ବାଘୁଣୀ ସହ ୨ ଘଣ୍ଟା ଲଢେଇ | Odisha Reporter
#ବାଘୁଣୀ_ସହ_୨_ଘଣ୍ଟା_ଲଢେଇ ନୀଳଗିରି କୁଲଡିହା ଅଭୟାରଣ୍ୟ ପାଖରେ ଥିବା ବାଲିଆନାଳ ନିକଟରେ ଘଟିଛି ଏଭଳି ରୋମଟାଙ୍କୁରା କାହାଣୀ। ବାଘସହ ଲଢି ଜୀବନ ବଞ୍ଚାଇ ଚାଲି ଆସିଛି ନଟପଡା ଗାଁର ସୁନିଲ ସିଂ। ପୁରା ଗାଁରେ ଏହି ଚର୍ଚ୍ଚା । ଜମିରେ ହଳ କରିବାକୁ ଗୋରୁଙ୍କୁ ଛାଡିଥିଲେ। ଘାସ ଖାଇବା ଆଳରେ ଗୋରୁ ନିକଟସ୍ଥ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ସୁନିଲ ତାଙ୍କ ପଛେ ପଛେ ଆଣିବାକୁ ଯିବା ସମୟରେ ପଛଆଡୁ ଆକ୍ରମଣ କରିଥିଲା ବାଘ। #tiger #TigerAttack #nilagiri #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter

Sacks of Country Liquor Recovered as Women Chase Alleged Bootlegger in Balasore

Different Side Of Bahuda Yatra: Specially Abled From Bihar At Puri For Begging | Argus News

ସବୁ କାଳିଆର ଇଚ୍ଛା ଜନ୍ମନେଲେ 3 ସନ୍ତାନ | Odisha Reporter

ସହିଦନଗରର ତଳିଆ ଅଞ୍ଚଳରେ ପଶିଲା ପାଣି | Odisha Reporter

ନାଟର ଗୋବର୍ଦ୍ଧନ ପ୍ଲାଇମିସ୍ତ୍ରୀ ନୁହେଁ ସ୍ବାମୀ । | Odisha Reporter

ଫିଲ୍ମ ଷ୍ଟାଇଲ୍ରେ ବୁଲେଟ୍ ଚୋରି | Stolen Bike Found After Argus News Impact | Notorious Thief Arrested

ବାହୁଡ଼ାରେ ନାଚି ନାଚି ଏମିତି ମରିଗଲେ ୨ ଓଡ଼ିଶୀ ଡ୍ୟାନ୍ସର ସସ୍ମିତା... ମରିଗଲେ ଓଡ଼ିଶୀ ୨ ଗୁରୁ, କାନ୍ଦୁଛନ୍ତି ଲୋକେ...

Special Story: Tehsildar-Landowner Clash Over 200-Metre Road Goes Viral

Jibana Do Chhakire Ashara Alok : Ep 522 11 July 2026 | ବୋହୂଟା ଏତେ ବଦମାସ...

ରାସ୍ତା ଉପରେ ମୁଣ୍ଡ ବିହୀନ ମୃତଦେହ | Odisha Reporter

ଡିଲର ଦେଉଛନ୍ତି ହିତାଧିକାରୀଙ୍କୁ ଧମକ | Odisha Reporter

କେଉଁ ବଡ଼ କାରଣ ଦର୍ଶାଇ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ | Dharmendra Pradhan Resignation | Argus Digital

'ରାତିସାରା ଠାକୁର ବୁଡ଼ିକି ଅଛନ୍ତି' | Odisha Reporter

ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପଛରେ ୫ ବଡ଼ କାରଣ | Dharmendra Pradhan Resignation | Argus Digital

ವರ್ಷಗಳ ನಂತರ ನನ್ನ ಕರುನಾಡಲ್ಲಿ😍 Dr Bro

ଶନି ବକ୍ରୀ ୨୦୨୬: ଜୁଲାଇ ୨୭ରୁ ଶନି ବକ୍ରୀ! କେଉଁ ରାଶି ପାଇଁ ବିପଦ, କାହାକୁ ମିଳିବ ଲାଭ? କାହାର ବଦଳିବ ଭାଗ୍ୟ? |

ଉଡାଣ ଭରିବାର ୩୫ବର୍ଷ ପରେ ଯେତେବେଳେ ଆକାଶରୁ ଫେରିଲା କଙ୍କାଳଭର୍ତ୍ତି ବିମାନMystry Of SantiagoFlight Timetravel

ବାହୁଡାରେ ଓଡିଶୀ ନାଚି ଘରକୁ ଫେରିଲେ ଓଡିଶୀ ଡ୍ୟାନ୍ସର , ଏକାସାଙ୍ଗରେ ଫେରିଲା ୩-୩ଟା ଶ-ବ

କଣ ପାଇଁ ଓଡ଼ିଶା ଛାଡିଲେ ବାଗଚି ? subrata bagchi podcast |subroto bagchi interview |Odisha | odia news

