ଜନ ଗଣନା ଗୀତ //ପ୍ରୀତି ସୁଲଗ୍ନା ଶୃତି ସୁଲଗ୍ନା / CENSUS SONG / PRITI SULAGNA SHRUTI SULAGNA / जनगणना गीत
ଜନ ଗଣନା ଗୀତ //ପ୍ରୀତି ସୁଲଗ୍ନା ଶୃତି ସୁଲଗ୍ନା / CENSUS SONG / PRITI SULAGNA SHRUTI SULAGNA / जनगणना गीत *__________* ଜନ ଗଣନା-୨୦୨୭ ପାଇଁ, ନୟାଗଡ଼ ଜିଲ୍ଲାର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ, ସାରା ଭାରତ କୁ ସଚେତନ କରୁଛନ୍ତି, ପ୍ରୀତି ସୁଲଗ୍ନା ଓ ଶୃତି ସୁଲଗ୍ନା ଏହି ଗୀତ ଟି ଭାରତ ର ସମସ୍ତ ଜନ ସାଧାରଣ ତଥା, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଜନ ଗଣନା ଅଧିକାରୀ ( ଭାରତ ସରକାର ) ଙ୍କ ଉଦ୍ଦେଶ୍ୟ ରେ ଉତ୍ସର୍ଗୀକୃତ । यह गीत भारत की समस्त जनता, सभी शिक्षक-शिक्षिकाओं और जनगणना अधिकारियों (भारत सरकार) को समर्पित है। जनगणना-2027 के लिए, नयागढ़ जिले के शिक्षकों के साथ, प्रीति सुलगना और श्रुति सुलगना पूरे भारत को जागरूक कर रही हैं। This song is dedicated to the citizens of India, all teachers, and the Census Officers of the Government of India. For Census 2027, along with the teachers of Nayagarh district, Priti Sulagna and Shruti Sulagna are creating awareness across India 🙇♂️🌹🙇♂️ *----------------* ଦଶ ବରଷ ପରେ ଆସିଛି, ଆମ ଦେଶରେ ଜନ ଗଣନା ଶୁଣ ମଉସୀ ଶୁଣ ମାଉସା, ତଥ୍ୟ ଦେବାରେ ଭୁଲ କରନା ସମ୍ବିଧାନ ନିୟମ ଏଇ, ମାନିବା ଭଉଣୀ ଭାଇ ନାଗରିକ ଅଧିକାର ଭୂଲି ଯାଅନା -------------------- କେତେ ଶିକ୍ଷୟତ୍ରୀ କେତେଯେ ଶିକ୍ଷକ, ବୁଲୁଛନ୍ତି ଘରକୁ ଘର ଜନ ଗଣନା ର ଦାୟିତ୍ୱ ତାଙ୍କର, ତାଙ୍କପଦେ କୋଟି ଜୁହାର ଦେଶର ପ୍ରଗତି ପାଇଁ, ଦେବାରେ ହାତ ବଢ଼େଇ କେବେବି କାହାକୁ ଅସମ୍ମାନ କରନା, ଅସମ୍ମାନ କରନା -------------------- ତେତିଶି ଟି ପ୍ରଶ୍ନ ଗୋଟି ଗୋଟି କରି, ପଚାରିବେ ଏନମ୍ୟୁରେଟର ପ୍ରତିଟି ପ୍ରଶ୍ନର ସଠିକ୍ ଉତ୍ତର, ଦେବାପାଇଁ ଭୟ ନକର ରାଷ୍ଟ୍ର ବିକାଶ ପାଇଁ, ସଚେତନ ହୁଅରେ ଭାଇ କାନକୁହା ଗୁଜବ କୁ ଜମା ସୁଣନା, ଜମା ସୁଣନା -------------------- ସରକାର ଆଉ ପ୍ରସାଶନ ସଦା, ଜନସେବା ପାଇଁ ତତ୍ପର ଶୃଙ୍ଖଳା ରେ ଏଠି ଚାଲିଛି ଗଣନା, ଗାଁ ହେଉ ଅବା ସହର ସଭିଙ୍କ ଅବଦାନ ଜାତୀୟ ଅଭିଯାନ ମିଳିମିଶି କର ମାତୃଭୂମି ବନ୍ଦନା *------------------* ଗୀତ, ସଙ୍ଗୀତ ଓ ନିର୍ଦ୍ଦେଶନା - କୁରେଶ ଚନ୍ଦ୍ର ସାହୁ କଣ୍ଠ - ପ୍ରୀତି ସୁଲଗ୍ନା ଓ ଶୃତି ସୁଲଗ୍ନା ଚିତ୍ରୋତ୍ତଳନ - ସୁରେଶ ଚନ୍ଦ୍ର ସାହୁ ସହକାରୀ - ଅଶୋକ କୁମାର ସାହୁ , ଅଖିଳ ପ୍ରଧାନ ଷ୍ଟୁଡିଓ - ମହାବୀର ଫଟୋ ୱାଲ୍ଡ ସମ୍ପାଦନା - ରମେଶ ଚନ୍ଦ୍ର ସାହୁ କଳା - କିଶୋର ଚନ୍ଦ୍ର ସାହୁ ରୁପସଜ୍ଜା - ପଞ୍ଚାନନ ବେହେରା ପ୍ରଡକ୍ସନ - ସୌରଭ କୁମାର ସାହୁ , ପ୍ରଦୀପ ପ୍ରଧାନ ଖାଦ୍ଯ - ହୋଟେଲ ସମ୍ରାଟ ଆଲୋକ - ଅଖିଳ ପ୍ରଧାନ ବିଶେଷ କୃତଜ୍ଞତା ପିଏମ ଶ୍ରୀ ରାଧା ମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ, ଦଶପଲ୍ଲା ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଦଶପଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ, ଭୋଗବାଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟ, ବାରପୁରିକିଆ

୧୭ କ ପଣିକିଆ ରେ ଓଡ଼ିଆ ଅସ୍ମିତା // 17 KA PANIKIA RE ODIA ASMITA // SHRUTI PRITI NEW ODIA SONG VIRAL

ଭଗବାନ ଶିବଙ୍କ ପୁଅଙ୍କ ନାମ କଣ ?? Raja Sundari 2026 Audition - Sidharth TV

ଜନମ ନେଲେ ସେ ଉଦ୍ଧାରକାରି | odia Christian Dance | at - P. Antarada

Natia Comedy Part 242 || Natia Chadila Gaan

today's morning news odisha/9 june 2026/subhadra yojana online apply process/odisha news today

RE BHABARA THAKURA | Sourav Bharadwaj | Amlan Joti | New Odia bhajan

Kuade Gala se Nakera Guna | କୁଆଡେ ଗଲା ମୋ ନାକର ଗୁଣା | Namita Agrawal | Sidharth Music

ପ୍ରୀତି ଶୃତି // ରାଜ ସୁନାଖଳା ମହୋତ୍ସବ କାଉଁରୀ ୨୦୨୫ // PRITI SHRUTI // RAJSUNAKHALA MAHOTSAV KAUNRI 2025

୧୬ କ ପଣିକିଆ ରେ ଆମ ପରିମଳ // 16 KA PANIKIA RE AMA PARIMALA SONG // PRITI SHRUTI NEW ODIA PANIKIA GITA

School Days Songs || ଆମ ସ୍କୁଲ୍ ଯିବା ସମୟର ଗୀତ

ଉଜ୍ଜ୍ୱଳା ଗ୍ରାହକଙ୍କୁ ବଡ଼ ଝଟକା // ଭୂମିକମ୍ପରେ ଥରିଲା ଫିଲିପାଇନ୍ସ

୬ କ ରୁ ୧୦ କ || ପ୍ରୀତି ପଣିକିଆ ଶ୍ରୁତି ର ସଚେତନତା 6th to10th table Odia Panikia Priti Shruti Viral Girl

School Days Songs || ଆମ ସ୍କୁଲ୍ ଯିବା ସମୟର ଗୀତ || Kaata Dhari Dhire Nauri || କାତ ଧରି ଧିରେ ନାଉରୀ ନାଆ

ବହି ଯାଏରେ ଗଙ୍ଗା ଉଡ଼େ ତିରଙ୍ଗା // ପ୍ରୀତି ଶୃତି // BAHI JAERE GANGA UDE TIRANGA// PRITI SHRUTI PATRIOTIC

ସହଜରେ ହେବ ଚାକିରି ! News18Odia Education Eminence 2026 | Govt Job 2026 | Competitive Exam | Odia News

Jana Ganana // ଜନ ଗଣନା // #Tinku_Tingalu & Mili // Sambalpuri Comedy

ବାବୁ ମହଲ: ଲେମ୍ବୁ ସରବତ | Babu Mahal # 320 - Lembu Sarbat | Odia Cartoon | New Comedy Video

today's morning news odisha | 9 june 2026 | Subhadra Yojana 5th installment kebe asiba | pm cm kisan

Jibana Do Chhakire Ashara Alok: Ep 512 02 May 2026 | ସ୍ତ୍ରୀ ପାଇଁ ମାସେ ଜେଲ୍ ଗଲି

