Akatya Bachana ଅକାଟ୍ୟ ବଚନ (ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା ) | Namita Agrawal | Sidharth Music

ଅକାଟ୍ୟ ବଚନ (ଖନା ବଚନ) - ପୃଥିବୀର ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା ଜ୍ୟୋତିଷ ବିଦ୍ୟା ବିଶରଦ ବରାହମିହୀରଙ୍କ ପୁତ୍ରବଧୁ ଲୀଳାବତୀ କହିଥିବା ଜ୍ୟୋତିଷ ସାରକଥା ଖନା ବଚନ ଭାବେ ପ୍ରସିଦ୍ଧ । ଲୀଳାବତୀ ଜ୍ୟୋତିଷ ଶାସ୍ତ୍ରବିଦ୍ୟାରେ ପୃଥିବୀର ସର୍ବଶ୍ରେଷ୍ଠା , ତାଙ୍କର ଗଣନା ଅଭ୍ରାନ୍ତ ଏବଂ ଆଶ୍ଚର୍ଯ୍ୟ ଧରଣର ଥିଲା। ଶଶୁରଙ୍କ ଆଦେଶ ପାଳନ କରି ତାଙ୍କ ସ୍ୱାମୀ ମିହୀର ତାଙ୍କ ଜିହ୍ୱା ଛେଦନ କରିଥିଲେ । ଜିହ୍ୱା ଛେଦନ ପୂର୍ବରୁ ସେ କାଳ ନିରୂପଣ, ଶସ୍ୟ ବିଷୟର ଜ୍ଞାନ, କୃଷିତତ୍ତ୍ୱ ଜ୍ୟୋତିଷର ଅନେକ ସାରକଥା କହିଥିଲେ। ସେ ସବୁ ବଙ୍ଗଳା ଓ ଓଡ଼ିଆ ଭାଷାରେ ଖନା ବଚନ ଭାବେ ପ୍ରଚଳିତ। ଲୀଳାବତୀ ଏକ ରାଜବଂଶରେ ଜନ୍ମ ଗ୍ରହଣ କରିଥିଲେ, କିନ୍ତୁ ସମୁଦ୍ର ମଧ୍ୟରେ କୈଣସି ଦ୍ୱୀପରେ ବାସ କରୁଥିବା କେତେକ ରାକ୍ଷସ ଲୀଳାବତୀଙ୍କର ପିତୃରାଜ୍ୟରେ ପ୍ରବେଶ କରି ତାଙ୍କୁ ସବଂଶରେ ମାରି ସେହି ରାଜ୍ୟରେ ବାସ କରୁଥିବା ପ୍ରଜାମାନଙ୍କୁ ବିନାଶ କରି ରାଜକୋଷର ସମସ୍ତ ଧନରତ୍ନ ଅପହରଣ କରିନେଲେ । ମାତ୍ର ଲୀଳାବତୀଙ୍କୁ ଅଳ୍ପବୟସ୍କା କୁମାରୀ ଦେଖି ଏବଂ ତାଙ୍କର ସୌନ୍ଦର୍ଯ୍ୟରେ ମୁଗ୍ଧହୋଇ ପ୍ରତିହିଂସା ପରାୟଣ ରାକ୍ଷସମାନଙ୍କ ହିଂସା ବିଦୂରିତ ହେଲା। ସେମାନେ ଧନରତ୍ନ ସହିତ ସୁକୁମାରୀ ଲୀଳାବତୀଙ୍କୁ ଅକ୍ଷର ଶରୀରରେ ନିଜ ଘରକୁ ନେଇ ଗଲେ । ସେଠାରେ ସୁକନ୍ୟାକୁ ଲାଳନ ପାଳନ କରି ନାନାଦି ଜ୍ୟୋତିଷ ଶାସ୍ତ୍ରଶିକ୍ଷା ଦେଲେ । ଯାହାଦ୍ୱାରା ସେ ପୃଥିବୀର ସର୍ବଶ୍ରେଷ୍ଠା ଜ୍ୟୋତିଷ ରୂପରେ ନିଜର ପରିଚୟ ଦେଇ ଯାଇଛନ୍ତି। --------------------------------------------- Album : Aakatya Bachana Album No. : SM-1342 Lyrics : Basantaraj Samal Singer : Namita Agrawal Music Director : Puratana ----------------------------------------------------- ♪ Full Song Available on ♪ JioSaavn : https://bit.ly/2r3C866 Wynk : https://bit.ly/2PCdUcQ Gaana : https://bit.ly/2PzUpRW Apple Music : https://apple.co/35ESgKC Amazon Prime Music : https://amzn.to/36TEpAj iTunes : https://apple.co/2S4xQqa Spotify : https://spoti.fi/2EwPYkz ----------------------------------------------------- Recorded At : Sidharth Studio Voice Dubbing : Munna & Pappu Mastering By : Sitaram Agrawal & Swapnajit Sabath Producer : Sitaram Agrawal & Namita Agrawal Music Label : Sidharth Music Banner : Sidharth Music ----------------------------------------------------- Set Caller Tune ; Operator Codes: Airtel Users Dial 5432111264807 Vodafone Users Dial 5371251205 BSNL (South / East) Users sms BT 1251205 To 56700 Idea Users Dial 567891251205 Also available on Jio Tunes ----------------------------------------------------- Watch & Subscribe to our other YouTube Channels: 👉 Sidharth Bhakti :    / sidharthbhakti   👉 Sidharth Music:    / sidharthmusic    👉 Sidharth TV :    / sidharthtv    👉 Namita Agrawal :    / namitaagrawal    ----------------------------------------------------- Enjoy & stay connected with us! 👉 Like us on Facebook :   / sidharthbhaktiodia   ----------------------------------------------------- #OdiaBhaktidhara #SidharthMusic #SidharthBhakti #SidharthTV #NamitaAgrawal #SitaramAgrawal

Khana Bachana - ଖନା ବଚନ  (ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା ) | Namita Agrawal | Sidharth Music
▶︎

Khana Bachana - ଖନା ବଚନ (ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା ) | Namita Agrawal | Sidharth Music

Na Bhogiba Jama Danda - Garuda Purana | ନ ଭୋଗିବ ଯମ ଦଣ୍ଡ.. କଣ କଲେ ଯମପୁର ଯିବେ ନାହିଁ  | Namita Agrawal
▶︎

Na Bhogiba Jama Danda - Garuda Purana | ନ ଭୋଗିବ ଯମ ଦଣ୍ଡ.. କଣ କଲେ ଯମପୁର ଯିବେ ନାହିଁ | Namita Agrawal

श्री हनुमान चालीसा Hanuman Chalisa I GULSHAN KUMAR I HARIHARAN, Full HD Video, Shree Hanuman Chalisa
▶︎

श्री हनुमान चालीसा Hanuman Chalisa I GULSHAN KUMAR I HARIHARAN, Full HD Video, Shree Hanuman Chalisa

SUNA SUDHIJANE - Chakulia Panda Gita | କାର୍ତ୍ତିକ ମାସରେ ଚକୁଳିଆ ପଣ୍ଡା ଗୀତ | Arabinda Muduli | Sidharth
▶︎

SUNA SUDHIJANE - Chakulia Panda Gita | କାର୍ତ୍ତିକ ମାସରେ ଚକୁଳିଆ ପଣ୍ଡା ଗୀତ | Arabinda Muduli | Sidharth

ସକାଳୁ ଏଇ ଗୀତ ଶୁଣନ୍ତୁ ଦିନ ଭଲରେ କଟିବ - Namita Agrawal Best Morning Odia Jagannath Bhajan Audio Jukebox
▶︎

ସକାଳୁ ଏଇ ଗୀତ ଶୁଣନ୍ତୁ ଦିନ ଭଲରେ କଟିବ - Namita Agrawal Best Morning Odia Jagannath Bhajan Audio Jukebox

Na Bhogiba Jama Danda
▶︎

Na Bhogiba Jama Danda

Jibanku Kiaba Bharasa || Odia Bhajan || Full Video || Sarat Nayak || Pankaj Jal || Sabitree Music
▶︎

Jibanku Kiaba Bharasa || Odia Bhajan || Full Video || Sarat Nayak || Pankaj Jal || Sabitree Music

Akatya Bachana -ଅକାଟ୍ୟ ବଚନ | FULL VIDEO | Namita Agrawal |(ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା) |Sidharth Music
▶︎

Akatya Bachana -ଅକାଟ୍ୟ ବଚନ | FULL VIDEO | Namita Agrawal |(ସର୍ବଶ୍ରେଷ୍ଠ ଜ୍ୟୋତିଷ ଗଣନା) |Sidharth Music

Bhajukina Rama Nama Re - Tika Gobinda Chandra | ଭାବପୂର୍ଣ୍ଣ ଗୀତ ଟୀକା ଗୋବିନ୍ଦ ଚନ୍ଦ୍ର | Namita Agrawal
▶︎

Bhajukina Rama Nama Re - Tika Gobinda Chandra | ଭାବପୂର୍ଣ୍ଣ ଗୀତ ଟୀକା ଗୋବିନ୍ଦ ଚନ୍ଦ୍ର | Namita Agrawal

Srestha Dhama Chari Dhama ll ଶ୍ରେଷ୍ଠ ଧାମ ଚାରିଧାମ ମାହାତ୍ମ୍ୟ ll କେଉଁ ଧାମ ଶ୍ରେଷ୍ଠ ଓ କାହଁକି🙏Pragnyashree
▶︎

Srestha Dhama Chari Dhama ll ଶ୍ରେଷ୍ଠ ଧାମ ଚାରିଧାମ ମାହାତ୍ମ୍ୟ ll କେଉଁ ଧାମ ଶ୍ରେଷ୍ଠ ଓ କାହଁକି🙏Pragnyashree

Bhagabata Saara - ଭାଗବତ ସାର ( ଓଡ଼ିଆ ଭାଗବତର ଶ୍ରେଷ୍ଠ ପଦାବଳୀ ) | Namita Agrawal | Sidharth Music
▶︎

Bhagabata Saara - ଭାଗବତ ସାର ( ଓଡ଼ିଆ ଭାଗବତର ଶ୍ରେଷ୍ଠ ପଦାବଳୀ ) | Namita Agrawal | Sidharth Music

Achyutananda Malika | ଅଚ୍ୟୁତନନ୍ଦ ମାଳିକା | କଳିଯୁଗ ଭବିଷ୍ୟତ ପୁରାଣ | Namita Agrawal | Odia Bhaktidhara
▶︎

Achyutananda Malika | ଅଚ୍ୟୁତନନ୍ଦ ମାଳିକା | କଳିଯୁଗ ଭବିଷ୍ୟତ ପୁରାଣ | Namita Agrawal | Odia Bhaktidhara

Kalijai Song - Bapa Ghara Khela Sarigala -ବାପ ଘର ଖେଳ ସରିଗଲା- ଜାଇର କରୁଣ କାହାଣୀ | Gita Dash | Sidharth
▶︎

Kalijai Song - Bapa Ghara Khela Sarigala -ବାପ ଘର ଖେଳ ସରିଗଲା- ଜାଇର କରୁଣ କାହାଣୀ | Gita Dash | Sidharth

श्री हनुमान चालीसा Hanuman Chalisa | GULSHAN KUMAR | HARIHARAN, Full HD Video, Shree Hanuman Chalisa
▶︎

श्री हनुमान चालीसा Hanuman Chalisa | GULSHAN KUMAR | HARIHARAN, Full HD Video, Shree Hanuman Chalisa

Chanakya Bachana ଚାଣକ୍ୟ ବଚନ || Singer - Pankaj Jaal || Sarthak Music | Sidharth Bhakti
▶︎

Chanakya Bachana ଚାଣକ୍ୟ ବଚନ || Singer - Pankaj Jaal || Sarthak Music | Sidharth Bhakti

Hey Bandhu | Full Audio Jukebox | Kumar Bapi | Srikant Gautam | Santiraj Khosla | Sun Bhajan
▶︎

Hey Bandhu | Full Audio Jukebox | Kumar Bapi | Srikant Gautam | Santiraj Khosla | Sun Bhajan

Gahani - Na Pahu Rati Na Maru Pati - ଗାହାଣୀ - ନ ପାହୁ  ରାତି ନ ମରୁ ପତି | Geeta Dash | ସତୀର ମହିମା କଥା
▶︎

Gahani - Na Pahu Rati Na Maru Pati - ଗାହାଣୀ - ନ ପାହୁ ରାତି ନ ମରୁ ପତି | Geeta Dash | ସତୀର ମହିମା କଥା

Sri Krushnanka Sarira Tyaga | ଶ୍ରୀ କୃଷ୍ଣଙ୍କ ଶରୀର ତ୍ୟାଗ | Sricharan Mohanty | Sri Krushna Bhajan
▶︎

Sri Krushnanka Sarira Tyaga | ଶ୍ରୀ କୃଷ୍ଣଙ୍କ ଶରୀର ତ୍ୟାଗ | Sricharan Mohanty | Sri Krushna Bhajan

Malika Bachana Kalijuga Kahani | Odia Malika Bhajan | Asuchhi Mahapralaya | Pabitra Paree
▶︎

Malika Bachana Kalijuga Kahani | Odia Malika Bhajan | Asuchhi Mahapralaya | Pabitra Paree

TRINATHA MELA - ତ୍ରିନାଥ ମେଳା | Narendra Kumar | ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କ ଉଦ୍ଦେଶ୍ୟରେ ପୂଜା ହୋଇଥାଏ
▶︎

TRINATHA MELA - ତ୍ରିନାଥ ମେଳା | Narendra Kumar | ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କ ଉଦ୍ଦେଶ୍ୟରେ ପୂଜା ହୋଇଥାଏ