ଲୀଳାମୟ ଶ୍ରୀ ଜଗନ୍ନାଥଙ୍କ ଏକ ବିଚିତ୍ର ଲୀଳା || Rabindra Narayan Mishra
ଲୀଳାମୟ ଶ୍ରୀ ଜଗନ୍ନାଥଙ୍କ ଏକ ବିଚିତ୍ର ଲୀଳା || Rabindra Narayan Mishra OFFICIAL CHANNEL OF- Sri Rabindra Narayan Mishra (former Administrator of Shree Jagannath Temple Puri) | Watch and share divya kathamrita with your family and friend "ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥ ମୁଁ ତାକୁ କରଇ ସଦୟ । ତାହାର ସୁବୁଦ୍ଧି ଉଦୟ ॥ ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ "॥ (ଏକାଦଶ ସ୍କନ୍ଧ ,ଏକବିଂଶ ଅଧ୍ୟାୟ,ଭାଗବତ) ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କର ଓ ପରିବାରର ସମସ୍ତଙ୍କର ମଙ୍ଗଳ କରନ୍ତୁ ।। ଭଗବାନଙ୍କ କଥା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ। ଭଗବାନଙ୍କ କଥା ରେ ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ କଷ୍ଟ ରେ ଥିଲେ ବି,ତତକ୍ଷଣାତ୍ ମନର ଶାନ୍ତି ପାଏ ଓ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ । 🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻 (ମହାପ୍ରଭୁଙ୍କର ଓ ଏହି ଧର୍ମ କଥା ଗୁଡିକୁ ସମସ୍ତଙ୍କ ପାଖରେ share କରି ଉପଲବ୍ଧ କରେଇବାକୁ ଓ ଚେଷ୍ଟା କରିବାକୁ ଆପଣଙ୍କୁ ଅନୁରୋଧ ।। ) ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର ପୂର୍ବତନ ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ #jagannath #RabindraNarayanMishra #odisha #ଜଗନ୍ନାଥ #Nilachakra #ODISHA365 #BhaktiSamarpan #SrikhetraDarshan #MeeraJhanjaaTales lila #2022 @ODISHA 365 @Bhakti Samarpan @Srikhetra Darshan @Meera Jhanjaa Tales

ଜଗନ୍ନାଥ ଓ ଜନ୍ମାନ୍ତର ର ପ୍ରାରବ୍ଧ ||Rabindra Narayan Mishra

ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ

ଭକ୍ତର ସମ୍ପତି କଣ ଜାଣନ୍ତି ? କେବଳ ଅ ଆଉ ଆ | Jagannath Mahima | Dr. Ashutosh Prasad Mishra | Odisha 365

ମୋ ଜୀବନରେ ଶ୍ରୀ ଜଗନ୍ନାଥ || Rabindra Narayan Mishra

ଜଗନ୍ନାଥଙ୍କ ଲୀଳା, ରହସ୍ୟ ଓ ଅନୁଭବ — ସେବାୟତଙ୍କ ମୁଖରୁ I ସେବାୟତ ରାମନାଥ ଗୁରୁ I Shree Mandira | Odisha Talks

ପୁରୁଷ ପଞ୍ଜୁରୀରେ ନାରୀ | Bhitiri Katha 27 | Narayan Mishra | Woman in control of Man | Odisha 365

ମଧୁର ମଧୁର ବଂଶୀ ବାଜେ ଏଇତ ବୃନ୍ଦାବନ || ସୁନ୍ଦରଗଡ଼ 2026 || ସତ୍ୟାନନ୍ଦ ଦାସମହାରାଜ || @SatyanandaMaharaj

Ama Jagannatha | The Mystery Of Koili Baikuntha! Inside The Sacred Burial Ground Of Puri Temple

🔴Ajira Atithi Live | ରଥଯାତ୍ରା ମହାଉତ୍ସବ | Pandit Suryanarayan Rathsharma | Rath Yatra 2025 |ArgusNews

ରାମକୃଷ୍ନଦେବ,ସ୍ୱାମୀବିବେକାନନ୍ଦଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନକରିବାକୁ କାହିଁକି ମନା କରିଥିଲେ|ଡ଼ଃ.ଶ୍ରୀକାନ୍ତ ପରିଜା

ସବନମ୍||ଜଣେ ମୁସଲମାନ ଭକ୍ତର ଜଗନ୍ନାଥ ପ୍ରିତି କଥା|,ଏକ ଅଦ୍ଭୁତ ଚରିତ୍ର,ଏକ ଅଦ୍ଭୁତ କଥା||Rabindra Narayan Mishra

Jagannath puri | When Lord Jagannath Desires, Destiny Changes | Safala-Odia podcast | EP-4

Sanskriti Charcha #Odisha State Archives# Rabindra Narayana Mishra #Jibana O Shree Jagnannath

Exclusive Interview With Puri Sebayata Ram Chandra DasMohapara || Puri ||OR

କେବେ ଖୋଲିବ ମହାପ୍ରଭୁଙ୍କ ପଞ୍ଚମ ଦ୍ୱାର ? | News7 Podcast with Sevayat Nabakishore Patimohapatra

ଶ୍ରୀ ଜଗନ୍ନାଥ କଥାମୃତ/ବାରଙ୍ଗ/ଶ୍ରୀ ମନୋଜ ପ୍ରଧାନ/manoj pradhan/jagannath kathamruta

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

‘ପୁରୀ ପର୍ଯ୍ୟଟନ ନୁହେଁ ତୀର୍ଥରାଜ’ | Ama Atithi Podcast | Prof. Harekrishna Satapathy, Educationist

ନିର୍ବାଚନ ପୂର୍ବରୁ ମମତାଙ୍କୁ କଣ କହିଥିଲେ ଜଗୁନି ଭାଇ ? | Jibana Jagannath| Ep-1 |Jagannath Swain Mohapatra

