Aame Jiba Chali Jesunka Pashe ll ଆମେ ଯିବା ଚାଲି ଯୀଶୁଙ୍କ ପାଶେ
Aame Jiba Chali Jesunka Pashe ll ଆମେ ଯିବା ଚାଲି ଯୀଶୁଙ୍କ ପାଶେ Lyrics:- ଆମେ ଯିବା ଚାଲି.... ଆମେ ଯିବା ଚାଲି ଯୀଶୁଙ୍କ ପାଶେ ସେହି ସିୟୋନ ଦେଶ ପ୍ରିୟ ପ୍ରଭୁଙ୍କ ପାଶେ ଆମେ ଯିବା ଚାଲି ଯୀଶୁଙ୍କ ପାଶେ ସେହି ସିୟୋନ ଦେଶ ପ୍ରିୟ ପ୍ରଭୁଙ୍କ ପାଶେ ଯହିଁ ନାହିଁ ଶୋକ କିବା କ୍ରନ୍ଦନ ଯହିଁ ନାହିଁ ରାତ୍ରି କିବା ତପନ ହୋ.....ଯହିଁ ନାହିଁ ଶୋକ କିବା କ୍ରନ୍ଦନ ଯହିଁ ନାହିଁ ରାତ୍ରି କିବା ତପନ .......... ସଦା ଯହିଁ ଶାନ୍ତ ରାଜାଙ୍କ ପାଶେ ଆନନ୍ଦେ ଗାଆନ୍ତି ସାଧୁ ସନ୍ତୋଷେ ଆମେ ଯିବା ଚାଲି ଏକ ନିମିଷେ ଏଇ ପ୍ରବାସ ଶେଷ, ଚିର ପ୍ରଶାନ୍ତି ଦେଶେ.. ଆମେ ଯିବା ଚାଲି ଏକ ନିମିଷେ ଏଇ ପ୍ରବାସ ଶେଷ, ଚିର ପ୍ରଶାନ୍ତି ଦେଶେ... ଯହିଁ ନାହିଁ ରୋଗ କିବା ମରଣ ଯହିଁ ନାହିଁ କ୍ଲେଶ, ଅନୁଶୋଚନ ହୋ..ଯହିଁ ନାହିଁ ରୋଗ କିବା ମରଣ ଯହିଁ ନାହିଁ କ୍ଲେଶ, ଅନୁଶୋଚନ ....... ସଦା ଯହିଁ ବହେ ଜୀବନ-ସ୍ରୋତ ଧୋଇ ନିଏ ପାପ ଦାଗ ସତତ ଆମେ ଯିବା ଚାଲି ଦୂର ସେ ଦେଶ ଏଇ ଦୁଃଖର ଶେଷ, ଚିର ଆନନ୍ଦ ଦେଶେ ଆମେ ଯିବା ଚାଲି ଦୂର ସେ ଦେଶ ଏଇ ଦୁଃଖର ଶେଷ, ଚିର ଆନନ୍ଦ ଦେଶେ ଆମେ ଯିବା ଚାଲି.... ଆମେ ଯିବା ଚାଲି ଯୀଶୁଙ୍କ ପାଶେ ସେହି ସିୟୋନ ଦେଶ ପ୍ରିୟ ପ୍ରଭୁଙ୍କ ପାଶେ ଆମେ ଯିବା ଚାଲି ଯୀଶୁଙ୍କ ପାଶେ ସେହି ସିୟୋନ ଦେଶ ପ୍ରିୟ ପ୍ରଭୁଙ୍କ ପାଶେ #dtworshipmusic #WorshipSong #ChristianMusic #PraiseAndWorship #JesusSong #HolySpirit #GodIsGood #ChristianWorship #FaithInJesus #WorshipMusic some hashtag----_ #Jesus #JesusChrist #WorshipJesus #JesusWorship #ChristianMusic #GospelSong #PraiseAndWorship #WorshipSong #HolySpirit #GodIsGood 🎵 #WorshipMusic #ChristianSongs #GospelMusic #JesusSong #DevotionalSong #SpiritualMusic 🌍 #Yeshu #YeshuMasih #PrabhuYeshu #JaiYeshu #OdiaChristianSong #HindiWorship #JesusLove 🔥 #Faith #Blessed #Prayer #Bible #ChristianReels #GodMessage #GospelSong #JesusChrist #Yeshu #YeshuMasih #JesusLove #JesusSaves #JesusIsLord #BibleTruth #ChristianFaith #PrayerSong #AnointedSong

Tum prem kebe hare nahin ll ତୁମ ପ୍ରେମ କେବେ ହାରେ ନାହିଁ ll New Devotional song

ମୁକ୍ତିର ଆଶା | Odia Christian Song | Jesus Worship Song | Official Christian Music Video 2026

Ashichhi Tumo Pado Tole #odia #christian #music #trending #fyp #viral #Aaradhana official

Prabhu Jishu Tume Mora Jibana

E Jeeban e samaya ll ଏ ଜୀବନ ଏ ସମୟ ll New Devotional song

Aso Mo Hrudo Mandire | ଆସ ମୋ ହୃଦ ମନ୍ଦିରେ New Odia Communion Song Ft. Fr. Amir Nayak OFM Cap

Michael Bennett Tells His Story, Then Sings “Stand By My Grave” | AGT Style

Tume Mahan Prabhu ll ତୁମେ ମହାନ ପ୍ରଭୁ ll Odia Devotional Song

Find Peace in His Presence: Soaking Worship, Prayer Music & Healing Music 🍂 CHRISTIAN Piano

🙏 ଯୀଶୁ ମୋର ଆଶା | Odia Christian Devotional Worship Song 2026 | Hallelujah Praise & Worship 🙏

ଦୁର୍ଗନ୍ଧ ହୃଦୟ I Stinky Heart I New Odia christian song I

ମହିମା ମହିମା ତୁମରି ମହିମା | Official Video | Grace Worship Odisha

Michael Bennett Tells His Story, Then Sings “Stand By My Grave” | AGT Style

“Way Maker” Worship Songs | 2 Hours of Powerful Christian Praise From Everlift & Worship Now

EMMANUEL VISION || JIBANARA CHALAPATHE || Rev. ABHIRAM SINGH || 1 JUNE 2026

ହେ ଯୀଶୁ ରାଜା // ODAI NEW SONG // JESUS CHRISTIAN SONG // RABI PASKA CHR 😘❤️

ANADI ISWARA || DAYARA SAGARA || ODIA CHRISTIAN UPASANA SANGEET || FULL VIDEO 4K || AUDIO MP3

କଣ୍ଟା ମୁକୁଟିଆ ମୋର _ kanta mukutia mora _ Odia Christian song ।।

SARAGARU__E__MARATE___ସରଗରୁ__ଏ__ମରତେ || NEW CRISTIAN SONG || Singar - Sushanto Sekhar & Asima Panda

