ପୂଜା ଓଷା ବ୍ରତ କଲେ କଣ ଫଳ ମିଳେ ? Bhitiri Katha 107 | Narayan Mishra | Odisha 365 | Bhaba
ପୂଜା ଓଷା ବ୍ରତ କଲେ କଣ କିଛି ଫଳ ମିଳେ, ଆଉ ଯେଉଁ ମାନେ ଏସବୁ କରୁ ନାହାନ୍ତି ସେମାନଙ୍କର କଣ ହେଉଛି? ମୂର୍ତ୍ତି ପୂଜା ଆଉ ବିନା ମୂର୍ତ୍ତି ପୂଜା ମଧ୍ୟରେ କିଛି ପ୍ରଭେଦ ଅଛି କି? ଭଗବାନ ପ୍ରାପ୍ତି ନିମନ୍ତେ ପୂଜା ପାଠର ଆବଶ୍ୟକତା କେତେ? ସତ୍ ମାର୍ଗରେ ଯିବାକୁ ଚାହୁଁଥିଲେ କଣ କରିବାକୁ ପଡ଼ିବ | କଣ ସବୁ କାମ କଲେ କେଉଁ ଫଳ ମିଳେ ? ଭଲ କର୍ମ କରି ମଧ୍ୟ ଭୋଗିବାକୁ ପଡ଼ୁଛି କାହିଁକି ? କେଉଁ କର୍ମର ଫଳ ବଦଳାଇ ହେବନି ? କଣ କର୍ମ କଲେ ସିଦ୍ଧିଲାଭ ହେବ ? ପ୍ରଭୁଙ୍କ ନିମନ୍ତେ ଭୋଗ ନୈବେଦ୍ୟ ଦେଲେ ସୁଫଳ ମିଳେ କି? ----------------- How to Do Good Karma ? Obstacles in Bhaba ? ---------------- ଏଥର ନାରାୟଣ ମିଶ୍ରଙ୍କ ଭିତିରି କଥା ହେବ ଏକ ଆଧ୍ୟାତ୍ମିକ ପରିବେଶ, ଯାହା ଆପଣଙ୍କୁ ସତ ମାର୍ଗରେ ଚାଲିବ ପାଇଁ ପ୍ରେରଣା ଦେବ | ଏହି ଭିଡ଼ିଓ ମାଧ୍ୟମରେ ଆପଣ ପାଇ ପାରିବେ ଜୀବନ ବଞ୍ଚିବାର ସରଳ ମାର୍ଗ ? ଆପଣଙ୍କ ମନରେ ଥିବା ସବୁ ପ୍ରଶ୍ନର ସମାଧାନ ପାଇବେ ଏହି ଭିଡ଼ିଓରୁ | ଯଦି ଆପଣଙ୍କ ଜୀବନର କିଛି ସମସ୍ୟାର ସମାଧାନ ନେଇ ମନରେ ପ୍ରଶ୍ନ ଥାଏ ଭିଡ଼ିଓ କମେଣ୍ଟରେ ପଚାରିଲେ ଆଗାମୀ ଅଧ୍ୟାୟ ଗୁଡିକରେ ଏହାର ସରଳ ଉପାୟ ପାଇ ପାରିବେ | ଭିଡ଼ିଓଟି ଧ୍ୟାନର ସହ ଦେଖନ୍ତୁ ଆଉ ନିଜ ଜୀବନରେ ଏହାକୁ ଅନୁସରଣ କରନ୍ତୁ ଜୟ ଜଗନ୍ନାଥ ---------- Narayan Mishra Bhitiri Katha Odisha 365 ---------- Bhaba #bhaba #bhitirikatha #narayanmishra #odisha365 #namasankirtanam #jayjagannath #jayjagannathstatus #jayjagannathawhatsappvideo

ଜଗନ୍ନାଥଙ୍କ ବାଡଗ୍ରାହୀଙ୍କ ମୁହଁରୁ ଲୋମଟାଙ୍କୁରା କାହାଣୀ | Odisha Reporter

Jaguni Breaks Silence on Lord Jagannath's Tahia Issue || Kalinga TV

How to control your Anger | କ୍ରୋଧ (ରାଗ) | Bhitiri Katha 28 | Narayan Mishra | Odisha365

ମୁଁ ଜଗାର ରୋଷେୟା | Ama Atithi Podcast | Biswanath Samantray, President Badu Suara Nijog | Kanak News

ଟାହିଆ ବିଭ୍ରାଟ ପଛରେ ଦୁଇଟି ବଡ କାରଣ ! Stampede In Ratha Yatra | Lord Jagannath Tahia | | odia news

Bhikari Bal || Jagannath Bhajan

କଣ କଲେ ନାମଜପ ଫଳ ମିଳେ ନାହିଁ | Bhitiri Katha 105 | Narayan Mishra | Don't do this during NamaJapa

କର୍ମ ଦୋଷ କାଟିବାର ସରଳ ଉପାୟ | Bhitiri Katha 120 | Narayan Mishra | Odisha 365 | Karma Dosha Ru Mukti

Samadhi: Going Beyond the Intellect | Sadhguru

शालिग्राम की अद्भुत शक्ति

Day 1 - श्री जगन्नाथ अष्टकम कथा - Shri Jagannath Ashtakam Katha | July 2026 #LalGovindDas #Rathyatra

ଲୀଳାମୟ ଶ୍ରୀ ଜଗନ୍ନାଥଙ୍କ ଏକ ବିଚିତ୍ର ଲୀଳା || Rabindra Narayan Mishra

ઉંમર સાથે મગજને એકટિવ કેવી રીતે રાખવું?

Sri Mandir: Secrets of the Sacred Temple | ଶ୍ରୀ ମନ୍ଦିର ର ରହସ୍ୟ | Safala-Odia podcast | Rabi Pradhan

#1330 Ekantik Vartalaap & Darshan/Shri Hit Premanand Govind Sharan Ji

દુનિયાના સર્વશ્રેષ્ઠ ડોક્ટરની સ્પીચ, તમારા હદય માટે મહત્વપૂર્ણ વાત |dr tejas patel cardiologist tips

🔴 Live Day 3 - 490th Katha - श्री जगन्नाथ रथयात्रा | Perth 🇦🇺 Australia | July'26 #Rathyatra

ସମାଜସେବୀ ଆଣିଲେ ସାଙ୍ଘାତିକ ଅଭିଯୋଗ,ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆକୁ ଲକ୍ଷ ଲକ୍ଷ ଟଙ୍କାରେ ବିକିଛନ୍ତି JaiJagannath

Ame Kichi Kari Parunu | Bhitiri Katha 133 | Narayan Mishra | Odisha 365

