କଣ୍ଟା ମୁକୁଟିଆ ମୋର _ kanta mukutia mora _ Odia Christian song ।।
କଣ୍ଟା ମୁକୁଟିଆ ମୋର _ kanta mukutia mora _ Odia Christian song ।। #sudambhuyan #kantamukutiamora #odiachristiansong #chriatiansong Lyrics: କଣ୍ଟା ମୁକୁଟିଆ ମୋର -2th ହୃଦୟ ରତନ ହେ ( ନିତି ତାଙ୍କ ପ୍ରେମକୁ ମୁଁ ଝୁରି ଝୁରି ମରେ ହେ... ) 2th କଣ୍ଟା ମୁକୁଟିଆ ମୋର -2th [ Music ] ( ପଡ଼ିଥିଲି ପାପ ପଙ୍କେ ଉଦ୍ଧାରିଲେ ନିଜ ହସ୍ତେ ) 2th କି ଦେଇ ସୁଝିବି ପ୍ରେମ... ଦେଇ ସୁଝିବି ପ୍ରେମ ତାଙ୍କରି ସେ ଧନ ହେ ( ନିତି ତାଙ୍କ ପ୍ରେମକୁ ମୁଁ ଝୁରି ଝୁରି ମରେ ହେ... ) 2th [ Music ] ( ଆସ ହେ ସରବେ ଭାଇ ଯିବା କ୍ରୁଶକୁ ତ ଧାଇଁ ) 2th ଥୋଇଦେବା ପାପ ଭାର... ଥୋଇଦେବା ପାପ ଭାର ଦେବେ ପରିତ୍ରାଣ ହେ ( ନିତି ତାଙ୍କ ପ୍ରେମକୁ ମୁଁ ଝୁରି ଝୁରି ମରେ ହେ... ) 2th [ Music ] ( ବାଲି ଘର ଏ ସଂସାର ହୋଇଯିବ ଦିନେ ଶେଷ ) 2th ଭାସିଯିବ ସାଗରରେ... ଭାସିଯିବ ସାଗରରେ କର ପ୍ରଭୁ ଉଦ୍ଧାର ( ନିତି ତାଙ୍କ ପ୍ରେମକୁ ମୁଁ ଝୁରି ଝୁରି ମରେ ହେ... ) 2th Music କଣ୍ଟା ମୁକୁଟିଆ ମୋର -2th ହୃଦୟ ରତନ ହେ ( ନିତି ତାଙ୍କ ପ୍ରେମକୁ ମୁଁ ଝୁରି ଝୁରି ମରେ ହେ... ) 2th

ନାଚିବାରେ ନାଚିବା ଗାଇବାର ଗାଇବା _ Odia Christian Song _ Naachibare naachiba gaaibare gaaiba ।।

ଗାଇବା ଯୀଶୁଙ୍କ ନାମ | GAIBA JISUNKA NAMA | ODIA COVER SONG

ମୁଁ ମୂର୍ତ୍ତି ପୂଜା କରିବା ବ୍ୟକ୍ତି ଆଜି,ଯୀଶୁଙ୍କର ପୂଜା କରୁଛି || Odia Message || Speeker Sitaram Bhatra

ଅନ୍ତରରେ ଦେଖି ଦେଲେ ଶୟତାନ ଥିବ ।। Antarare dekhi dele shayatana thiba _ Odia Christian Song ।।

ବାହାରିଲେ ଦେଖ ଗୋ ଦଶ କନ୍ୟା _ Odia Christian Song _ Baharile dekha go dasa kanya ।।

Human sagar new jejus song/ human sagar new odia song /new Sambalpuri human sagar song

ମନୁଷ୍ୟ ଆଦ୍ୟ ପ୍ରେମକୁ କିପରି ଭୁଲିଅଛି ? that you have left your first love." || Dr. RK Digal|| #Digal

50 year golden jubilee ||singer. Stephen || P. Kajuripada Ballibado area || Prem Ballibado

ତୁମେ ଜାଣିଛ କି? ଆଜିକାଲିର ମହିଳା ମାନେ କେମିତି ହେବା ଦରକାର? || Odia Massege || Speekar Santosh Gamanga

Yeshua: 3 Hour Prayer, Meditation & Soaking Worship with Scriptures & Nature 🌿CHRISTIAN piano

Dukhira Natha । ଦୁଃଖୀର ନାଥ । S Jitu । Deepti Production

The Guardian of this life / Pratipalaka Se Ehi Jibanara / Cover Song / Odia Christian Worship Song

ପ୍ରଭୁ ଯୀଶୁ ଦେଖାଇ ଦେଲେ ସ୍ୱର୍ଗର ବାଟ | New Odia Christian Song | Jesus Song Odia

ଯୌବନ କାଳରେ ସୃଷ୍ଟିକର୍ତ୍ତାଙ୍କୁ ମନେପକାଅ ।। Jaubana kalare srusti karthanku mane paka a ।।

କାନ୍ଦି କାନ୍ଦି ଗାଇଲେ ଅସୀମା ପଣ୍ଡା HUMAN SAGAR ପାଇଁ ବାଟବଣା ହେଲା ମୋ ପ୍ରେମ ଅସୀମା ପଣ୍ଡା Titilagarh Tribute

Karuna maya Christian Movie | କରୁଣା ମୟ |#Christan #film

50th GOLDEN JUBILEE TELENGAPADA CHURCH // BALLIBADA AREA // Pastor Rev - Livingston Gamango //Video

Deide Deide Babu Tara Manake / Koraputia Christian Song / Cover Song

We Have Come With Praise || Odia Christian Devotional Song || Bandana Gheni Ame Asichu || Lyrical...

