ମା' ପାଇଁ ଗଛ ଟିଏ // एक पेड़ माँ के नाम // EK PED MAA KE NAAM // ୧୮ କ ପଣିକିଆ // ପ୍ରୀତି ସୁଲଗ୍ନା ଶୃତି
ମା' ପାଇଁ ଗଛ ଟିଏ // एक पेड़ माँ के नाम // EK PED MAA KE NAAM // ୧୮ କ ପଣିକିଆ // ପ୍ରୀତି ସୁଲଗ୍ନା ଶୃତି ସୁଲଗ୍ନା *--------------------* ସାଙ୍ଗମାନେ... ମୋ ସହିତ କଥାହବ ? ତାହେଲେ, ଶୀଘ୍ର ଗୋଟେ ଗଛ ଲଗେଇ, ଗଛ ସହିତ ଫଟୋ ଉଠେଇ, ମୋ ନମ୍ଵର କୁ ପଠାଅ , କିମ୍ବା ଏଇ ଗୀତ ରେ ଗୋଟେ shorts ଭିଡିଓ କରି ମୋ ନମ୍ବର 9124040466 କୁ ପଠାଅ । 🌹🌱🌹 *--------------------* ଅଠର କେ ଅଠର ମାଆ ପରି ସାହା ଗଛ ଜୀବ ଜଗତର ଅଠର ଦୁଗୁଣେ ଛତିଶି ଗଛମୂଳେ ଦେବା ପାଣି ହେବା ଆମେ ଖୁସି ଅଠର ତିରି ଚଉବନ ଶ୍ୱାସକ୍ରିୟା ପାଇଁ ଗଛ ଦିଏ ଅମ୍ଳଜାନ ଅଠର ଚୋଉକୁ ବାସ୍ତରୀ ଜଙ୍ଗଲ ବଡ଼ ସମ୍ପଦ ସୁରକ୍ଷା ଜରୁରୀ ଅଠର ପଞ୍ଚା ନବେ ପକ୍ଷୀଙ୍କର ଘର ଗଛ ମନେ ରଖିଥିବେ ଅଠର ସୋଉକୁ ଶହେଆଠ ଖରାବେଳେ ଗଛ ଛାଇ ହରିନିଏ କଷ୍ଟ ଅଠର ସତା ଶହେ ଛବିଶି ଅଙ୍ଗାରକାମ୍ଳକୁ ଗଛ ନେଇଯାଏ ଶୋଷି ଅଠର ଅଷ୍ଟା ଶହେ ଚଉରାଳିଶି ଗଛ ଅଛି ବୋଲି ସିନା ମେଘ ଯାଏ ବରଷୀ ଅଠର ନୁଆଁ ଶହେ ବାସଠି ଆନନ୍ଦରେ ଫୁଲଫଳ ଗଛ ଦିଏ ଭେଟି ଅଠର ଦଶା ଶହେ ଅଶୀ ମାଆ ପାଇଁ ଗଛଟିଏ ଲଗାଇବା ହସି *--------------------* ୧୮ କ ପଣିକିଆ ରେ, "ମା' ପାଇଁ ଗଛ ଟିଏ " ଗୀତ - ଡ. ସନାତନ ପଣ୍ଡା କଣ୍ଠ - ପ୍ରୀତି ସୁଲଗ୍ନା, ଶୃତି ସୁଲଗ୍ନା, ସାଙ୍ଗ ସୁଲଗ୍ନା ସଂଳାପ ଓ ପ୍ରଯୋଜିକା- ଶୁଭଶ୍ରୀ ସନମ୍ ଦାଶ ନିର୍ଦ୍ଦେଶନା - କୁରେଶ ଚନ୍ଦ୍ର ସାହୁ

୧୬ କ ପଣିକିଆ ରେ ଆମ ପରିମଳ // 16 KA PANIKIA RE AMA PARIMALA SONG // PRITI SHRUTI NEW ODIA PANIKIA GITA

ଖବର ଫଟାଫଟ | Khabar Fatafat | Speed News | Digha Dham News | Anubhav Mohanty | West Bengal News

💃 ଶିଶୁବାଟିକା ରେ ହସ୍ଟକର୍ମ💃ସୃଜନୀ ଶକ୍ତି ର ବିକାଶ💃by pratibha padhi 🌹🙏🌹

ANSHUGHATA || ଅଂଶୁଘାତ- ଅକାଳ ମୃତ୍ୟୁ || SUNSTROKE || PRITI SHRUTI || KURESH CHANDRA || AMA NAYAGARH

Maa Ke Naam Ek Ped

ଆହେ ଦୟା ମୟ ବିଶ୍ୱ ବିହାରୀ #ପ୍ରାର୍ଥନା # ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ #କିସିଣ୍ଡା # Naktideul #Sambalpur

Sourav Bharadwaj Hits | Odia Bhajan Jukebox | Jagannath Bhajan Songs

Home Guard daily wages hiked || Odia Movie Meher Munda Tax Free || 750 New Medical Post Approved

Gachhatie mu gachhatie | ଗଛଟିଏ ମୁଁ ଗଛ ଟିଏ । Awareness #save tree for our future।

୧୭ କ ପଣିକିଆ ରେ ଓଡ଼ିଆ ଅସ୍ମିତା // 17 KA PANIKIA RE ODIA ASMITA // SHRUTI PRITI NEW ODIA SONG VIRAL

ମୁଁ ଝିଅ ଟିଏ, ଝିଅ ମାନଙ୍କୁ ମାରନ୍ତୁ ନାହିଁ | କନ୍ଦେଇଦେଲେ ପ୍ରୀତି ଶୃତି | Podcast With Panikia Priti Shruti

୧୯ କ ପଣିକିଆ ରେ ରାଷ୍ଟ୍ରୀୟ ଏକତା // National unity in 19th Table // PRITI SULAGNA SHRUTI SULAGNA

Jhia Nuhe Tu Mora Maa ( ଝିଅ ନୁହେଁ ତୁ ମୋର ମା') Full Video | Manke, Priti Ranjan & Puja | Satyajeet

୮ କ ପଣିକିଆ ରେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା || TABLE 8th PRITI SHRUTI KAKA COMEDY CES

ଓମ୍ ଠୁ କ୍ରାଇମ ବ୍ରାଞ୍ଚ କଥା ଆଦାୟ କରି ପାରୁନଥିଲା, NHRC ଆଗରେ ସବୁ ସତ ମାନିଗଲା | SoumyaDeathCase | CrimeNews

Gacha tia mu gacha tia - Gachha tia mu gachha tiye -Save Tree Awareness Song - Dr. Dillip Srichandan

#Ama#Nayagarh#proud✌

Dharma Bhumi Ama Bharata - Independce Day Special Song | Pradnya Mishra | Sidharth Music

୬ କ ରୁ ୧୦ କ || ପ୍ରୀତି ପଣିକିଆ ଶ୍ରୁତି ର ସଚେତନତା 6th to10th table Odia Panikia Priti Shruti Viral Girl

