ଚାଲିଗଲା ଗାଦି କ’ଣ କରିବେ ଧର୍ମେନ୍ଦ୍ର ?| Odisha Reporter
#ଚାଲିଗଲା_ଗାଦି_କଣ_କରିବେ_ଧର୍ମେନ୍ଦ୍ର? ଓଡିଶା ରାଜନୀତି ଏହା ପରେ କେଉଁ ମୋଡ ନେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । କାରଣ ଓଡିଶା ରାଜନୀତିରେ ଗତ 12 ବର୍ଷ ବର୍ଷ ହେଲାଣି ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା ବେଶ ଅଧିକ ରହିଛି। । ଗତ 12 ବର୍ଷ ଧରି ମୋଦି ମନ୍ତ୍ରୀ ମଣ୍ଡଳରେ ଧର୍ମେନ୍ଦ୍ର ବିଭିନ୍ନ ବିଭାଗରେ ରହି ଆସିଛନ୍ତି । ଯାହାକି ଧର୍ମେନ୍ଦ୍ରଙ୍କ ଗୁରୁତ୍ବକୁ ରାଜନୀତିରେ ବଢାଇ ଦେଇଥିଲା । ବିରୋଧୀ ବିଜେଡି ପାଇଁ ବି ଧର୍ମେନ୍ଦ୍ର ହିଁ ବଡ ଅଡୁଆ ସୃଷ୍ଟି କରୁଥିଲେ । ଏବେ ତାଙ୍କ ଇସ୍ତଫା ପରେ ବିରୋଧୀ ବିଜେଡି ଅଧିକ ସଂକ୍ରିୟ ହୋଇ ଉଠିବ ବୋଲି ଚର୍ଚ୍ଚା ହେଲାଣି । କାରଣ ଦଳର ମୁଖିଆ ନବୀନ ପଟ୍ଟନାୟକ ସିଧା ସିଧା ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିବା ପରେ, ଧର୍ମେନ୍ଦ୍ରଙ୍କ ସୁରକ୍ଷାରେ ବାହାରିଥିଲେ ବିଜେପିର ବିଧାୟକ , ସାଂସଦ ଓ ମନ୍ତ୍ରୀ । ଆଉ ଏବେ ଧର୍ମେନ୍ଦ୍ର ସମସ୍ତଙ୍କ ଭଳି ଜଣେ ସାଂସଦ ସାଜି ଥିବା ବେଳେ ବିରୋଧୀଙ୍କ ବଳ ବଢି ଯାଇପାରେ ବୋଲି ଚର୍ଚ୍ଚା ହେଉଛି । #DharmendraPradhan #Resignation #EducationMinister #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter

Prahlad Joshi Becomes New Education Minister After Dharmendra Pradhan’s Resignation

ପୁରୀରେ ଟ୍ରାଫିକ ଦେଖି ମୁଣ୍ତ ଟିଣ ... | Odisha Reporter

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ କ'ଣ ରହିବ ପ୍ରଭାବ

ନିଜକୁ ଅଟକାଇ ପାରିଲେନି ଅମିତ ଶାହ, ଇସ୍ତଫା ଦେଲା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ... Dharmendra Pradhan

ଆର୍କଟିକ୍ରେ ଭାରତର ବଡ଼ ଏଣ୍ଟ୍ରି ! NSR ଡିଲ୍ ବଦଳାଇଦେବ କି ବିଶ୍ୱ ବାଣିଜ୍ୟର ଭବିଷ୍ୟତ? | Business Bisesh

ଧର୍ମେନ୍ଦ୍ରଙ୍କ ଇସ୍ତଫା ପଛର ଅସଲ ସତ | Inside Truth Behind Dharmendra Pradhan's Resignation | CJP Protest

What Will Be the Political Impact of Dharmendra Pradhan's Resignation in Odisha? | Kalinga TV

Why Did Dharmendra Pradhan Resign? Bihar BJP MLA Maithili Thakur Speaks

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ CM Mohan Majhi On Dharmendra Resignation

ମୁମ୍ବାଇ ଇସ୍କନ ଅଧ୍ୟକ୍ଷ ସୁର ଦାସ ପ୍ରଭୁ | Sura Das Prabhu Exclusive, Mumbai ISKCON President

କଣ ଲେଖିଛନ୍ତି ଧର୍ମେନ୍ଦ୍ର Dharmendra Pradhan Resigns as Education Minister | Big Breaking News

ଏବେ କଣ କରିବେ ଧର୍ମେନ୍ଦ୍ର ? Dharmendra Pradhan News| CJP Protest| Cockroach Janata party | odia news

ପୁଣି CJPର ବିସ୍ଫୋରଣ | CJP Reacts After Dharmendra Pradhan Resignation | CJP Protest | Odia News

ମିଛ ପୋଲିସ ପାସ୍ ଦେଖାଇ ପଶୁଥିଲେ ଧରାପଡ଼ିଲେ.. | Odisha Reporter

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀ; କହିଲେ ଛାତ୍ର ଆନ୍ଦୋଳନ ପଛରେ ବିଦେଶୀ ଶକ୍ତିର ହାତ ଅଛି

ଧର୍ମେନ୍ଦ୍ରଙ୍କ ଇସ୍ତଫାର କାରଣ କହିଲେ ସାମ୍ବାଦିକ | Journalist Reveals Reason Behind Dharmendra Resignation

Live : ପୁରୀରୁ ସୁନା ବେଶର ସିଧାପ୍ରସାରଣ || Suna Besa Live From Puri Jagannath Dham II ODISHA SAMBAD II

ବାଘୁଣୀ ସହ ୨ ଘଣ୍ଟା ଲଢେଇ | Odisha Reporter

NEET Controversy | NEET ପ୍ରଶ୍ନପତ୍ର ଲିକ୍ ମାମଲାରେ PMଙ୍କ ବଡ଼ ଆକ୍ସନ୍… ଫାଷ୍ଟଟ୍ରାକ୍ କୋର୍ଟରେ ହେବ ଶୁଣାଣି

ଇସ୍ତଫା ପରେ କ'ଣ କହିଲେ ଧର୍ମେନ୍ଦ୍ର...Dharmendra Pradhan Quits as Education Minister | CJP VS BJP

ଇସ୍ତଫା ପରେ ଓଡ଼ିଶାରେ...Dharmendra Pradhan Quits as Education Minister | CJP VS BJP | Odia News

Lenin Mohanty | ପୁରୀ ରଥଯାତ୍ରା ଦଳାଚକଟା ଘଟଣା: ସ୍ୱାସ୍ଥ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି

ଇସ୍ତଫା ଦେଲେ ମନ୍ତ୍ରୀ ... ବିଜେଡି କଲା ସେଲିବ୍ରେସନ | Odisha Reporter

