Khudurukuni Osha Katha | Namita Agrawal | Sidharth Music

Na Pahu Rati Na Maru Pati (Gahani) ନ ପାହୁ ରାତି ନ ମରୁ ପତି | Geeta Dash | Sidharth Bhakti

Odia Bhagabata - 1st Skandha (Adhyaya-2) ଓଡିଆ ଭାଗବତ - ପ୍ରଥମ ସ୍କନ୍ଧ (ଅଧ୍ୟାୟ-୨ ) || Namita Agrawal

Keun Papa Kale Ki Roga Hue | କେଉଁ ପାପ କଲେ କେଉଁ ରୋଗ ହୁଏ | ଜୀବନର ଗୁଢରହସ୍ୟ | Sri Charana | Sidharth

Dasavatara Kahani - ବ୍ୟାଖ୍ୟା ସହ ଶୁଣନ୍ତୁ ବିଷ୍ଣୁ କାହିଁକି ନେଲେ ଦଶଟି ଅବତାର | Namita Agrawal,Bijay Malla

