ମାଇଗ୍ରେନ୍‌ କାରଣରୁ ମୁଣ୍ଡବିନ୍ଧା: କାରଣ ଓ ଚିକିତ୍ସା | Migraine in Odia | Dr Payod Kumar Jena

#Migraine #OdiaHealthTips କେତେକ ଲୋକଙ୍କୁ କଡ଼ା ବାସ୍ନା ସଂସ୍ପର୍ଶରେ ଆସିଲେ, ଖରାରେ ବୁଲିଲେ, କେତେକ ଖାଦ୍ୟ ଖାଇବା ଯୋଗୁଁ ମୁଣ୍ଡ ବିନ୍ଧା ହୋଇଥାଏ, ଯାହାକୁ ମାଇଗ୍ରେନ୍‌ ବା ଅଧକପାଳୀ କୁହାଯାଏ। ଆସନ୍ତୁ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ପୟୋଦ କୁମାର ଜେନାଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ମାଇଗ୍ରେନ୍‌ କାହିଁକି ହୁଏ? (0:00) ମାଇଗ୍ରେନ୍‌ ଯୋଗୁଁ ହେଉଥିବା ମୁଣ୍ଡବଥାକୁ ରୋକିବେ କିପରି? (1:08) ମାଇଗ୍ରେନ୍‌ର ଚିକିତ୍ସା (2:27) ଟେନ୍‌ସନ୍‌ ଯୋଗୁଁ ମୁଣ୍ଡ ବିନ୍ଧା ଓ ମାଇଗ୍ରେନ୍‌ ମଧ୍ୟରେ ତଫାତ୍‌ (5:05) ମାଇଗ୍ରେନ୍‌ର ନିରାକରଣ (5:51) Migraine is a neurological disease that involves nerve pathways and chemicals. Headache is only one symptom of migraine. It can cause severe throbbing pain, usually on one side of the head. What is the treatment of Migraine? Let’s know from Dr Payod Kumar Jena, a Neurologist. In this Video, Causes of Migraine, in Odia (0:00) How to get relief from Migraine Headache? in Odia (1:08) Treatment of Migraine, in Odia (2:27) Difference between Tension Headache and Migraine, in Odia (5:05) Prevention of Migraine, in Odia (5:51) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

ନିୟମିତ ମାଇଗ୍ରେନ୍ ଜନିତ ମୁଣ୍ଡବ୍ୟଥା ବା ଅର୍ଦ୍ଧ କପାଳୀ ହେଉଛି କି  Migraine Related Headache Dr Akhila Panda
▶︎

ନିୟମିତ ମାଇଗ୍ରେନ୍ ଜନିତ ମୁଣ୍ଡବ୍ୟଥା ବା ଅର୍ଦ୍ଧ କପାଳୀ ହେଉଛି କି Migraine Related Headache Dr Akhila Panda

Roga Pain Yoga | Yoga For Migraine-OTV Special Programme
▶︎

Roga Pain Yoga | Yoga For Migraine-OTV Special Programme

ଅଧକପାଳୀ (ମାଇଗ୍ରେନ୍) - କେମିତି ଦୂର ହେବ? | Dr Subhransu Sekhar Jena on Treatment of Migraine in Odia
▶︎

ଅଧକପାଳୀ (ମାଇଗ୍ରେନ୍) - କେମିତି ଦୂର ହେବ? | Dr Subhransu Sekhar Jena on Treatment of Migraine in Odia

ଅସହ୍ୟ ମୁଣ୍ଡବିନ୍ଧା ହେଉଛି କି? | Headache: Types, Symptoms & Treatment, in Odia | Dr Aakash Agrawal
▶︎

ଅସହ୍ୟ ମୁଣ୍ଡବିନ୍ଧା ହେଉଛି କି? | Headache: Types, Symptoms & Treatment, in Odia | Dr Aakash Agrawal

WHAT DID OĞUZHAN UĞUR SAY IN HIS STATEMENT?
▶︎

WHAT DID OĞUZHAN UĞUR SAY IN HIS STATEMENT?

ଜାଣନ୍ତୁ କେମିତି ବଦଳିଲା ଜୀବନ। Tirupati Panigrahi interview | Hi-Tech Medical College and Hospital
▶︎

ଜାଣନ୍ତୁ କେମିତି ବଦଳିଲା ଜୀବନ। Tirupati Panigrahi interview | Hi-Tech Medical College and Hospital

ମାଇଗ୍ରେନ, ଏହାର କାରଣ, ଉପଚାର ଏବଂ ନିରାକରଣ | Chikitsaka || Kalinga TV
▶︎

ମାଇଗ୍ରେନ, ଏହାର କାରଣ, ଉପଚାର ଏବଂ ନିରାକରଣ | Chikitsaka || Kalinga TV

Hello Doctor||ମାନସିକ ରୋଗରୁ କିପରି ପାଇବେ ମୁକ୍ତି || Dr.Samrat Kar (PSYCHIATRIST)|| MBCTv
▶︎

Hello Doctor||ମାନସିକ ରୋଗରୁ କିପରି ପାଇବେ ମୁକ୍ତି || Dr.Samrat Kar (PSYCHIATRIST)|| MBCTv

ମୁଣ୍ଡବିନ୍ଧା କାହିଁକି  ହୁଏ ? #youtube #odia #headache
▶︎

ମୁଣ୍ଡବିନ୍ଧା କାହିଁକି ହୁଏ ? #youtube #odia #headache

ବିନା ଔଷଧରେ କିଭଳି କମିବ ମାଇଗ୍ରେନ୍#migraine#odiahealthtips
▶︎

ବିନା ଔଷଧରେ କିଭଳି କମିବ ମାଇଗ୍ରେନ୍#migraine#odiahealthtips

Doctor Doctor | Causes Of Different Types Of Headaches
▶︎

Doctor Doctor | Causes Of Different Types Of Headaches

Test Tube Baby କିପରି ହୁଏ, କେତେ ଟଙ୍କା ଖର୍ଚ୍ଚ ହୁଏ? | PCOD | IVF Treatment | News18 Podcast | N18P
▶︎

Test Tube Baby କିପରି ହୁଏ, କେତେ ଟଙ୍କା ଖର୍ଚ୍ଚ ହୁଏ? | PCOD | IVF Treatment | News18 Podcast | N18P

ବାରମ୍ବାର ହେଉଛଇ କି ମୁଣ୍ଡବିନ୍ଧା ?
▶︎

ବାରମ୍ବାର ହେଉଛଇ କି ମୁଣ୍ଡବିନ୍ଧା ?

Migraine _Symptoms _Treatment _Triggers _Management _Doctor Tips _ Dr Nihar Biswal _Neurologist
▶︎

Migraine _Symptoms _Treatment _Triggers _Management _Doctor Tips _ Dr Nihar Biswal _Neurologist

World Brain Day 2019 - Know All About Migraine Condition
▶︎

World Brain Day 2019 - Know All About Migraine Condition

ବାରମ୍ବାର ଗ୍ୟାସ୍‌: କୌଣସି ରୋଗର ଲକ୍ଷଣ ନୁହେଁ ତ? | Treatment of Gastritis in Odia | Dr Motij Kumar Dalai
▶︎

ବାରମ୍ବାର ଗ୍ୟାସ୍‌: କୌଣସି ରୋଗର ଲକ୍ଷଣ ନୁହେଁ ତ? | Treatment of Gastritis in Odia | Dr Motij Kumar Dalai

Health Line: ଡେଙ୍ଗୁ ଜ୍ୱର ଓ ଚିକିତ୍ସା । Dengu Fever & Fever। NandighoshaTV
▶︎

Health Line: ଡେଙ୍ଗୁ ଜ୍ୱର ଓ ଚିକିତ୍ସା । Dengu Fever & Fever। NandighoshaTV

ମୁଣ୍ଡ ବିନ୍ଧା କାହିଁକି ହେଉଛି? କେମିତି ପାଇବେ ମୁକ୍ତି? । Dr Surjyaprakash S Choudhury on Headache in Odia
▶︎

ମୁଣ୍ଡ ବିନ୍ଧା କାହିଁକି ହେଉଛି? କେମିତି ପାଇବେ ମୁକ୍ତି? । Dr Surjyaprakash S Choudhury on Headache in Odia

ଆଉ ହେବନି ଗ୍ୟାସ୍ ଚିନ୍ତା || Heath Program || Gastric || Dr Manoj Kumar Sahoo ||  Odisha Reporter
▶︎

ଆଉ ହେବନି ଗ୍ୟାସ୍ ଚିନ୍ତା || Heath Program || Gastric || Dr Manoj Kumar Sahoo || Odisha Reporter

ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ : ଡାକ୍ତରଙ୍କ ୧୦ଟି ଟିପ୍ସ | Tips for Rheumatoid Arthritis | Prof Dr JR Parida
▶︎

ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ : ଡାକ୍ତରଙ୍କ ୧୦ଟି ଟିପ୍ସ | Tips for Rheumatoid Arthritis | Prof Dr JR Parida